ହ୍ରିତିକଙ୍କୁ ୪୦୦ କୋଟି ଭରଣପୋଷଣ ଦାବି କରିଥିଲେ ସୁଜେନ୍ ଖାନ୍! ମିଛ ବୋଲି କହିଲେ ଭଉଣୀ
ବଲିଉଡର ଲୋକପ୍ରିୟ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ସୁଜେନେ ଖାନଙ୍କ ଛାଡ଼ପତ୍ରକୁ ୧୨ ବର୍ଷ ବିତିଗଲାଣି । ହେଲେ ଏବେ ବି ସେ ସମ୍ପର୍କରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୁଜେନ ଖାନ୍ ଛାଡ଼ପତ୍ର ସମୟରେ ଭରଣ ପୋଷଣ ପାଇଁ ୪୦୦ କୋଟି ଟଙ୍କା ଦାବି କରିଥିବା କୌଣସି ଏକ ରିପୋର୍ଟରେ ପ୍ରକାଶ ପାଇଛି…