Browsing Tag

suv car

ଜବରଦସ୍ତ ଟେକ୍ନୋଲୋଜି ସହିତ ଆସିଲା ମହିନ୍ଦ୍ରାର XUV700, ଜାଣନ୍ତୁ କେତେ ରହିଛି ଦାମ୍‌

ଦେଶର ଲୋକପ୍ରିୟ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଭାରତୀୟ ବଜାରରେ ନିଜର ଦମଦାର XUV700କୁ ଲଞ୍ଚ କରିଛି । କମ୍ପାନୀ ଏହି XUVରେ ବହୁତ କିଛି ପରିବର୍ତ୍ତନ କରିବା ସହିତ ନୂଆ ନୂଆ ଫିଚର ଅପଡେଟ୍‌ କରିଛି । ଯାହା ପୁରୁଣା ମଡେଲ ତୁଳନାରେ ଏହାକୁ ଅଧିକ ଦମଦାର କରିିଛି । ଏହାର ନୂଆ…

ପୁଣି ଝଟକା ଦେଲା ମହିନ୍ଦ୍ରା, ୬୮ ହଜାର ଟଙ୍କା ମହଙ୍ଗା ହେଲା ଦମଦାର SUV

ଇଣ୍ଡିଆନ କାର ମାର୍କେଟରେ ମହିନ୍ଦ୍ରାର ନାଁ ଭିନ୍ନ । ସମଗ୍ର ଦେଶରେ ଏହାର SUVକୁ ସମସ୍ତେ ପସନ୍ଦ କରନ୍ତି । ମହିନ୍ଦ୍ରା SUVଗୁଡ଼ିକର ଚାହିଦା ଏତେ ଅଧିକ ରହିଛି ଯେ ଏହି କାର ଡେଲିଭରି ପାଇଁ ଗ୍ରାହକଙ୍କୁ ଦୀର୍ଘ ମାସ ଅପେକ୍ଷା କରିବାକୁ ପଡେ । ନିକଟରେ Mahindra Scorpio N ଦାମ ବଢ଼ାଇବାକୁ…

SUV ବନେଟ୍‌ ଉପରେ ବସି ରିଲ୍ସ କରୁଥିଲେ ଯୁବତୀ, ପୋଲିସ ଜବତ କରିନେଲା ଗାଡ଼ି; ଭିଡିଓ ଭାଇରାଲ

ଚଳନ୍ତା ଗାଡ଼ିରେ ଇନ୍‌ଷ୍ଟାଗ୍ରାମ ରିଲ୍ସ। ଗାଡ଼ି ଚାଲୁଥିବା ବେଳେ ଇନ୍‌ଷ୍ଟାଗ୍ରାମ ରିଲ୍ସ କରି ଫସିଛନ୍ତି ଜଣେ ୨୫ ବର୍ଷୀୟା ଯୁବତୀ। ପଞ୍ଜାବର ହୋସିୟାରପୁରରେ ଏହି ଘଟଣା ଘଟିଛି। ଯୁବତୀ ଜଣକ ଏକ ଚଳନ୍ତା ଏସ୍‌ୟୁଭିର ବନେଟ୍‌ ଉପରେ ବସି ଇନ୍‌ଷ୍ଟାଗ୍ରାମ ରିଲ୍ସ କରୁଥିଲେ। ଯୁବତୀଙ୍କ ଭିଡିଓ…

ଆମେରିକା : ଏମରଜେନ୍ସୀ ଲ୍ୟାଣ୍ଡିଂ ବେଳେ ଏସୟୁଭି ସହିତ ଧକ୍କା ହେଲା ବିମାନ, ଭିଡିଓ ଭାଇରଲ

ଆମେରିକାର ଲସ୍‌ ଭେଗାସରେ ବିମାନ ଏବଂ ଏସୟୁଭି କାର ଧକ୍କା ହୋଇଛି। ଫଳରେ ୩ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ନେବାଦା ପ୍ରାନ୍ତର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଖବର ମୁତାବକ, ଲସ୍‌ ଭେଗାସର ଉତ୍ତରରେ ଥିବା ଏକ ହାଇେଓ୍ଵରେ…

ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି SUVର Skoda Kushaq, ରହିଛି ଦମଦାର ଫିଚର୍ସ

ଭାରତୀୟ ବଜାରରେ ପ୍ରଥମ ଥର ଭାବେ କମ୍ପାକ୍ଟ SUV Skoda Kushaq ଜୁନରେ ଲଞ୍ଚ ହେବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ତରଫରୁ ଜୁଲାଇରେ ଡେଲିଭରୀ ଆରମ୍ଭ ହେବ । ସ୍କୋଡା ଅଟୋ ଇଣ୍ଡିଆର ଡାଇରେକ୍ଟର Zac Hollis ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଫିଚର୍ସ:…

ଶାନଦାର ହେବାକୁ ଯାଉଛି ଛୋଟ ଗାଡିର ବଜାର, ବହୁତ ଜଲଦି ଲଞ୍ଚ ହେବାକୁ ଯାଉଛି ଏହି ଶସ୍ତା SUV

କିଆ ମୋଟର୍ସ ନିଜର ନୂଆ ସବକମ୍ପାକ୍ଟ ସେଗମେଣ୍ଟରେ ୪ ମିଟର ରୁ ଛୋଟ ଏସୟୁଭି କୁ ୧୮ ସେପ୍ଟେମ୍ବରରେ ଭାତରରେ ଲଞ୍ଚ କରିବ ଏବଂ ଏହାର ଦାମ ମଧ୍ୟ ଘୋଷଣା କରିବ। ଟୋୟାଟା ମଧ୍ୟ ଅର୍ବାନ କ୍ରୁଜର ନାମକ ଛୋଟ ଏସୟୁଭି ମାର୍କେଟକୁ ଆଣୁଛି। ରେନୋ-ନିସାନ ମଧ୍ୟ ଛୋଟ ଏସୟୁଭି ଆଣିବା ପାଇଁ ଘୋଷଣା…