ବିଭିନ୍ନ କାର ଉପରେ ଚାଲିଛି ଇୟର ଏଣ୍ଡ ରିହାତି, ମିଳୁଛି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ
କାର କ୍ରୟ ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ରିହାତି । ଚଳିତ ମାସରେ ଅନେକ SUV ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ମିଳିବ ଡିସକାଉଣ୍ଟ । ଯଦି ଆପଣ ମଧ୍ୟ ଏକ ନୂଆ ଏସୟୁଭି ସନ୍ଧାନରେ ଅଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଆଣିଛୁୁ ମାର୍ଚ୍ଚରେ ସବୁଠାରୁ ଅଧିକ ଡିସକାଉଣ୍ଟ ଥିବା କାର ଲିଷ୍ଟ ।…