Browsing Tag

Sweden

ବଢ଼ୁଛି ମଙ୍କିପକ୍ସ ଚିନ୍ତା: ସ୍ବିଡେନରେ ଜଣେ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ସ୍ବିଡେନରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଫ୍ରିକା ମହାଦେଶରେ ତୀବ୍ର ବେଗରେ ମାଡୁଛି । ଭୟଙ୍କର ରୂପ ନେବାକୁ ଯାଇଥିବା ବେଳେ ଏମପକ୍ସ ଭାଇରସକୁ ୱାର୍ଲଡ ହେଲ୍ ଥ ଏମର୍ଜେନ୍ ସୀ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ…

ଏହି ଟ୍ରେନରୁ ଓହ୍ଲାଇଥାନ୍ତି ଭୂତ, ଯାହାର ଦୃଶ୍ୟ ଦେଖି ଥରି ଉଠିବ ଛାତି

ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଭୂତ ରହିଛି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ଭୂତ ପ୍ରକୃତରେ ଅଛି କି ନାହିଁ ତାହା ବ୍ୟକ୍ତିଗତ ବିଶ୍ୱାସ ଉପରେ ନିର୍ଭର କରେ । କିନ୍ତୁ କିଛି ସ୍ଥାନଗୁଡିକୁ ଯିବା ପରେ ଅନେକ ଲୋକ ଦାବି କରନ୍ତି ଯେ ସେମାନଙ୍କ ଆଖ ପାଖରେ ଭୂତ ଭଳି କିଛି ଥିବାର…

ୟୁକ୍ରେନ୍ ପରେ ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଋଷର ଧମକ: ‘ନାଟୋରେ ସାମିଲ ହେଲେ ପରିଣାମ ବହୁତ ଖରାପ ହେବ’

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ରୁଷିଆ ବର୍ତ୍ତମାନ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ଚେତାବନୀ ଦେଇଛି। ରୁଷ କହିଛି ଯେ ଯଦି ଉଭୟ ଦେଶ ନାଟୋରେ ଯୋଗ ଦିଅନ୍ତି, ତେବେ ଏହାର ପରିଣାମ ୟୁକ୍ରେନ ଭଳି ଭୟଙ୍କର ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ରୁଷର…

ହଜାର ହଜାର ବର୍ଷ ତଳର ଗଛ ଏବେ ବି ଜୀବିତ, ଜାଣନ୍ତି କେତେ ବର୍ଷ ପୁରୁଣା ?

ଏହି ଚିତ୍ରରେ ଆପଣ ଯେଉଁ ବୃକ୍ଷକୁ ଦେଖୁଛନ୍ତି ତାହା ହେଉଛି ଦୁନିଆର ସବୁଠୁ ପୁରୁଣା ବୃକ୍ଷ । ସ୍ୱିଡେନର ଡଲାରନା ପ୍ରାନ୍ତରେ ଲାଗିଥିବା ଏହି ବୃକ୍ଷ ହଜାର ହଜାର ବର୍ଷ ତଳର ଅଟେ । ତେବେ ଆଜି ବି ଏହା କିଭଳି ବଞ୍ଚିରହିଛି ତାହା ଏବେ ବୈଜ୍ଞାନିକଙ୍କ ମଧ୍ୟରେ ଆଲୋଚନାର ବିଷୟ ବସ୍ତୁ । ତେବେ ଏହା…

ପ୍ରେମ ପାଇଁ ସ୍ୱିଡେନ୍‌ରୁ ମୁମ୍ବାଇ, ବିଶ୍ୱାସ ରଖି ଯୁବକଙ୍କୁ ଦେଖା କରିବାକୁ ଘରୁ ଲୁଚି ଚାଲି ଆସିଲା ନାବାଳିକା

କୁହାଯାଏ, ପ୍ରେମ ଅନ୍ଧ ହୋଇଥାଏ ଏବଂ ଅନେକ ବାର ଏମିତି ଘଟଣା ସାମ୍ନାକୁ ଆସିଥାଏ, ଯାହା ଏହି ପ୍ରବାଦକୁ ଚରିତାର୍ଥ କରିଥାଏ। ନିକଟରେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ୧୬ ବର୍ଷୀୟା ସ୍ୱିଡେନ ଝିଅ ସୋସିଆଲ ମିଡିଆରେ ୧୯ ବର୍ଷୀୟ ଜଣେ ଯୁବକଙ୍କୁ ଭେଟିଥିଲା। ସେ ସେହି…

ସ୍ୱିଡେନ୍‌ ସରକାରଙ୍କୁ ପସନ୍ଦ ଆସିଲାନି ପିଲାର ନାମ, ଦମ୍ପତିଙ୍କୁ ଦେଲେ ଏପରି ଆଦେଶ; ଜାଣନ୍ତୁ ଦେଶରେ କ’ଣ ରହିଛି…

ସବୁ ପିତାମାତାଙ୍କର ଇଚ୍ଛା ଥାଏ କି, ସେମାନେ ତାଙ୍କ ସନ୍ତାନର ନାମ ଏକଦମ୍‌ ନିଆରା ରଖନ୍ତୁ। ଏଥିପାଇଁ ସେମାନେ ଅନେକ ଦିନ ଧରି ନାମ ବାଛିବାରେ ଲାଗି ପଡ଼ନ୍ତି। ଅନେକ ବାର ଏମିତି ହୋଇଥାଏ କି, ବାପାମାଆ ନିଜ ପସନ୍ଦର ବ୍ୟକ୍ତିଙ୍କ ନାମ ଅନୁସାରେ ପିଲାର ନାମ ରଖି ଦିଅନ୍ତି। କିନ୍ତୁ ସ୍ୱିଡେନର…

ଏହା ଦୁନିଆର ସେହି ଜାଗା, ଯେଉଁଠି କେବେ ବି ଅସ୍ତ ହୋଇ ନ ଥାଆନ୍ତି ସୂର୍ଯ୍ୟ! ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ…

ଏ ଦୁନିଆ ବଡ଼ ବିଚିତ୍ର। ଏଠି ଅନେକ ବିଚିତ୍ରମୟ ଜିନିଷ ଦେଖିବାକୁ ମିଳିଥାଏ। ଏମିତି ହିଁ ଏକ ସ୍ଥାନ ରହିଛି, ଯେଉଁଠି ସୂର୍ଯ୍ୟ ପାଖାପାଖି ୭୦ ଦିନରୁ ଅଧିକ ସମୟ କାଳ ଅସ୍ତ ଯାଆନ୍ତି ନାହିଁ। ଏହି ସ୍ଥାନ ପର୍ଯ୍ୟଟକମାନଙ୍କୁ ବି ବେଶ୍‌ ଆକର୍ଷିତ କରିଥାଏ। ସ୍ୱିଡେନ୍‌: ମେ’ ପ୍ରଥମରୁ ଅଗଷ୍ଟ…

ସ୍ବିଡେନରେ ପାଳନ କରାଯାଏ ‘ସେକ୍ସ ଫେଷ୍ଟିଭାଲ’, ଜାଣନ୍ତୁ ଆଶ୍ଚର୍ଯ୍ଯ କଲାଭଳି ଚଳଣୀ ପଛରେ ଥିବା କାରଣ କ’ଣ ?

ଆପଣ ନିଶ୍ଚିତ ଭାବରେ ଦୁନିଆରେ ଅନେକ ଅଜବ ଅଜବ ପର୍ବ ବିଷୟରେ ଶୁଣିଥିବେ, କିନ୍ତୁ ସ୍ୱିଡେନ ଏପରି ଏକ ଦେଶ ଯେଉଁଠାରେ ଯୌନ ପର୍ବ ବା ସେକ୍‌ସ ଫେଷ୍ଟିଭାଲ ପାଳନ କରାଯାଏ । ଏହି ସେକ୍ସ ଫେଷ୍ଟିଭାଲରେ କେବଳ ଦମ୍ପତିଙ୍କୁ ଅନୁମତି ଦିଆଯାଇଛି । ଅବିବାହିତ ଲୋକଙ୍କୁ ଏଥିରେ ଭାଗ ନେବାକୁ ଅନୁମତି…

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାରନାମା, ଜେଲରଙ୍କ ତଣ୍ଟିରେ ଛୁରୀ ଲଗାଇ ଅର୍ଡର କଲେ ପିଜ୍ଜା

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାଣ୍ଡ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ସ୍ୱିଡେନ୍‌ ଜେଲରୁ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି କଏଦୀ ଜେଲରଙ୍କ ବେକରେ ଛୁରୀ ଲଗାଇ ପିଜ୍ଜା ଅର୍ଡର କରିବାକୁ ବାଧ୍ୟ କରିଥିବା ଜଣାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ସବୁଠୁ ଅଧିକ ଚର୍ଚ୍ଚାରେ…

ପ୍ରତ୍ୟେକ ବର୍ଷ ତିଆରି ହେବାର ୫ ମାସ ପରେ ନଦୀରେ ଭାସି ଯାଇଥାଏ ସ୍ୱୀଡେନ୍‌ର ଏହି ସୁନ୍ଦର ହୋଟେଲ, ଜାଣନ୍ତୁ କାରଣ

କେବେ ଆପଣ ଏମିତି ହୋଟେଲ ବିଷୟରେ ଶୁଣିଛନ୍ତି କି, ଯାହା ପ୍ରତ୍ୟେକ ବର୍ଷ ତିଆରି ହୋଇଥାଏ, କିନ୍ତୁ ପରେ ନଦୀରେ ଭାସି ଯାଇଥାଏ? ହଁ, ଏମିତି ହୋଟେଲ ଆପଣ ଦେଖିବାକୁ ପାଇପାରିବେ ସ୍ୱୀଡେନରେ। ଏହି ହୋଟେଲ ସାରା ବିଶ୍ୱରେ ‘ଆଇସ୍‌ ହୋଟେଲ’ ନାଁରେ ଜଣାଶୁଣା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ହୋଟେଲଟି…

ସ୍ବିଡେନରେ ଯଶ ରଖିଲେ ଓଡିଆ ପୁଅ, କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ…

କେନ୍ୟୁଜ୍(ବ୍ୟୁରୋ): ସ୍ୱିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଚିତ୍ରଶିଳ୍ପୀ ପି.କେ ମହାନନ୍ଦିଆ । ସେ ସ୍ୱିଡେନ୍‌ରେ ପ୍ରେମ ବିବାହ କରି ଏବେ ସେଠାରେ ରହୁଛନ୍ତି । ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ମହାନନ୍ଦିଆ ସ୍କୁଲରେ ପାଠ…

ମହାମାରୀରୁ ବଞ୍ଚିବା ପାଇଁ ଖୋଲିବ ଅଦ୍ଭୁତ ରେଷ୍ଟୁରାଣ୍ଟ ‘ଟେବୁଲ ଫର ଓ୍ଵାନ’, ଯେଉଁଠି ଖାଇବେ ଦିନକୁ ଜଣେ ଗ୍ରାହକ

କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିପାଇଁ ଚାରିଆଡେ ହାହାକାର। ଏମିତି ସଂକ୍ରମଣୁ ବଞ୍ଚିବା ପାଇଁ ସାମାଜିକ ଦୂରତା ସହିତ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛି। ଏହାମଧ୍ୟରେ ସ୍ୱିଡେନରେ ଏମିତି ଏକ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ ଖୋଲାଯାଇଛି। ସଂକ୍ରମଣରୁ ବଞ୍ଚିବା ପାଇଁ ଖୋଲା…