ଗଞ୍ଜାମର ଫେଣା ମିଠା: ବାସ୍ନା ଯେମିତି ସ୍ୱାଦ ବି ସେମିତି
ବ୍ରହ୍ମପୁର(କେନ୍ୟୁଜ୍) : ଆମ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ମିଠା ଦେଖିବାକୁ ମିଳିଥାଏ । ସେସବୁ ମଧ୍ୟରୁ ଫେଣା ମିଠା ଅନ୍ୟତମ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହା ବହୁଳ ପରିମାଣରେ ତିଆରି କରାଯାଇଥାଏ। ଖାସ୍ କରି ଗୁଡ଼ିଆ ଲୋକ ମାନେ ଏହି ଫେଣା ତିଆରି କରିଥାନ୍ତି ।…