Browsing Tag

sweet shop

ମିଠା ଦୋକାନ ସାମ୍ନାରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ, ଜାଣନ୍ତୁ କେବେ ଠାରୁ ଲାଗୁ ହେଉଛି ନୂଆ ନିୟମ

ପ୍ରାୟତଃ ମିଠା ଦୋକାନରୁ ମିଠା କିଣିବା ବେଳେ ଦୋକାନୀ ଆମକୁ ତାଜା ମିଠା କହି ବାସି ଦେଇଦେଇଥାଏ। ଘରକୁ ଆଣିବା ପରେ ଆମେ ପ୍ରକୃତ ସତ ଜାଣିପାରୁ। ଏଣୁ ମିଠା କିଣିବା ବେଳେ ଅଧିକାଂଶ ଲୋକ ସନ୍ଦେହ କରିଥାନ୍ତି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିୟମ ପ୍ରଣୟନ କରିବାକୁ…