Browsing Tag

sweets

ଅପ୍ରାକୃତିକ ମିଠା ବ୍ୟବହାର ଆଣିପାରେ କ୍ୟାନସର ଭଳି ବିପଦ

ବାହାର ଜିନିଷ ଖାଇବାକୁ ବର୍ତ୍ତମାନ ସମସ୍ତେ ଆସକ୍ତ । ଏହି ଜିନିଷରେ କଣ ରହୁଛି ତାହା କାହାକୁ ଜଣାନଥାଏ କିନ୍ତୁ ପାଟି ଟେଷ୍ଟ ହେତୁ ଖାଇବାକୁ ଚାହିଁଥାନ୍ତି ଲୋକେ । କଣ ଆପଣ ଜାଣନ୍ତି କି କୌଣସି କୁତ୍ରିମ ମିଠା ଧାରଣ କରିଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣ ଏକ ବଡ ସମସ୍ୟାରେ ପଡିପାରନ୍ତି ।…

ଆପଣଙ୍କ ପିଲା ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଉଛି କି ,ଏହି ଅଭ୍ୟାସରୁ ପିଲାଙ୍କୁ କିପରି ଦୂରେଇ ରଖବେ ଜାଣନ୍ତୁ ଉପାୟ

ଆପଣଙ୍କ ପିଲା ଅଧିକ ମିଠା ଖାଉଛି ଓ ଆପଣ ଏହା ଭାବୁଥିବେ, ହଁ ଏବେ ପିଲା ଛୋଟ ଅଛି ଖାଉ। ଛୋଟ ପିଲା ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଅଧିକ ମିଠା ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୁଏ । କରୋନା ଲକଡାଉନ ସମୟରେ ପିଲାଙ୍କର ଖାଦ୍ୟ ଅଭ୍ୟାସ…

ଗୋଲ୍ଡ ଫଏଲ ଖାଇବା ଦ୍ୱାରା ଦୂର ହୁଏ ପୁରୁଷଙ୍କ ଏହି ସମସ୍ୟା, ଜାଣନ୍ତୁ

ଲୋକମାନଙ୍କ ମଧ୍ୟରେ ଏବେ ଭେରାଇଟି ଫୁଡ଼ ଖାଇବାର କ୍ରେଜ ବଢ଼ିଗଲାଣି। ଅନେକ ଲୋକ ଯେଉଁମାନେ ଗୋଲ୍ଡ ଫୁଡ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଗୋଲ୍ଡ ଫୁଡ କ'ଣ ଭାବୁଥିବେ। ଗୋଲ୍‌ଡ ଏକ ମହଙ୍ଗା ଧାତୁ, ଯାହା ଆଜିକାଲି ବିଭିନ୍ନ ପ୍ରକାର ମିଠା ଖାଦ୍ୟ ଉପରେ ରହିଥିବାର ଆପଣ ଦେଖିବାକୁ ପାଇବେ।…

ରାଜଧାନୀବାସୀଙ୍କୁ ମିଠା ଖୁଆଇବେ ରସଗୋଲା ବ୍ୟବସାୟୀ, ଜି.ଆଇ ଟ୍ୟାଗ୍ ମିଳିବା ଖୁସିରେ ବାଣ୍ଟିବେ ୫୦ ହଜାର ମିଠା

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିବାରୁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ୧୯ ତାରିଖ ଦିନ ଭୁବନେଶ୍ୱର ଜୟଦେବଭବନରେ ଏକ ବଡ କାଯ୍ୟର୍କ୍ରମ ହେବ । ଏଥିରେ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେବେ । ରାଜ୍ୟରେ ମିଷ୍ଟାନ୍ନ ବ୍ୟବସାୟ ସହ ଜଡିତ ଦୁଗ୍‌ଧ ଚାଷୀ, ଛେନା…

ଖାଆନ୍ତୁ ଏହି ସବୁ ମିଠା ଦ୍ରବ୍ୟ, ରୋଗ ଆଶଙ୍କାରୁ ରହିବେ ଦୂରରେ

ବେଳେ ବେଳେ ଆମେ ଜଳଖିଆ ହେଉ କିମ୍ବା ସନ୍ଧ୍ୟା ସମୟ ଖାଦ୍ୟ ହେଉ କିଛି ମିଠି ମିଶ୍ରିତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ କାରଣ ଏହି ମିଠା ଖାଦ୍ୟ ଆମ ଖାଇବାକୁ ବେଶ ରୁଚିକର କରାଇଥାଏ। ସେଥିପାଇଁ ତ ଭୋଜି ଖାଇବା ବେଳେ ଶେଷକୁ ମିଠା ପରାସା ଯାଏ। ହେଲେ ଅନେକ ଲୋକ ଏହି ମିଠା ଖାଇବା ଦ୍ବାର ରୋଗ …

ଭାରତର ମିଠା ନୁହେଁ ଜିଲାପି, ଜାଣନ୍ତୁ ଏହା କେଉଁଠୁ ଆସିଛି

ଜିଲାପିର ନାମ ଶୁଣିବା ମାତ୍ରେ ଅନେକଙ୍କ ମୁହଁରେ ପାଣି ଆସିଯାଇଥାଏ । ଆଉ କେହି ଯଦି ଆମକୁ ଏହି ଜିଲାପି ଖାଇବାକୁ ଅଫର କରେ ତେବେ କିଏ ବା ମନା କରିବ । ବର୍ଷା ଦିନ ହେଉ କିମ୍ବା ଶୀତ ଦିନର ସମୟ ହେଉ ଗରମ ଗରମ ଜିଲାପି ଖାଇବାର ମଜା  କିଛି ନିଆରା ହିଁ ଥାଏ । ଏମିତିକି ଭାରତର ପରମ୍ପରାରେ ଝିଅ…