୧୮୭ ଟଙ୍କାର ଆଇସ୍କ୍ରିମ୍ ଡେଲିଭର ନ କରିବା Swiggyକୁ ପଡ଼ିଲା ମହଙ୍ଗା, କମ୍ପାନୀ ଗଣିବ ୫୦୦୦ ଜରିମାନା
ଆଇସ୍କ୍ରିମ୍ ଡେଲିଭର ନ କରିବା Swiggyକୁ ପଡ଼ିଲା ମହଙ୍ଗା । ଲୋକପ୍ରିୟ ଫୁଡ୍ ଡେଲିଭରି ପ୍ଲାଟଫର୍ମ ସ୍ୱିଗି ଏଥିପାଇଁ ଗଣିବ ୫୦୦୦ ଟଙ୍କା ଜରିମାନା । ପ୍ରକୃତରେ, ୩୦୦୦ ଟଙ୍କା ଜରିମାନା ସହ ଆଇନଗତ ଫି’ ହିସାବରେ ଗ୍ରାହକଙ୍କୁ ୨୦୦୦ ଟଙ୍କା ଫେରସ୍ତ କରିବାକୁ କଞ୍ଜ୍ୟୁମର କୋର୍ଟ ସ୍ୱିଗିକୁ…