Browsing Tag

Swiggy

Swiggyରେ ଅର୍ଡର କରୁଥିଲେ ଦେବାକୁ ପଡିବ ଅଧିକ ଟଙ୍କା, ଏହି ସେବା ପାଇଁ ଲାଗିବ ଏକ୍ସଟ୍ରା ଚାର୍ଜ

ଆଜିକା ସମୟରେ ସବୁକିଛି ଅନଲାଇନ ହେବାରେ ଲାଗିଛି। ଲୋକେ ଘରେ ବସି ଗୋଟିଏ କ୍ଲିକ୍‌ରେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇ ପାରୁଛନ୍ତି। ଏହିପରି ଅନଲାଇନ ଫୁଡ୍‌ ଡେଲିଭରି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଯୋଡ଼ି ହୋଇ ଗଲାଣି। ଅନଲାଇନ ରେ ଖାଦ୍ୟ ଅର୍ଡର କରିବା ପାଇଁ ହେଲେ ଆମେ ସ୍ୱିଗି ଓ ଜୋମାଟୋ କୁ…

Swiggyରେ କାମ କରୁଥିବା ଲୋକଙ୍କୁ ଝଟ୍‌କା! ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ କମ୍ପାନୀ

ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ଭିତରେ ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ଛଟେଇ କରି ଦେଉଛନ୍ତି। ଆମାଜନ, ଟ୍ଵିଟର, ଗୁଗଲ ଏବଂ ମାଇକ୍ରୋସଫ୍ଟ ପରେ ଏବେ ଫୁଡ୍‌ ଡେଲିଭରି ସୁବିଧା ହେଉଥିବା କମ୍ପାନୀ ‘ସ୍ୱିଗି’ ମଧ୍ୟ କର୍ମଚାରୀ ଛଟେଇର ଯୋଜନା କରୁଛି। ସ୍ୱିଗି କହିଛି କି, କମ୍ପାନୀ…

ଡ୍ୟୁଟି ସମୟ ବାଦ ଏଣିକି ସ୍ୱିଗି କର୍ମଚାରୀ କରିପାରିବେ ଅନ୍ୟ କାମ, କମ୍ପାନୀ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଅନଲାଇନରେ ଖାଦ୍ୟ ଅର୍ଡର ତଥା ଡେଲିଭରିର ସୁବିଧା ଯୋଗାଉଥିବା କମ୍ପାନୀ "ସ୍ୱିଗି" ବୁଧବାର ଘୋଷଣା କରିଛିଯେ ସେ ନିଜ ଉଦ୍ୟୋଗରେ ଖୁବ ଶୀଘ୍ର "ମୁନ ଲାଇଟିଙ୍ଗ" ନୀତି ନେଇ ଆସୁଛି । ଯେଉଁଥିରେ କର୍ମଚାରୀଙ୍କୁ ଆନ୍ତରିକ ସ୍ତରରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କମ୍ପାନୀ ତରଫରୁ ଜାରି ହୋଇଥିବା ଏକ…

ଖୁସି ଖବର…! Swiggy ଅନଲିମିଟେଡ୍‌ ମାଗଣା ଡେଲିଭରୀ କଲା ଘୋଷଣା, ବାସ୍‌ କରିବାକୁ ହେବ ଏହି କାମ

ଯଦି ଆପଣ ସବୁବେଳେ ସ୍ୱିଗିରୁ ଖାଦ୍ୟ ଅର୍ଡର କରୁଛନ୍ତି, ତ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଅନଲାଇନ ଖାଦ୍ୟ ଅର୍ଡର ତଥା ଡେଲିଭରୀର ସୁବିଧା ଯୋଗାଇ ଦେଉଥିବା ପ୍ଲାଟ୍‌ଫର୍ମ ‘ସ୍ୱିଗି’ ନିଜ ମେମ୍ବରଶିପ୍‌ ପ୍ରୋଗ୍ରାମ ସହ ଜଡ଼ିତ ଗ୍ରାହକମାନଙ୍କ ପାଇଁ ଅଧିକ ସୁବିଧା ଆଣି ଦେଇଛି। ସ୍ୱିଗି ତରଫରୁ…

‘ସ୍ୱିଗି’ ଦେଶର ୫ ବଡ଼ ସହରରେ ବନ୍ଦ କଲା ସର୍ଭିସ୍‌! କମ୍ପାନୀର ଏହି ନିଷ୍ପତ୍ତିରେ ଲୋକଙ୍କୁ ହୋଇପାରେ ସମସ୍ୟା

‘ସ୍ୱିଗି’ ବନ୍ଦ କଲା ନିଜର ସର୍ଭିସ୍‌। ଅନଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ‘ସ୍ୱିଗି’ ନିଜର ଏକ ଖାସ୍‌ ସର୍ଭିସ୍‌କୁ ସବୁଦିନ ପାଇଁ ବନ୍ଦ କରି ଦେଇଛି। ଦେଶର ୫ ବଡ଼ ସହରରେ କମ୍ପାନୀ ନିଜର ସେବା ବନ୍ଦ କରିବାକୁ ଘୋଷଣା କରିଛି। ତେବେ କମ୍ପାନୀର ଏହି ନିଷ୍ପତ୍ତି ଯୋଗୁ ବର୍ତ୍ତମାନ ଦିଲ୍ଲୀ…

ମହିଳା କର୍ମଚାରୀଙ୍କୁ Swiggyର ଭେଟି! ଏବେ ପ୍ରତି ମାସରେ ମିଳିବ ୨ ଦିନର ପିରିୟଡ୍‌ ଛୁଟି

ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ ‘ସ୍ୱିଗୀ’ ନିଜର ମହିଳା ଫୁଡ୍‌ ଡେଲିଭରି କର୍ମଚାରୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି। ସ୍ୱିଗୀ ମହିଳା କର୍ମଚାରୀମାନଙ୍କୁ ପ୍ରତି ମାସରେ ୨ ଦିନ ପରିୟଡ୍‌ ଲିଭ୍‌ ଦେବାକୁ ଘୋଷଣା କରିଛି। କମ୍ପାନୀ କହିଛି କି, ସେ ନିଜ ମହିଳା ଡେଲିଭରି…

ଅର୍ଡର ଦେବାରେ ଡେରି ହେବାରୁ ରେସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ଡେଲିଭରି ବୟ

ଅର୍ଡର ଦେବାରେ ବିଳମ୍ବ ହେବାରୁ ରୋସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଘଟିଛି ଏଭଳି ଛାତିଥରା ଘଟଣା। ଖାଦ୍ୟ ପ୍ରସ୍ତୁତି ହେବାରେ ବିଳମ୍ବ ହେବାରୁ ରାଗରେ ହୋଟେଲ ମାଲିକକୁ ହିଁ ଗୁଳି କରିଛି ଅନ୍‌ଲାଇନ୍‌ ପ୍ଲାଟଫର୍ମ ସ୍ୱିଗିର ଜଣେ…

ଅଭିନେତ୍ରୀ ନିବେଥା ପେଥୁରାଜଙ୍କ ଖାଦ୍ୟରୁ ବାହାରିଲା ଦୁଇଟି ଅସରପା, ରାଗି ଯାଇ ରେଷ୍ଟୁରାଣ୍ଟକୁ ଏମିତି ଦେଲେ ଗାଳି,…

ତାମିଲ ଅଭିନେତ୍ରୀ ନିବେଥା ପେଥୁରାଜଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ପୂରା ଘଟଣାକୁ ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ନିବେଥା ୨୩ ଜୁନ୍‌ରେ ସ୍ୱିଗୀ ମାଧ୍ୟମରେ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ସେ ଏହି ଖାଦ୍ୟକୁ ଖାଇପାରି ନ ଥିଲେ,…

‘ପାର୍ଟି ହୋ ରହି ହେ’କୁ ନେଇ ଅମୁଲ ବି ବନାଇଲା ମିମ୍ସ, ପୂର୍ବରୁ ଟ୍ରେଣ୍ଡ୍‌ରେ ଅଛନ୍ତି ଜୋମାଟୋ ଓ ସ୍ୱିଗି

ବର୍ତ୍ତମାନ ସୋସିଆଲ ମିଡିଆରେ ‘ପାର୍ଟି ହୋ ରହି ହେ’ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ପାକିସ୍ତାନୀ ଯୁବତୀ ‘ପାର୍ଟି ହୋ ରହି ହେ’ କହୁଥିବା ଦେଖାଯାଇଛି। ତାଙ୍କ କହିବା ଶୈଳୀ ଏତେ ମଜାଳିଆ ଲାଗୁଛି ଯେ ଉକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି। ତେବେ ‘ପାର୍ଟି…

ଷ୍ଟ୍ରିଟ୍‌ ଫୁଡ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ଏବେ ଘରେ ନେଇ ଆପଣଙ୍କ ମନ ପସନ୍ଦର ଖାଦ୍ୟ ଦେବ Swiggy

ଷ୍ଟ୍ରିଟ୍‌ ଫୁଡ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ଘରେ ଡେଲିଭରି ହେବ ଆପଣଙ୍କ ମନ ପସନ୍ଦର ରାସ୍ତା କଡ଼ର ଷ୍ଟ୍ରିଟ୍‌ ଫୁଡ୍‌। ରାସ୍ତା କଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ଅନ୍‌ଲାଇନ୍‌ରେ ଆଣିବା ପାଇଁ ସରକାର ଏକ ନୂଆ ଉପାୟ ଆପଣାଇଛନ୍ତି। ଆବାସ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଏଥିପାଇଁ…

ମହଙ୍ଗା ପଡ଼ିଲା ଡେଲିଭରି ଚାର୍ଜ ବଢ଼ାଇବା, ଏବେ zomato ଓ swiggyରୁ ଖାଦ୍ୟ ଅର୍ଡର କରିବା ବନ୍ଦ କଲେ ଗ୍ରାହକ

ଆଜିକାଲି ଅନ୍‌ଲାଇନ୍‌ ଫୁଡ୍‌ର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କାର୍ଯ୍ୟବ୍ୟସ୍ତତା ଯୋଗୁ ହେଉ କିମ୍ବା ଖାଦ୍ୟପ୍ରେମୀ ଘରେ ରୋଷେଇ ନ କରି କେବଳ ଆପ୍‌ ମାଧ୍ୟମରେ ଅର୍ଡର ଦେଇ ନିଜ ପସନ୍ଦର ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡରକୁ ଦୃଷ୍ଟିରେ ରଖି…

ଜୋମାଟୋ ପରେ ସ୍ୱିଗିଠାରୁ ଖାଦ୍ୟ ଗ୍ରହଣ କଲେନି ଗ୍ରାହକ, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍‌

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଡେଲିଭରି ବୟଙ୍କ ଧର୍ମ ପଚାରି ଖାଦ୍ୟ ଅର୍ଡର ଦେବା ଏବଂ ମୁସଲିମ୍‌ ହୋଇଥିବାରୁ ଖାଦ୍ୟ ନେବାକୁ ମନା କରିବା ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁସ୍‌ଲିମ୍‌ ଡେଲିଭରି ବୟଙ୍କ ଠାରୁ ଖାଦ୍ୟ ନେବାକୁ ମନା କରିଥିବା…