ଗୁଜରାଟରେ ହେବ ୩୮ତମ ସବ୍ ଜୁନିଅର ଜାତୀୟ ସ୍ୱିମିଂ ଚାମ୍ପିଅନସିପ୍: ଭାଗ ନେବେ କିସ୍ ଛାତ୍ର କାହ୍ନୁ ସୋରେନ୍ ଓ…
କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ହେବାକୁ ଥିବା ୩୮ତମ ସବ୍ ଜୁନିଅର ଜାତୀୟ ସ୍ୱିମିଂ ଚାମ୍ପିଅନସିପ୍ରେ ଭାଗ ନେବା ପାଇଁ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ -କିସର ୨ ସନ୍ତରଣକାରୀ ମନୋନୀତ ହୋଇଛନ୍ତି। କିସ ଛାତ୍ର…