Browsing Tag

switzerland

ରିପୋର୍ଟରେ ପ୍ରକାଶ ପାଇଲା ବିଶ୍ୱର ଦାମୀ ଦେଶ, ଜାଣନ୍ତୁ କଣ ପାଇଁ ହେଲା ଦାମୀ

ବିଶ୍ୱରେ ଅନେକ ଧନୀ ଦେଶ ରହିଛି । ପ୍ରତ୍ୟେକ ଦେଶ ନିଜର ସ୍ୱତନ୍ତ୍ରତା ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛି । କିନ୍ତୁ ଏହି ଦେଶ ମାନଙ୍କ ମଧ୍ୟରୁ କେଉଁ ଦେଶ ସବୁଠାରୁ ଦାମୀ ତାହା ଆପଣ ଜାଣିଛନ୍ତି କି ? ଯଦି ବିଶ୍ୱର ଦାମୀ ଦେଶ ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ବିଶ୍ୱର ଦାମୀ…

ଏଠି ରହିଲେ ସରକାର ଆପଣଙ୍କୁ ଦେବେ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ ଦୁନିଆରେ ଥିବା ଏକ ଗାଁ ସମ୍ପର୍କରେ..

ପାହାଡ଼ ମଝିରେ ରହିଛି ଏକ ସୁନ୍ଦର ଗାଁ। ଯେଉଁଠି ରହିବା ପାଇଁ ମିଳୁଛି ସରକାରଙ୍କ ଠୁ ଟଙ୍କା। ଏହାପରେ ବି ଏଠାରୁ ଲୋକମାନେ କାହିଁକି ପଳାଇ ଯାଉଛନ୍ତି ? ଏହାକୁ ନେଇ ଏବେ ଚିନ୍ତା। ପୂର୍ବରୁ ଏଠାରେ ଅନେକ ଲୋକ ବାସ କରୁଥିଲେ। କିନ୍ତୁ ଗତ ୭-୮ ବର୍ଷ ରେ ଏଠାରୁ ଲୋକମାନେ ଘର ଛାଡ଼ି ପଳାଉଛନ୍ତି।…

ସ୍ୱିଜରଲାଣ୍ଡ: ୨୦୨୦ରେ ଆନିମଲ୍‌ ଟେଷ୍ଟିଂ ଯୋଗୁ ଯାଇଛି ୫ ଲକ୍ଷରୁ ଅଧିକ ପଶୁଙ୍କ ଜୀବନ; ଜନମତ ଆଧାରରେ ପ୍ରତିବନ୍ଧକ…

ସ୍ୱିଜରଲାଣ୍ଡରେ ଔଷଧ ବ୍ୟବହାର ପୂର୍ବରୁ ପଶୁଙ୍କ ଉପରେ ପରୀକ୍ଷଣ କରାଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ପରୀକ୍ଷଣ ଉପରେ ଯଥାଶୀଘ୍ର ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଛି। ସ୍ୱିଜରଲାଣ୍ଡରେ ଜନମତ ସଂଗ୍ରହ ଅର୍ଥାତ୍‌ ଭୋଟିଂ ଆଧାରରେ ଏହି ନିଷ୍ପତ୍ତି ନିଆଯିବ ଯେ ଏଠାରେ ପଶୁଙ୍କ ଉପରେ ହେଉଥିବା…

ସ୍ୱିଜରଲ୍ୟାଣ୍ଡ ବାହର କଲା ଇଚ୍ଛା ମୃତ୍ୟୁ ମେସିନ, ବିନା କଷ୍ଟରେ ବ୍ୟକ୍ତି ଏବେ କରିପାରିବେ ସୁଇସାଇଡ

ପ୍ରାୟତଃ ଏବେ ଲୋକଙ୍କର ଯେଉଁଭଳି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି ତାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ନିଜ ଜୀବନକୁ ହେୟ ମନେ କରି ଆତ୍ମହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଉଛନ୍ତି। ନିଷ୍ପତ୍ତି ଯେତେ କଷ୍ଟ ହେଲେ ବି ଟିକେ ବି ପଛକୁ ଘୁଞ୍ଚୁନାହାନ୍ତି।…

ଭାରତୀୟ ନୋଟ୍‌ ର ଜାଣନ୍ତୁ ଇତିହାସ, ଏହା କେବେ ଓ କିପରି ହୋଇଥିଲା ତିଆରି

କ'ଣ ଆପଣ କେବେ ଭାବିଛନ୍ତି, ଯେଉଁ ନୋଟର ଆବଶ୍ୟକତା ଆପଣଙ୍କର ପ୍ରତ୍ୟେକଟି ସମୟରେ ରହିଛି ସେହି ନୋଟ୍‌ କେଉଁଠି ତିଆରି ହୁଏ। ଦର୍ଶକବନ୍ଧୁ ଅନେକଙ୍କ ମନରେ ଇଚ୍ଛା ରହିଥାଏ ଯେ, ସେମାନେ ନୋଟ ଛପା କମ୍ପାନୀ କାମ କରିବେ। କିନ୍ତୁ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ। ମନରେ ଏଥିପାଇଁ ଅନେକ ପ୍ରଶ୍ନ…

ପାହାଡ଼ ଉପରକୁ ଚରିବାକୁ ଯାଇ ଆହତ ହେଲେ ଗାଈ, ହେଲିକପ୍ଟର ଯୋଗେ ଚାଷୀ କଲେ ଏୟାରଲିଫ୍ଟ

ଚାଷୀଙ୍କ ହୃଦୟ ନିଜ ଗାଈଙ୍କ ପାଇଁ କେତେ ନରମ ହୋଇଥାଏ, ତାହାର ଏକ ବଢ଼ିଆ ଉଦାହରଣ ସ୍ୱିଟ୍‌ଜରଲ୍ୟାଣ୍ଡରେ ଦେଖିବାକୁ ମିଳିଛି। ଏଠାରେ କିଛି ଗାଈଙ୍କୁ ଏୟାରଲିଫ୍ଟ କରି ପାହାଡ଼ ଉପରୁ ତଳକୁ ଅଣାଯାଇଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଗାଈମାନଙ୍କୁ ଏହି ଏୟାରଲିଫ୍ଟ…

ସ୍ୱିଟ୍‌ଜରଲ୍ୟାଣ୍ଡ: ପୀଡ଼ିତାଙ୍କୁ ମାତ୍ର ୧୧ ମିନିଟ୍‌ ଧରି ହୋଇଛି ଦୁଷ୍କର୍ମ, ଦୋଷୀର ଦଣ୍ଡକୁ କୋହଳ କରି ଦେଲେ ମହିଳା…

ସ୍ୱିଟ୍‌ଜରଲ୍ୟାଣ୍ଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ କୋର୍ଟ ଗତବର୍ଷ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଜଣେ ଦୋଷୀଙ୍କ ଦଣ୍ଡକୁ କୋହଳ କରି ଦେଇଛନ୍ତି ଏବଂ ଏହା ପଛରେ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। କୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସେଠାକାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।…

ସ୍ବିଜରଲାଣ୍ଡରେ ରହିଛି ଏଭଳି ଏକ ଘଣ୍ଟା ଯେଉଁଥିରେ କେବେ ବି ବାଜେନି ୧୨ଟା, ଏହା ପଛରେ ରହିଛି ଖୁବ୍ ରୋଚକ କାହାଣୀ

ସ୍ବିଜରଲାଣ୍ଡର ସୋଲୋଥର୍ନ ସହରରେ ରହିଛି ଏକ ଅଦ୍ଭୁତ ଘଣ୍ଟା। ଏହି ସହରର ଟାଉନ୍ ସ୍କୋୟାରରେ ଏକ ଘଣ୍ଟା ଲାଗିଛି। ସେଥିରେ କେବେ ୧୨ ଟା ବାଜେନି। କାରଣ ଏହି ଘଣ୍ଟାରେ ୧୨ ସଂଖ୍ୟା ନାହିଁ। ସେଠାର ଲୋକ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି। ଏହାଛଡା ମ୍ୟୁଜିୟମ,ଐତିହାସିକ ସ୍ଥାନ କିମ୍ବା…

ଏମିତି ଏକ ହୋଟେଲ ନା ଅଛି ଛାତ ନା ଅଛି ପାଚେରି, ତଥାପି କପଲଙ୍କ ପାଇଁ ସବୁଠୁ ଉତ୍ତମ ସ୍ଥାନ

ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ କପଲମାନେ ସବୁଠୁ ଅଧିକ ପସନ୍ଦ କରନ୍ତି। ଏଠାରେ କେହି ହଇରାଣ କରିବାକୁ ନ ଥାନ୍ତି କି କୌଣସି ପ୍ରକାର…

ପ୍ରେମରେ ପଡି ଅଟୋ ଚାଳକ ଭାରତ ଛାଡି ଗଲେ ସ୍ୱିଜରଲ୍ୟାଣ୍ଡ, ଖବର ହେଲା ଭାଇରାଲ

କିଛି କାହାଣୀ ଏମିତି ଥାଏ ଯାହାକୁ ଲେଖକ ଲେଖିଥାନ୍ତି । ଆଉ କିଛି କାହାଣୀ ଏମିତି ଥାଏ ଯାହା ଭାଗ୍ୟରେ ଲେଖା ହୋଇଥାଏ । ଜୟପୁରର ରଞ୍ଜିତ ସିଂଙ୍କ କାହାଣୀ ମଧ୍ୟ କିଛି ଏଭଳି । ରଞ୍ଜିତ ଏବେ ସ୍ୱିଜରଲ୍ୟାଣ୍ଡରେ ରୁହନ୍ତି । ମାତ୍ର ଏହି ସ୍ଥାନକୁ ଯିବା ପୂର୍ବରୁ ପଛରେ ରହିଛି ଏକ ଭିନ୍ନ କାହାଣୀ ।…

ଏଠାରେ ସରକାର ପ୍ରତି ଘରକୁ ପଠାଉଛନ୍ତି ଦୁଇଟି ଚଡି, ମାଟିରେ ପୋତା ଗଲାଣି ୨ ହଜାର ଧଳା ଅଣ୍ଡରୱେୟାର, ଜାଣନ୍ତୁ କାହିଁକି

ସ୍ୱିଜରଲ୍ୟାଣ୍ଡରେ ପାଖାପାଖି ୨ ହଜାର ଅଣ୍ଡରୱେୟାର ମାଟିରେ ପୋତା ଗଲାଣି। ଦେଶର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାକାର ଲୋକେ ଏଭଳି କରୁଛନ୍ତି। ଲୋକଙ୍କ ଅଣ୍ଡରୱେୟାରରୁ ମାଟିର ଗୁଣବତ୍ତା ଯାଞ୍ଚ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପ୍ରତି ଘରକୁ ସରକାର ଦୁଇଟି ଲେଖାଏ ଧଳା ରଙ୍ଗର ଅଣ୍ଡରୱେୟାର…

କାହିଁକି ଏହି ଦେଶର ମହିଳା ସୈନିକଙ୍କୁ ପିନ୍ଧିବାକୁ ପଡ଼ିଥାଏ ପୁରୁଷ ଅଣ୍ଡରୱେୟାର? ୮୦ ଦଶକରୁ ଚାଲି ଆସିଛି ଏହି ଅଜବ…

ସ୍ୱିଜରଲ୍ୟାଣ୍ଡ ସେନାରେ ଏକ ଅଜବ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଚାଲି ଆସିଛି। ସ୍ୱିସ୍‌ ଆର୍ମିଙ୍କର ଏହି ବ୍ୟବସ୍ଥାରେ ପୁରୁଷଙ୍କ ସହ ମହିଳାଙ୍କୁ ମଧ୍ୟ ଜେଣ୍ଟସ୍‌ ଅଣ୍ଡରୱେୟାର ପିନ୍ଧିବାକୁ ପଡ଼ିଥାଏ। ଯଦିଓ ଏବେ ଏହି ବ୍ୟବସ୍ଥା ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ସ୍ୱିସ୍‌ ଆର୍ମିଙ୍କ ପ୍ରବକ୍ତା…