Browsing Tag

switzerland family in koraput

ସ୍ୱଚ୍ଛତା ସମସ୍ତଙ୍କ ପାଇଁ, ସ୍ୱିଜରଲାଣ୍ଡର ଏକ ପରିବାର ରାସ୍ତା ସଫେଇ କଲେ କୋରାପୁଟରେ

ଜୟପୁର (କେ ନ୍ୟୁଜ୍‌) : ସ୍ୱଚ୍ଛ ଭାରତ ସୁସ୍ଥ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ଲୋଗାନ୍‌ ଏବେ ସାରା ଦେଶରେ ଚାଲିଛି । ହେଲେ ଆଜି କୋରାପୁଟ ସହରରେ ଦେଖିବାକୁ ମିଳିଥିଲା ସ୍ୱଚ୍ଛ ଭାରତର ଅଭିଯାନର ଏକ ନିଆରା ଦୃଶ୍ୟ । ସୁଦୂର ସ୍ୱିଜରଲାଣ୍ଡରୁ ଆସିଥିବା ଏକ ପରିବାର ର ସମସ୍ତ…