Browsing Tag

sydney test

ପିଠିରେ ପ୍ରବଳ ଯନ୍ତ୍ରଣା ଭିତରେ ଅଶ୍ୱିନ୍‌ ବ୍ୟାଟିଂ କରିଥିଲେ, ମ୍ୟାଚ୍‌ ପରେ ଏକଥା ଜଣାଇଲେ ତାଙ୍କ ପତ୍ନୀ

ସିଡନୀ : ଅଷ୍ଟ୍ରେଲିଆ ସହ ତୃତୀୟ ଟେଷ୍ଟ ଡ୍ର ରଖିଛି ଭାରତ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ସମ୍ମାନ ରଖିଲେ ହନୁମା ବିହାରୀ ଏବଂ ରବିଚନ୍ଦ୍ର ଅଶ୍ୱିନ୍‌ । ଅଶ୍ୱିନ୍‌ ୧୨୮ ବଲ୍‌ ଖେଳି ୨୯ ରନ୍‌ କରିଥିଲେ । ତେବେ ଏଇ ୨୯ ରନ୍‌ ଯେତିକି ଗୁରୁତ୍ୱପୂର୍ଣ୍ଣ ନଥିଲା ତାଠାରୁ ଅଧିକ…

ଭାରତୀୟ ବ୍ଯାଟ୍ସମ୍ଯାନଙ୍କ ଦମଦାର ବ୍ଯାଟିଂ ରୋକିଲା ଅଷ୍ଟ୍ରେଲିଆର ବିଜୟ, ଡ୍ର ହେଲା ତୃତୀୟ ଟେଷ୍ଟ ମ୍ଯାଚ୍

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟରେ ଭାରତ ବିଜୟ ଲକ୍ଷ୍ୟର ପିଛା କରି ମ୍ଯାଚ ଡ୍ର ରଖିଛି । ଏପର୍ଯ୍ଯନ୍ତ ଦଳ ୫ଟି ୱିକେଟ ହରାଇ ୩୩୪ ରନ୍ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ମ୍ଯାଚ ଡ୍ର ରଖିବା ପାଇଁ ହନୁମା ବିହାରୀ ଏବଂ ଅଶ୍ବିନ କ୍ରିଜରେ ରହିଛନ୍ତି। ହନୁମା ବିହାରୀ ୧୫୫ଟି…

ବିଶ୍ୱର ସବୁଠୁ ଲମ୍ବା ରୁଟ୍‌ ନ୍ୟୁୟର୍କରୁ ସିଡନି ଉଡିବ ଫ୍ଲାଇଟ୍‌, ପରୀକ୍ଷାମୂଳକ ଭାବେ ଉଡାଣ ଭରିଛି କଣ୍ଟାସ୍‌…

କେନ୍ୟୁଜ୍ (ବ୍ୟୁରୋ):  ଏଣିକି ବିଶ୍ୱର ସବୁଠୁ ଲମ୍ବା ରୁଟ୍‌ରେ ଉଡିବ ଫ୍ଲାଇଟ୍‌ । ୧୦ ହଜାର ମାଇଲ ବାଟକୁ ଲାଗିବ ୨୦ ଘଣ୍ଟା । ଏହି ରୁଟ୍‌ ହେଉଛି ନ୍ୟୁୟର୍କରୁ ସିଡନି । ପରୀକ୍ଷାମୂଳକ ଭାବେ ଉଡାଣ ଭରିଛି କଣ୍ଟାସ୍‌ ଫ୍ଲାଇଟ୍‌ । ବିନା କୌଣସି ଷ୍ଟପେଜ୍‌ରେ ଏହା ଚଳାଚଳ କରିବ । ଯାତ୍ରୀମାନେ…

ସିଡନୀ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଟିମ୍‌ ଇଣ୍ଡିଆ , ୭୧ ବର୍ଷ ପରେ ସିରିଜ କବଜା ଲକ୍ଷ୍ୟରେ ଭାରତ

ସିଡନୀ(କେନ୍ୟୁଜ୍) : କେନ୍ୟୁଜ୍ ସିଡନୀ ଟେଷ୍ଟରେ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ଟିମ୍‌ ଇଣ୍ଡିଆ । ଭାରତ ୪୫୦ ରନ୍‌ ପାଖାପାଖି ପହଞ୍ଚିଛି । ଲଞ୍ଚ ପରେ ପ୍ୟାଭିଲିୟନ୍‌ ଫେରିଛନ୍ତି ଚେତେଶ୍ୱର ପୂଜାର । ସେ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି । ୧୯୩ ରନ୍‌ କରି ପୂଜାର ଆଉଟ୍‌ ହୋଇଛନ୍ତି ।…

ସିଡନୀ ଟେଷ୍ଟ ପାଇଁ ୧୩ଜଣିଆ ଦଳ ଘୋଷିତ, ସ୍ଥାନ ପାଇଲେ କେ ଏଲ୍ ରାହୁଲ ଓ ଆର୍ ଅଶ୍ୱିନୀ

ଆସନ୍ତାକାଲି ସିଡ୍‌ନୀରେ ଖେଳାଯିବ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ଏଥିପାଇଁ ଆଜି ୧୩ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା କେଏଲ ରାହୁଲଙ୍କୁ ପୁଣି ଥରେ ସ୍ଥାନ ମିଳିଛି। ଆର ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସେ ଖେଳିବା ନେଇ ଅନିଶ୍ଚିତତା ରହିଛି।…