ଜଗତସିଂହପୁର ପ୍ରସିଦ୍ଧ ଭାଗବତ ମେଳଣ, ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ୪୦ ରୁ ଉର୍ଦ୍ଧ ବିମାନ
କାହିଁ କେତେ କାଳରୁ ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ପୂଜା ହୋଇ ଆସୁଛି । ଏହି ଦିନ ଗାଁର ସମସ୍ତ ଲୋକ ବହୁତ ଧୁମ୍ଧାମ୍ରେ ଭାଗବତ ଗୋସେଇଁଙ୍କୁ ପୂଜା କରି ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଗାଁ ରେ ଭାଗବତ ଟୁଙ୍ଗି ଆସ୍ତେ ଆସ୍ତେ ବିଲୁପ୍ତ ହେଉଥିବା ବେଳେ, ଆଜିର ଯୁବକ ମାନେ ଏହି ପରମ୍ପରାକୁ ଆଗକୁ ନେଇ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ତେବେ ଏହା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଵିଓଂଲ ଗ୍ରାମରେ…
Read More...