IND vs PAK T20: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ପ୍ରତିବର୍ଷ ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ଦୁଇ ଦେଶ ମଧ୍ୟରେ ଯେବେ ଯେବେ ମ୍ୟାଚ ଖେଳାଯିବାର ତାରିଖ ଘୋଷଣା ହୁଏ , ସେବେଠାରୁ ଦୁଇ ଦେଶ ମଧ୍ୟରେ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ତେବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ…