ରୋହିତଙ୍କୁ ଭେଟିବା ପାଇଁ ପଡ଼ିଆକୁ ମଧ୍ୟକୁ ପସିଗଲେ ଫ୍ୟାନ୍, ଏବେ ଜରିମାନା ଦେବେ ୬ ଲକ୍ଷ
ରୋହିତଙ୍କୁ ଦେଖାହେବାକୁ ପଡିଆକୁ ପସିଥିଲେ ଫ୍ୟାନ୍। ଏବେ ଗଣିବେ ୬ ଲକ୍ଷ ତଣ୍ଡ ଗଣିବେ । ଗତକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ - ଜିମ୍ବାୱେ ଶେଷ ସୁପର ୧୨ ମ୍ୟାଚ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ମ୍ୟାଚ୍ ମଝିରେ ଜଣେ ଯୁବ କ୍ରିକେଟ ପ୍ରଶଂସକ ସୁରକ୍ଷା ବଳୟକୁ ଭେଦ କରି ପଡ଼ିଆ…