ଅଭିଷେକଙ୍କ ୪୭ ବଲରେ ୧୦୦, ଭାରତ ଠାରୁ ଶହେ ରନରେ ହାରିଲା ଜିମ୍ବାେଓ୍ଵ
ହରାରେ : ପ୍ରଥମ ମ୍ୟାଚରେ ମାତ୍ ଖାଇଲା ପରେ ଜିମ୍ବାେଓ୍ଵ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚକୁ ୧୦୦ ରନରେ ଜିତିଛି । ଭାରତ ପକ୍ଷରୁ ଅଭିଷେକ ଶର୍ମା ମାତ୍ର ୪୭ ବଲରେ ୧୦୦ ରନ୍ (୭ ଚୌକା, ୮ ଛକା), ୠତୁରାଜ ଗାଏକ୍ୱାଡ଼ ୪୭ ବଲରେ ଅପରାଜିତ ୭୭ ଏବଂ ରିଙ୍କୁ ସିଂହ ୨୨ ବଲରେ ୪୮ ରନ୍ କରିଥିଲେ ।…