ଟିମ୍ ଇଣ୍ଡିଆର ରୋଡ୍ ଶୋ’ ପରେ ଅନେକ କ୍ରିକେଟ ଫ୍ୟାନ ଅସୁସ୍ଥ, ରାସ୍ତାରେ ପଡିଛି ଶହ ଶହ ଜୋତା
ବିଶ୍ୱ ବିଜେତାଙ୍କୁ ଭବ୍ୟ ସ୍ଵାଗତ । ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଟିମ୍ ଇଣ୍ଡିଆର ଖେଳାଳି, କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁମ୍ୱାଇର ନରିମନ ପଏଣ୍ଟରୁ ଖୋଲା ବସରେ ରୋଡ ସୋ' କରି ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଲେ ବିଶ୍ୱବିଜେତା । ଏହି ସମୟରେ…