Browsing Tag

t20 world cup postponed

ଅକଟୋବରରେ ହେବ ନାହିଁ ଟି-୨୦ ବିଶ୍ୱକପ୍‌, ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲା ଆଇସିସି

ଦୁବାଇ : କରୋନା ବନ୍ଦ କଲା ଆଉ ଏକ ମେଗା କ୍ରୀଡ଼ା ଇଭେଣ୍ଟ । ସ୍ଥଗିତ ରହିଲା ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ । ଆଗାମୀ ଅକଟୋବର ମାସରେ ଅଷ୍ଟ୍ରେଲିଆରେ ଏହି ପ୍ରତିଯୋଗିତା ହେବାର ଥିଲା । ତେବେ କୋଭିଡ୍‌-୧୯ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଦୃଷ୍ଟିରୁ ଏହାକୁ ଆଇସିସି ସ୍ଥଗିତ ରଖିଛି ।…