ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା, ଜାଣନ୍ତୁ କେବେ ଏବଂ କାହା ସହିତ ଖେଳିବ ଭାରତ..
ଚଳିତବର୍ଷ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇସାରିଛି । ଟି୨୦ ବିଶ୍ୱକପ ୨୦୨୪ରେ ୫୫ଟି ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ ଏବଂ ୟୁଏସଏର ୯ଟି ମଇଦାନରେ ଆୟୋଜିତ ହେବ । ଟି୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚ ୟୁଏସଏ ଏବଂ କାନାଡା ମଧ୍ୟରେ ଜୁନ ୧ ତାରିଖରେ…