Browsing Tag

T20 World Cup

ଏସ୍‌ସିଜିରେ ଭାରତର ଜୟ ଜୟକାର, ଟି୨୦ ବିଶ୍ୱକପ୍‌ରେ ନେଦରଲାଣ୍ଡସ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

ସିଡନୀ : ଅବଶ୍ୟ ଟି୨୦ ସୁପର-୧୨ରେ ଦୁର୍ବଳ ଦଳ ଥିଲା ନେଦରଲାଣ୍ଡସ । ତଥାପି ଏହି ଟିମ୍‌କୁ ହାଲକା ଭାବେ ନେଇ ନଥିଲା ଭାରତୀୟ ଦଳ । ପାକିସ୍ତାନକୁ ହରାଇ ଦମ୍ଭକୁ ଆହୁରି ଦୃଢ଼ କରିଥିବା ଟିମ୍‌ ଇଣ୍ଡିଆ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ନେଦରଲାଣ୍ଡସକୁ ୫୬ ରନ୍‌ରେ ହରାଇଛି ।…

ବିଶ୍ୱକପରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌: ମୁହାଁମୁହିଁ ହେବେ ଆୟର୍ଲାଣ୍ଡ-ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ

କେନ୍ୟୁଜ୍: ବିଶ୍ୱକପରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆୟର୍ଲାଣ୍ଡ ଓ ଇଂଲଣ୍ଡ । ଆଉ କିଛି ସମୟ ପରେ ମ୍ୟାଚ୍‌ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଅନ୍ୟତମ ଟାଇଟଲ୍‌ ଦାବିଦାର ରହିଛି ଇଂଲଣ୍ଡ । ୨୦୧୧ ଦିନିକିଆ ବିଶ୍ୱକପରେ ଇଂଲଣ୍ଡକୁ ହରାଇଥିଲା ଆୟର୍ଲାଣ୍ଡ ।…

ନ୍ୟୁଜିଲାଣ୍ଡ ଘୋଷଣା କଲା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଟିମ୍ , ସପ୍ତମ ଥର ପାଇଁ ଓ୍ୱାର୍ଲଡ୍‌ କପ୍ ଖେଳିବେ ମାର୍ଟିନ…

କେନ୍ୟୁଜ୍: ଏଥର ଅକ୍ଟୋବର ୧୬ରୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍। ଏହାରି ଭିତରେ ନ୍ଯୁଜିଲାଣ୍ଡ ତାର ଦଳ ଘୋଷଣା କରିଛି। ଦଳରେ ପୂର୍ବ ବିଶ୍ୱକପ ଖେଳିବା ଥିବା ଟିମ୍‌ରେ ବିଶେଷ ଅଦଳ ବଦଳ ହୋଇନାହିଁ। ଟିମରେ ୩୫ ବର୍ଷୀୟ ମାର୍ଟିନ ଗପଟିଲ୍‌୍‌ଙ୍କୁ ବି ସ୍ଥାନ ମିଳିଛି । ମାର୍ଟିନ ଏଥର…

ଆଗକୁ ବିରାଟ କୋହଲିଙ୍କ କ୍ୟାରିୟର କେଉଁ ମୋଡ଼ ନେବ, ଟି୨୦ ବିଶ୍ୱକପ୍‌ ଖେଳିପାରିବେ କି ନାହିଁ ? ଭବିଷ୍ୟବାଣୀ କଲେ…

ବିରାଟ କୋହଲି, ଭାରତୀୟ କ୍ରିକେଟ୍‌ ଜଗତର ସବୁଠୁ ଜଣାଶୁଣା ନାଁ। ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଭିଡ଼ ଜମିଥାଏ। ବିରାଟଙ୍କ ଛକା ଚଉକା ଯୋଗୁଁ ହିଁ କେବଳ ଭାରତ ନୁହେଁ, ବରଂ ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍‌ ଫଲୋୟର୍ସ ରହିଛନ୍ତି। ତେବେ ଗତ କେତେକ…

ରବିବାର ଫାଇନାଲ୍‌ରେ ନ୍ୟୁଜିଲାଣ୍ଡର ମୁକାବିଲା ହେବ ଅଷ୍ଟ୍ରେଲିଆ ସହ, ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା

ଦୁବାଇ : ଚଳିତ ଟି୨୦ ବିଶ୍ୱକପ୍ ଫାଇନାଲ୍ ଖେଳ ହେବ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଆଜି ଦ୍ୱିତୀୟ ସେମିଫାଇନାଲ୍‌ରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପ୍ରବେଶ କରିଛି । ଆସନ୍ତା ରବିବାର ଦିନ ନ୍ୟୁଜିଲାଣ୍ଡ ସହ ଫାଇନାଲ୍ ମୁକାବିଲା କରିବ ଅଷ୍ଟ୍ରେଲିଆ ।…

ଟି-୨୦ ବିଶ୍ଵ କପ୍‌ : ଅଧିନାୟକ କୋହଲି ଓ କୋଚ୍ ଶାସ୍ତ୍ରୀଙ୍କ ଆଜି ଶେଷ ଅଭିଯାନ

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଯୋଡିକୁ ଆଜି ଶେଷ ଥର ପଡିଆରେ ଏକାଠି ଦେଖିବାକୁ ମିଳିବ । କୋହଲି ପୂର୍ବରୁ ଟି-୨୦ ଦଳରୁ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ପରେ ଶେଷ ହେଉଛି । ଆଜି…

ଆଫଗାନ୍‌ ବୋଲରଙ୍କୁ ମାରିକି ଛତୁ କରିଦେଲେ ରୋହିତ ଓ ରାହୁଲ

ଦୁବାଇ : ବୋଧହୁଏ ପ୍ରଥମ ଦୁଇ ମ୍ୟାଚ୍‌ର ପରାଜୟର ରାଗକୁ ଆଜି ଶୁଝାଇଛି ଭାରତୀୟ ଦଳ । ଟି୨୦ ବିଶ୍ୱ କପ୍‌ ରେ ଆଜି ଟିମ୍‌ ଇଣ୍ଡିଆର ଦୁଇ ଓପ୍ନର ଆଫଗାନିସ୍ତାନ ବୋଲରଙ୍କୁ ଏମିତି ଧୁଲେଇ କଲେ ଯେ ସମସ୍ତଙ୍କୁ ସ୍ତବ୍‌ଧ କରି ଦେଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ…

ଟି୨୦ ବିଶ୍ୱକପ୍‌ : ପୁଣି ଟସ୍‌ ହାରିଲା ଭାରତ, ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ

ଦୁବାଇ : ପୁଣି ଟସ୍‌ ଭାରତ ବିପକ୍ଷରେ ଯାଇଛି । ଚଳିତ ଟି୨୦ ବିଶ୍ୱ କପ୍‌ରେ ଆଜି ତାର ତୃତୀୟ ମ୍ୟାଚ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆ ତୃତୀୟଥର ପାଇଁ ଟସ୍‌ ହାରିଛି । ଆଉ ଏହାକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡୁଛି । ବିପକ୍ଷ ଦଳ ଆଫଗାନିସ୍ତାନ ଟସ୍‌ ଜିତି ପିଚ୍‌ ଓ ପରିବେଶକୁ ଦେଖି ପ୍ରଥମେ ବୋଲିଂ…

ଟି-୨୦ ବିଶ୍ୱକପ୍‌ ମଝିରେ ହେଲା ଚାମ୍ପିୟନ ଘୋଷଣା! ଏଥର ବାଜି ମାରିନେବ କି ଏହି ଟିମ୍‌

ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ରେ ନଭେମ୍ବର ୨ରେ ଖେଳା ଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ, ନାମିବିୟାକୁ ୪୫ ରନ୍‌ରେ ହରାଇ ଦେଇଛି। ସୁପର-୧୨ରେ ଲଗାତାର ୪ ମୁକାବିଲା ଜିତି ବାବର ସେନା ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚି ଯାଇଛି। ପାକିସ୍ତାନ କ୍ରିକେଟ ଟିମ୍‌ ଟି-୨୦ ବିଶ୍ୱକପ୍‌ ୨୦୨୧ରେ…

ଟିମ୍‌ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ବହୁତ କଷ୍ଟ, ଆପଣାଇବାକୁ ହେବ ଭିନ୍ନ ରଣକୌଶଳ

ଟି- ୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ଲଗାତାର ଦ୍ୱିତୀୟ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇ ଥିବା ଯୋଗୁଁ ସେମିଫାଇନାଲରେ ଖେଳିବା ପାଖାପାଖି ଅସମ୍ଭବ ହୋଇପଡିଛି। ପାକିସ୍ତାନ ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାସ୍ତ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଏହି ବିଶ୍ୱକପ୍‌ର…

ଟି ୨୦ ବିଶ୍ୱକପ : ଜିତିବା ଭୁଲି ଯାଇଛି କୋହଲିଙ୍କ ଟିମ୍‌, ଲଗାତାର ଦ୍ୱିତୀୟ ପରାଜୟ

ଦୁବାଇ : ଟି ୨୦ ବିଶ୍ୱକପରେ ଆଜି ଭାରତକୁ ୮ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ । ୧୧୧ ରନର ଛୋଟିଆ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ଵିକେଟ୍ ହରାଇ ୧୪.୩ ଓଭରରେ ହାସଲ କରି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୧୧୦ ରନ୍‌ କରିଥିଲା । ସମସ୍ତ ପ୍ରମୁଖ…

ଟି-୨୦ ବିଶ୍ୱ କପ୍‌ : ମାତ୍ର ୧୧୦ ରନ୍‌ କଲା ଟିମ୍‌ ଇଣ୍ଡିଆ, ହାରିବ ନା ହରାଇବ ?

ଦୁବାଇ : ନ୍ୟୁଜିଲାଣ୍ଡ ସାମନାରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ଏହି ଛୋଟିଆ ସ୍କୋରରେ ରକ୍ଷା କରି ନ୍ୟୁଜିଲାଣ୍ଡକୁ ରୋକିବା। ଆଜି ପୁଣି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ପାକିସ୍ତାନ…