‘ଡଙ୍କି’ର ସୁଟିଂ ସେଟରୁ ଲିକ୍ ହେଲା ଶାହରୁଖ ଓ ତାପ୍ସୀଙ୍କ ଫଟୋ, ନିର୍ଦ୍ଦେଶକ ରାଜକୁମାର ହିରାନୀ…
ସୁପରଷ୍ଟାର ଶାହରୁଖ ଖାନ ଓ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ହିରାନୀ ଏକାଠି ଡଙ୍କି ନାମକ ପ୍ରୋଜେକ୍ଟରେ କାମ କରୁଛନ୍ତି। ବଲିଉଡର ଦୁଇ ବଡ଼ ସେଲିବ୍ରିଟି ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି। ଚାରି ବର୍ଷ ପରେ ଶାହରୁଖଙ୍କ ଫିଲ୍ମର କିଛି ଫଟୋ ସାମ୍ନାକୁ…