Browsing Tag

table tennis

ଏମିତି ଖେଳାଳି ଯିଏ ପାଟିରେ ଖେଳନ୍ତି, ଆଉ ଗୋଡ଼ରେ କରନ୍ତି ସର୍ଭିସ୍

ଟୋକିଓ: ଚଳିତ ‌ଟୋକିଓ ପାରାଲିମ୍ପିକ୍ସରେ ଦିବ୍ୟାଙ୍ଗ ଖେଳାଳିଙ୍କ କ୍ରୀଡ଼ା ଯାତ୍ରାର ଅନେକ ଯନ୍ତ୍ରଣା ଦାୟକ କାହାଣୀ ରହିଛି। ତେବେ ଇଜିପ୍ଟର ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଦୁଇ ହାତ ହରାଇ ସୁଦ୍ଧା ଗୋଡ଼ରେ ‌ଟେବୁଲ ଟେନିସ୍ ଖେଳି ସମସ୍ତଙ୍କ ପ୍ରିୟପାତ୍ର ହେବାରେ ଲାଗିଛନ୍ତି।ଖେଳ ପ୍ରତି…

କଟକ: ଇଣ୍ଡୋର ଷ୍ଟାଡିୟମରେ ଉଦଘାଟିତ ହେଲା ୨୫ତମ ଆନ୍ତଃ ଜିଲ୍ଳାସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ୍‌

କଟକ(କେନ୍ୟୁଜ୍): ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ତମ ଆନ୍ତଃ ଜିଲ୍ଳାସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ୍‌ ଉଦଘାଟିତ। ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ପକ୍ଷରୁ ଆୟୋଜିତ ଚାମ୍ପିଅନସିପ୍‌ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ , ସିଏମ୍‌ସି କମିଶନର…

ଚେନ୍ନାଇ ସୁପର କିଙ୍ଗସ୍‌ର ଥ୍ରୋବ୍ୟାକ୍‌ ଭିଡିଓରେ ଡେଓ୍ଵନ ବ୍ରାଭୋଙ୍କ ସହ ଟେବୁଲ ଟେନିସ୍‌ ଖେଳିଲେ ଏମ୍‌ଏସ୍‌ ଧୋନି

ଏମ୍‌ଏସ୍‌ ଧୋନି ଶକ୍ତିଶାଳୀ ସ୍ପୋର୍ଟ୍ସମ୍ୟାନ ଏବଂ କ୍ରିକେଟ ଫିଲ୍ଡରେ ପରବର୍ତ୍ତୀ କ୍ରିୟା ପାଇଁ ସତର୍କତା ପାଇଁ ଖୁବ୍‌ ଜଣାଶୁଣା। ଏପରିକି ଯେତେବେଳେ ଧୋନି କ୍ରିକଟେ ମ୍ୟାଚ ଖେଳିଥାନ୍ତି ସେହି ସମୟରେ ଧୋନିଙ୍କ କୌଶଳ ସ୍ପଷ୍ଟ ଜଣାପଡ଼ିଥାଏ। କେବଳ କ୍ରିକେଟ୍‌ ନୁହେଁ, ଭାରତର ପୂର୍ବ କ୍ୟାପଟେନ…

ରାଜ୍ୟଗୋଷ୍ଠୀ ଟେବଲ୍‌ ଟେନିସ୍‌ ଚାମ୍ପିୟନସିପ୍‌, ମହିଳା ଡବଲ୍‌ସରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ

୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ମିକ୍ସଡ୍‌ ଡବଲସ୍‌ ଫାଇନାଲରେ ଭାରତୀୟ ମହିଳା ଓ ପୁରୁଷ ଦଳ । ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି ମହିଳା ଦଳ । ସେହିପୁରଷ ଦଳ ମଧ୍ୟ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପହଞ୍ଚିଛି । ଆଜି ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌, ଇଂଲଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ଚାମ୍ପିଅନ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନ୍‌ସିପରେ ଭାରତୀୟ ମହିଳା ଦଳ ଚାମ୍ପିଅନ । ଫାଇନାଲରେ ୩-୦ ସେଟ୍‌ରେ ଜିତି ଭାରତୀୟ ମହିଳା ଦଳ ଏହି ସଫଳତା ପାଇଛି । ବିଜୟୀ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ. ଏସ୍‌…

ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌

କଟକ(କେନ୍ୟୁଜ୍): ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଏଥିେରେ ୧୪ଟି ଦେଶରୁ ୨ଶହରୁ ଅଧିକ ଖେଳାଳି ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଷ୍ଟାଡିୟମରେ ନୂଆ ସାଉଣ୍ଡ ସିଷ୍ଟମ, ଅତ୍ୟାଧୁନିକ…

୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌, ଭାଗ ନେବେ ୧୪ଟି ଦେଶର ୨ଶହରୁ ଅଧିକ ଖେଳାଳି

ଆସନ୍ତା ୧୭ରେ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଏଥିେରେ ୧୪ଟି ଦେଶରୁ ୨ଶହରୁ ଅଧିକ ଖେଳାଳି ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ଷ୍ଟାଡିୟମ ଇନଚାର୍ଜ ସୂଚନା ଦେଇଛନ୍ତି । ଅନ୍ୟପଟେ ଦର୍ଶକଙ୍କ ପାଇଁ ଅଫ୍‌ଲାଇନ ଓ ଅନଲାିନ୍‌…

ପ୍ରଥମ ଥର ପାଇଁ ଓଡିଶା କରିବାକୁ ଯାଉଛି ଟେବୁଲ ଟେନିସ୍ କମନ େଓ୍ଵଲଥ ଗେମ୍ ଆୟୋଜନ

ଓଡ଼ିଶାରେ ହେବ ଟେବୁଲ ଟେନିସ୍ କମନ େଓ୍ଵଲଥ ଗେମ୍। ପ୍ରଥମ ଥର ପାଇଁ ରାଜ୍ୟ ଏହି କମନ େଓ୍ଵଲଥ ଗେମ ଆୟୋଜନ କରୁଛି। ଭୁବନେଶ୍ୱରରେ ହକି ବିଶ୍ୱ କପ୍ର ସଫଳ ଆୟୋଜନ ପରେ କଟକ ଜବାହାର ଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବ ଟେବୁଲ ଟେନିସ୍ ରାଜ୍ୟ ଗୋଷ୍ଠୀ କ୍ରୀଡା। ଜୁଲାଇ ୧୭ରୁ ୨୨ ତାରିଖ…