ବକ୍ସ ଅଫିସରେ ଧୂଆଁଦାର ଆୟ କରୁଛି ‘ଦ୍ରିଶ୍ୟମ ୨’, ୧୦୦ କୋଟି କ୍ଲବରେ ଖୁବଶୀଘ୍ର ହେବ ସାମିଲ
ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦ୍ରିଶ୍ୟମ ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ସସପେନ୍ସ କ୍ରାଇମ ଥ୍ରୀଲର ଫିଲ୍ମ ୧୮ ନଭେମ୍ବରରେ ରିଲିଜ ହୋଇଥିଲା। ଫିଲ୍ମ ରିଲିଜ ହେବାର ୫ ଦିନ ହୋଇଗଲାଣି। ଆଉ ଫିଲ୍ମ ନିଜ ବଜେଟ ଠାରୁ ଅଧିକ ଆୟ କରିସାରିଲାଣି। ଫିଲ୍ମଟି ଏପର୍ଯ୍ୟନ୍ତ ୮୭ କୋଟି…