ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା
ପୁରୀ(କେନ୍ୟୁଜ୍): ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ପରିଚାଳନା ନେଇ ପୁରୀ ସହରକୁ ୧୦ଟି ଜୋନ୍ ଓ ୧୯ଟି ସେଣ୍ଟରରେ ଭାଗ କରାଯାଇଛି। କଟକ ଓ ଭୁବନେଶ୍ୱର ପଟରୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି ମାଳତୀପାଟପୁରରେ…