Browsing Tag

tahasildar

ଭିଜିଲାନ୍ସ କୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ, ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନବରଙ୍ଗପୁର : ଭିଜିଲାନ୍ସ କୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ। ନବରଙ୍ଗପୁର କୋଡ଼ିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରା ଦୋଷୀ ସାବ୍ୟସ୍ତ। ଦୋଷୀ ସାବ୍ୟସ୍ତ କଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତିନି ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ।…

କାର୍ଯ୍ୟରେ ଅବହେଳା ଅଭିଯୋଗ, ନିଲମ୍ବିତ ହେଲେ ହେମଗିରି ତହସିଲଦାର

ସୁନ୍ଦରଗଡ଼ : କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି ।  କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ ନିଲମ୍ବନ ଆଦେଶ ଦେଇଛନ୍ତି । ତୁରନ୍ତ…

ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କଲେ ସରକାର

ଭୁବନେଶ୍ୱର : ଆଜି ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କରିଛନ୍ତି ସରକାର | ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଆଜି ୧୧୮  ତହସିଲଦାରଙ୍କର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି | କାଶୀପୁର ତହସିଲଦାର…

ବେଆଇନ ମାଟି ଖୋଳା ଯାଇଥିବା ଖବର ପାଇ ପହଞ୍ଚିଯାଇଥିଲେ ତହସିଲଦାର, ମାଫିଆ କଲେ ମରଣାନ୍ତକ ଆକ୍ରମଣ

କାମାକ୍ଷାନଗର(କେନ୍ୟୁଜ୍): ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ।ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି ଉଠାଉଥିବା…

ବେଆଇନ ମାଟି ଉଠାଣର ତଦନ୍ତ ବେଳେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର,କାନ୍ଦି କାନ୍ଦି ଥାନାରେ କଲେ ଅଭିଯୋଗ

ଭଦ୍ରକ(କେନ୍ୟୁଜ): ବେଆଇନ ମାଟି ଉଠାଣର ତଦନ୍ତ ବେଳେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ । କାନ୍ଦି କାନ୍ଦି ନିଜ କାର୍ଯ୍ୟାଳୟକୁ ଫେରିଲେ ବନ୍ତ ଅତିରିକ୍ତ ତହସିଲଦାର ବିନୀତା ରାଣୀ କିସ୍କୁ । ୩ଜଣ ଯୁବକ ତଦନ୍ତ ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରି ଦୁର୍ବ୍ୟବହାର…

ବିନା ଥଇଥାନରେ ଆଦିବାସୀଙ୍କ ଘର ଭାଙ୍ଗିବାର ଆକ୍ରୋଶ: ତହସିଲଦାରଙ୍କୁ ଦୁଇ କିଲୋମିଟର ଚଲାଇଲେ

ରେଢାଖୋଲ(କେନ୍ୟୁଜ୍):ବିନା ଥଇଥାନରେ ଆଦିବାସୀ ଲୋକଙ୍କ ଘର ଭାଙ୍ଗିବା ଅଭିଯୋଗରେ ତହସିଲଦାରଙ୍କୁ ଦୁଇ କିଲୋମିଟର ଚଲାଇଲା ଆଦିବାସୀ ମହାସଂଘ । ଏଭଳି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ନାକଟିଦେଉଳ ତହସିଲ ଡଇଁଚା ତଣ୍ଡାବିରା ଗାଁରେ । ସୂଚନା ମୁତାବକ ଜଣେ ଆଦିବାସୀ ପରିବାର ବେଆଇନ୍‌ ଭାବେ…

କେନ୍ଦ୍ରାପଡା: କନିକା ତହସିଲରେ ଜମି ଜାଲିଆତି, ଗୋଟିଏ ମିୟୁଟେସନ ନମ୍ବରରେ ଦୁଇଜଣଙ୍କର ଦାଖଲ ଖାରଜ ହେଲା କେମିତି?

ଆଳି(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା କନିକା ତହସିଲରେ ଜମି ଜାଲିଆତି। ରକ୍ଷକ ହୋଇ ଭକ୍ଷକ ସାଜିଲେ ତହସିଲଦାର ଓ ତାଙ୍କ କର୍ମଚାରୀ।ମୃତ ବ୍ଯକ୍ତିଙ୍କ ଜମିକୁ ଅନ୍ଯଜଣଙ୍କୁ ପଟ୍ଟା କରିଦେଇଥିବାର ଅଭିଯୋଗ। କନିକା ତହସିଲ ଅଧିନସ୍ଥ ମଦରଙ୍ଗାପାଟ ମୌଜ଼ାର ଖତିୟାନ ନମ୍ବର-୮୬ରେ ନରହରି ବେହେରା…

ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର

କୁଚିଣ୍ଡା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା । ଜବତ ଗାଡ଼ିର ଜରିମାନା ରାଶିକୁ କମାଇ ଦେବାକୁ କହି ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ…

ଘର ଘର ବୁଲି ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର, ଦର୍ପଣ ତହସିଲଦାରଙ୍କ ଅଭିନବ ପ୍ରୟାସ

ଯାଜପୁର (କେନ୍ୟୁଜ୍‌): ପଟ୍ଟା ପାଇଁ ଆଉ ଲୋକଙ୍କୁ ତହସିଲ ଅଫିସ ଦୌଡି ଦୌଡି ଚପଲ ଛିଣ୍ଡାଇବାକୁ ପଡୁନାହିଁ । ଘର ଘର ବୁଲି ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର। ଘରେ ଅଚାନକ ପହଁଚି ନିଜେ ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ନିରାଟ ସତ।…

ବରଗଡ଼ ଝାରବନ୍ଧ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ, ବିଭାଗ ତରଫରୁ ତଦନ୍ତ ଆରମ୍ଭ

ବରଗଡ଼ (କେନ୍ୟୁଜ୍‌) : ତହସିଲଦାରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ପଥରକ୍ୱାରୀ ମାଲିକ । ବରଗଡ ଜିଲ୍ଲା ଝାରବନ୍ଧ ତହସିଲଦାରଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଛି । ଲହୁଣୀଧରା ଠାରେ ଥିବା ଜଣେ ପଥରକ୍ୱାରୀ ମାଲିକ ଅଜୟ ସାହୁଙ୍କ ଠାରୁ ଝାରବନ୍ଧ ତହସିଲଦାର କୁଆଡ଼େ ବଟି ମାଗିଥିଲେ । ଏହା…

ମାନବିକତା ଦେଖାଇଲେ ତହସିଲଦାର, ଗରିବ ମହିଳା ବ୍ୟବସାୟୀଙ୍କ ଠାରୁ କିଣିନେଲେ ସବୁ ଶାଗ

ଉମରକୋଟ (କେନ୍ୟୁଜ୍) : କରୋନା ମହାମାରୀର କୋପରେ ସମସ୍ତେ ଘାଇଲା । କି ଧନୀ କି ଗରିବ ସମସ୍ତଙ୍କୁ ସଂକ୍ରମଣ କରି ଚାଲିଛି ଏଇ ଅଦୃଶ୍ୟ ଶତ୍ରୁ । ଏଥିରେ ଚାଲି ଯାଉଛି ମୂଲ୍ୟବାନ ଜୀବନ ପ୍ରଭାବିତ ହେଉଛି ଜୀବିକା । ଏସବୁ ଭିତରେ ପେଶୀ ହେଉଛନ୍ତି ଗରିବ। ତଥାପି ପେଟ ଚାଖଣ୍ଡ ପାଇଁ କରିବାକୁ ପଡୁଛି…