Browsing Tag

tahasildar

ବରଗଡ଼ ଝାରବନ୍ଧ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ, ବିଭାଗ ତରଫରୁ ତଦନ୍ତ ଆରମ୍ଭ

ବରଗଡ଼ (କେନ୍ୟୁଜ୍‌) : ତହସିଲଦାରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ପଥରକ୍ୱାରୀ ମାଲିକ । ବରଗଡ ଜିଲ୍ଲା ଝାରବନ୍ଧ ତହସିଲଦାରଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଛି । ଲହୁଣୀଧରା ଠାରେ ଥିବା ଜଣେ ପଥରକ୍ୱାରୀ ମାଲିକ ଅଜୟ ସାହୁଙ୍କ ଠାରୁ ଝାରବନ୍ଧ ତହସିଲଦାର କୁଆଡ଼େ ବଟି ମାଗିଥିଲେ । ଏହା…

ମାନବିକତା ଦେଖାଇଲେ ତହସିଲଦାର, ଗରିବ ମହିଳା ବ୍ୟବସାୟୀଙ୍କ ଠାରୁ କିଣିନେଲେ ସବୁ ଶାଗ

ଉମରକୋଟ (କେନ୍ୟୁଜ୍) : କରୋନା ମହାମାରୀର କୋପରେ ସମସ୍ତେ ଘାଇଲା । କି ଧନୀ କି ଗରିବ ସମସ୍ତଙ୍କୁ ସଂକ୍ରମଣ କରି ଚାଲିଛି ଏଇ ଅଦୃଶ୍ୟ ଶତ୍ରୁ । ଏଥିରେ ଚାଲି ଯାଉଛି ମୂଲ୍ୟବାନ ଜୀବନ ପ୍ରଭାବିତ ହେଉଛି ଜୀବିକା । ଏସବୁ ଭିତରେ ପେଶୀ ହେଉଛନ୍ତି ଗରିବ। ତଥାପି ପେଟ ଚାଖଣ୍ଡ ପାଇଁ କରିବାକୁ ପଡୁଛି…

ଷାଠିଏ ବର୍ଷ ବୟସ୍କ ଶାଗ ବିକାଳି ମହେନ୍ଦ୍ର ବଢ଼େଇ ଓ ଡେଲାଙ୍ଗ ତହସିଲଦାର

ପିପିଲି (କେନ୍ୟୁଜ୍‌): ସମୟ ଅପରାହ୍ନ ୧୧ଟା । ଡହ ଡହ ଖରା। ଲୋକ ପ୍ରୟତଃ ବଜାର ଛାଡି ସାରିଲେଣି। ହଠାତ୍ ଏହି ସମୟରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ଲକଡାଉନ ସ୍ଥିତି ତଦାରଖ କରିବାକୁ ପହଞ୍ଚି ଥିଲେ। ଏହି ସମୟରେ ଜନୈକ ୬୦ ବର୍ଷର ବୃଦ୍ଧ ଖରାରେ ବସି ଖଡା ଶାଗ ବିକ୍ରି କରୁଥିଲେ। ହେଲେ…

ଜେଲ ଗଲେ କଟକ ବାରଙ୍ଗ ତହସିଲଦାର, ୫୫ ଲକ୍ଷ ୬୯ ହଜାର ଟଙ୍କାର ସମ୍ପତି ଠାବ କରି ବାନ୍ଧିଛି ଭିଜିଲାନ୍ସ

କଟକ(କେନ୍ୟୁଜ୍):  ଜେଲ ଗଲେ କଟକ ବାରଙ୍ଗ ତହସିଲଦାର । ତହସିଲଦାର ବିଚିତ୍ରାନନ୍ଦ ନାୟକ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଗତକାଲି ଭିଜିଲାନ୍ସ ଧରିଥିଲା। ଏପ୍ରିଲ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଭିଜିଲାନ୍ସ କୋର୍ଟ। ଗାଡିରୁ ଜବତ ହୋଇଥିଲା ୧ ଲକ୍ଷ ୭ ହଜାର ଟଙ୍କା। ୫୫…

ମୋତେ ଯେତେ ମାଠିବୁ ମଠ, ଲକଡାଉନ ବେଳେ ଚାଲିଥିଲା ଗୃହ ପ୍ରବେଶ ଭୋଜି, ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମୋହନା…

ମୋହନା(କେନ୍ୟୁଜ):ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ନାନା ସତର୍କତା ମୂଳକ କାର୍ଯ୍ୟକ୍ରମ କରୁଛନ୍ତି l ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ୍ୟ ଦିନରାତି ଏକ କରିଦେଉଛନ୍ତି ଲୋକଙ୍କୁ ସଚେତନ କରିବା ପାଇଁ l କିନ୍ତୁ ଉପାନ୍ତ ଇଲାକା ଗଜପତି ଜ଼ିଲ୍ଲାରେ ଲୋକଙ୍କ ଉପରେ ସରକାରୀ…

ରାସନ ସାମଗ୍ରୀରେ ବ୍ୟାପକ ଆନିୟମିତତାର ଅଭିଯୋଗ ଆଣି ମୁହାଁମୁହିଁ ହେଲେ ସାଂସଦ ଓ ତହସିଲଦାର

ଉତ୍ତରପ୍ରଦେଶ: ରାସନ  ସାମଗ୍ରୀରେ ବ୍ୟାପକ ଆନିୟମିତତାର ଅଭିଯୋଗ ଆଣି ମୁହାଁମୁହିଁ ହେଲେ ସାଂସଦ ଓ ତହସିଲଦାର। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିନ କନ୍ନୋୖଜ ଜିଲ୍ଲାର ତହସିଲଦାର ଙ୍କ ସହ ସାଂସଦ ସୁବ୍ରତ ପାଠକଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ତହସିଲଦାର ଅଭିଯୋଗ କରିଛନ୍ତି ଯେ, ତାଙ୍କ…

ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ, ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ରାଜସ୍ୱ ଆଦାୟ କରି…

ଯାଜପୁର (କେନ୍ୟୁଜ୍‌): କରୋନା ପ୍ରଭାବରେ ପ୍ରଭାବିତ ହୋଇନାହିଁ ରାଜସ୍ୱ ବିଭାଗ । ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଲକ୍ଷଧାର୍ଯ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଧର୍ମଶାଳା ତହସିଲକୁ…

ତହସିଲ ଅଫିସ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ତହସିଲ ପ୍ରଶାସନ

ଯାଜପୁର(କେନ୍ୟୁଜ): କିଛି ଦିନର ନୀରବତା ପରେ ପୁଣି ଆକ୍ସନ ମୋଡ଼କୁ ଫେରିଲା ଧର୍ମଶାଳା ତହସିଲ ପ୍ରଶାସନ। ତହସିଲ ସମ୍ମୁଖରୁ ଆଜି ଜବରଦଖଲକାରୀଙ୍କୁ ଉଛେଦ କରାଯାଇଛି। ଦୀର୍ଘ ବର୍ଷ ହେବ ଧର୍ମଶାଳା ତହସିଲ ଓ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖ ଭାଗକୁ ଜବରଦଖଲ କରି ମୁଷ୍ଟିମେୟ ବ୍ୟକ୍ତି…

ମୋହନା: ବିଭିନ୍ନ ବାଲିଘାଟ ରେ ଚଢ଼ାଉ କରି ପାଞ୍ଚ ବାଲି ଟ୍ରାକ୍ଟର ଜବତ, ଆଦାୟ ହେଲା ୫୮.୫୨୫ ଟଙ୍କାର ଜରିମାନା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ତହସିଲ ପକ୍ଷରୁ ଅଞ୍ଚଳର ବିଭିନ୍ନ ବାଲିଘାଟ ରେ ଚଢ଼ାଉ କରାଯାଇ ୫ଟି ବେଆଇନ ବାଲି ବୋଝଇ ଟ୍ରାକ୍ଟର ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଇଛି l ମୋହନା ତହସିଲଦାର ପେଟ୍ରୋଲିଂ କଲାବେଳେ କର୍ଚ୍ଚବାଡ଼ି ଏବଂ ନଳାଘାଟ ଅଞ୍ଚଳରୁ ଟ୍ରାକ୍ଟର ଗୁଡିକ…