Browsing Tag

tahsildar beaten

ପଟ୍ଟାମୁଣ୍ଡାଇ: ଅଫିସ ଭିତରେ ପଶି ତହସିଲଦାରଙ୍କୁ ଚାଷୀଙ୍କ ନିସ୍ତୁକ ମାଡ଼

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ): ତହସିଲଦାରଙ୍କୁ ଚାଷୀଙ୍କ ମାଡ଼ । ତହସିଲ ଅଫିସ ପରିସରରେ ପଶି ଉତ୍ୟକ୍ତ ଚାଷୀ ତହସିଲଦାରଙ୍କୁ ମାଡ଼ ମାରିଲେ । ଚାଷ ଜମିରେ ବେଆଇନ ଇଟା ଭାଟି ତିଆରି ଚାଲିଥିବା ବେଳେ ବାରମ୍ବାର ଚାଷୀମାନେ ତହସିଲଦାରଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ଓ ଧାରଣାରେ ମଧ୍ୟ ବସିଥିଲେ…

କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା: ସୁରକ୍ଷା ସହ ପୋଲିସର ସହଯୋଗ ଲୋଡିଲା OAS ସଂଘ

ମୋହନା(କେନ୍ୟୁଜ୍): କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ସୁରକ୍ଷା ସହ ପୋଲିସର ସହଯୋଗ ଲୋଡିଲା OAS ସଂଘ । ମହାମାରୀ ସମୟରେ ପ୍ରଶାସନିକ ଅଧିକାରୀମାନେ ସଂକ୍ରମଣ ହ୍ରାସ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ କାର୍ଯ୍ୟକୁ ଜାରି ରଖିଛନ୍ତି । ହେଲେ ବିଭିନ୍ନ ସ୍ଥାନରେ…

ଗଜପତି: ତହସିଲଦାର ଏବଂ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ୯୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର ତହସିଲଦାର ଏବଂ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୯୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ।  ୯ ଜଣ ପରିଚିତ ବ୍ୟକ୍ତିଙ୍କ ସମେତ ୯୦ରୁ ଉର୍ଦ୍ଧ ପରିଚୟ ନଥିବା ଗ୍ରାମବାସୀଙ୍କ ନାମରେ…