Browsing Tag

taimur ali khan

କରୋନା ସଂକ୍ରମିତ ହେବା ପରେ ଟେନ୍ସନରେ କରୀନା, ପିଲାଙ୍କ ପାଇଁ କଲେ ଏହି କାମ

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କୁ କରୋନା ହେବା ପରେ ତାଙ୍କ ଚିନ୍ତା ବଢିଯାଇଛି। ବେବୋ ଏବେ ନିଜ ପରିବାର ପାଇଁ ଖୁବ ଟେନ୍ସନରେ ଅଛନ୍ତି। ଏଣୁ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ପିଲାଙ୍କ ସୁରକ୍ଷା ପାଇଁ ଏକ ଖାସ୍ କାମ କରିଛନ୍ତି। କରୀନା କପୁର ନିଜ ବିଷୟରେ କିଛି ସୂଚନା ଦେଇନଥିଲେ ମଧ୍ୟ…

ସୋସିଆଲ ମିଡିଆରେ ନିଜ ପୁଅଙ୍କ ନାଁରେ ନେଗେଟିଭ କମେଣ୍ଟ ଶୁଣି ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ସୈଫ

ସୈଫ ଅଲ୍ଲି ଖାନ ଏବଂ କରୀନା କପୁର ଦୁଇଜଣ ସୋସିଆଲ ମିଡିଆରେ ନିଜ ପିଲାଙ୍କୁ ନେଇ ସର୍ବଦା ଟ୍ରୋଲରେ ରହୁଛନ୍ତି। ବଡ଼ ପୁଅର ନାମ ତୈମୁର ଅଲ୍ଲୀ ଖାନ ରଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଟ୍ରୋଲ ହେଉଥିଲେ ।ଏହାପରେ ଏବେ ସାନପୁଅକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସଛନ୍ତି। ସାନପୁଅର…

ମହାଶିରାତ୍ରୀରେ ତୈମୁରଙ୍କ ଭୋଳାନାଥ ଲୁକ୍ ଭାଇରଲ, ମଥାରେ ତିଳକ ଆଉ ତୃତୀୟ ନୟନ ସମସ୍ତଙ୍କୁ କଲା ଆକର୍ଷିତ

ମହାଶିବରାତ୍ରୀ ଅବସରରେ ଆପଣ ସମଗ୍ର ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଅନେକ ଫଟୋ ଦେଖିଥିବେ। କିନ୍ତୁ ଛୋଟ ନବାବ ତୈମୁର ଅଲି ଖାନଙ୍କ ଏକ ନିଆରା ଫଟୋ ଦେଖି ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। ତୈମୁରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ତୈମୁରଙ୍କୁ ବାହା ହେବାକୁ ଚାହାନ୍ତି ଗରମୀ ଗାର୍ଲ, କରୀନା ଶୁଣିବା ପରେ ଦେଲେ ଏମିତି ପ୍ରତିକ୍ରିୟା

ତୈମୁରଙ୍କୁ ଆସିଲା ବିବାହ ପ୍ରସ୍ତାବ। ଆପଣ ଶୁଣି ଆଶ୍ଚର୍ଯ୍ଯ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ସତ। କରୀନାଙ୍କ ଲୋକପ୍ରିୟ ଚାଟ୍ ଶୋ ‘ହ୍ବାଟ ୱମେନ ୱାଣ୍ଟ’କୁ ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀ ଆସୁଛନ୍ତି। ଆଉ କରୀନା ଏଥିରେ ସେମାନଙ୍କୁ ତାଙ୍କ ଜୀବନର ଅନେକ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ଏହି…

ସୋସିଆଲ ମିଡିଆରେ ତୈମୁର ଅଲି ଖାନ ଟ୍ରୋଲ ହେବାପରେ ସୈଫ ଅଲି ଖାନ କହିଲେ ‘ମୁଁ ଏପରି ଲୋକଙ୍କୁ..

ସୈଫ ଅଲି ଖାନ ଏବଂ କରୀନା କପୁରଙ୍କ ପୁଅ ତୈମୁର ଅଲି ଖାନ ବଲିଉଡର ପ୍ରିୟ ଷ୍ଟାରକିଡ଼ସ ମାନଙ୍କ ମଧ୍ୟରେ ଅନ୍ୟତମ । ନିକଟରେ ସୋସିଆଲ ମିଡିଆରେ ତୈମୁରଙ୍କ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା ଯେଉଁଥିରେ ସେ ତାଙ୍କ ମା କରୀନାଙ୍କ ସହ ମାଟିପାତ୍ର ତିଆରି କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି…

ତୈମୁରଙ୍କ କ୍ୟାରିୟରକୁ ନେଇ ଖୁଲାସା କଲେ ପିତା ସୈଫ୍ ଅଲ୍ଲୀ ଖାନ୍, କହିଲେ ଏମିତି କିଛି

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ କ୍ୟୁଟନେସ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଷ୍ଟାର୍ କିଡସ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ସବୁବେଳେ ଟପ୍ ରେ…

ଲକଡାଉନରେ ବାପା ସୈଫଙ୍କ ସହ ମିଶି ପେଣ୍ଟିଂ କଲେ ପୁଅ ତୈମୁର, କରୀନା ଦେଲେ ଏଭଳି ପ୍ରତିକ୍ରିୟା

କରୋନା ଭାଇରସର ପ୍ରଭାବ କମ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ ଜାରି କରାଯାଇଛି। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା କଳାକାରମାନେ ବର୍ତ୍ତମାନ ଘରେ ବନ୍ଦ ହୋଇ ରହିଛନ୍ତି। ଏହିକାରଣରୁ…

ବଦଳିଲା ତୈମୁର ଅଲ୍ଲୀ ଖାନ୍‌ଙ୍କ ବ୍ୟବହାର, ଫଟୋଗ୍ରାଫରଙ୍କୁ ଦେଖି ଦେଲେ ଏମିତି ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ପିଲାବେଳୁ ହିଁ ସୁପରଷ୍ଟାର ହୋଇଯାଇଛନ୍ତି। ତାଙ୍କର ଉଭୟ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ସେହିଭଳି ଆଉ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓରେ ତୈମୁର ଅଲ୍ଲୀ…

ନିଜ ବାପାଙ୍କର ଅବିକଳ କାର୍ବନ କପି ହେଉଛନ୍ତି ତୈମୁର ଅଲ୍ଲୀ ଖାନ, ଏହି ଫଟୋକୁ ଦେଖିଲେ ଆପଣ ବି ହୋଇଯିବେ କନଫ୍ୟୁଜ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ କୌଣସି ଫିଲ୍ମର ହିରୋ ନୁହଁନ୍ତି କିନ୍ତୁ ତାଙ୍କର ପପୁଲାରିଟି କୌଣସି ସୁପରଷ୍ଟାର ଠାରୁ କାମ ନୁହେଁ । ଯେଉଁଠି ତୈମୁର ଥାନ୍ତି ସେଠାରେ ମିଡ଼ିଆର କ୍ୟାମେରା ଅନ୍ୟ କାହାକୁ ଦେଖେନାହିଁ । ତେବେ ଏହା ମଧ୍ୟରେ…

ଭଉଣୀ ଇନାୟା ସହ ମନ ଭରି ହୋଲି ଖେଳିଲେ କୁନି ତୈମୁର, ଫଟୋ ଦେଖିଲେ ମନେ ପଡ଼ିଯିବ ପିଲାବେଳ

କରୀନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ ଓ ପୁଅ ତୈମୁର ସହ ହୋଲି ସେଲିବ୍ରେଟ୍‌ କରିଛନ୍ତି। କରୀନା ଗାଲ୍‌ରେ ହାଲ୍‌କା ରଙ୍ଗ ଲଗାଇଥିବା ନଜର ଆସିଥିବା ବେଳେ ତୈମୁର କିନ୍ତୁ ବେଶ୍‌ ମନ ଭରି ଉପଭୋଗ କରଛନ୍ତି ରଙ୍ଗର ପର୍ବ ହୋଲିକୁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଘର ପୋଛିଲେ ତୈମୁର ଅଲ୍ଲୀ ଖାନଙ୍କ ଭଉଣୀ ଇନାୟା, ଭାଇରାଲ ହେଉଛି ଭିଡିଓ

ତୈମୁର ଅଲ୍ଲୀ ଖାନଙ୍କ ପରେ ତାଙ୍କ ଭଉଣୀ ଇନାୟାଙ୍କ ଭିଡିଓକୁ ଲୋକେ ଏବେ ଖୁବ୍‌ ପସନ୍ଦ କରୁଛନ୍ତି। ତୈମୁରଙ୍କ ଭଳି ତାଙ୍କ ଭଉଣୀ ଇନାୟା ମଧ୍ୟ ଦେଖିବାକୁ ବହୁତ କ୍ୟୁଟ୍‌। କୁଶାଲ ଖେମୁ ଏବଂ ସୋହା ଅଲ୍ଲୀ ଖାନଙ୍କ ଝିଅ ଇନାୟାଙ୍କର ପୁଣି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।…