ତାଇଓ୍ଵାନରେ ପ୍ରକୃତି ରଚୁଛି ତାଣ୍ଡବ: ଭାଙ୍ଗିଛି ବହୁ ଘରଦ୍ୱାର, ପାହାଡ଼ ଧସି ଯାଇଥିବାରୁ ଅଟକି ରହିଛନ୍ତି ୪୦୦…
ନୂଆଦିଲ୍ଲୀ : ତାଇଓ୍ଵାନକୁ ଦୋହଲାଇ ଦେଇଛି ଭୂକମ୍ପ । ଅନେକ କ୍ଷୟକ୍ଷତି ହୋଇଛି । ଘରଦ୍ୱାର ଭାଙ୍ଗି ଯାଇଛି । ରାସ୍ତା କଡ଼ରୁ ପଥର ଖଣ୍ଡ ଖସୁଛି। ଏକ ପାହାଡ଼ ପାର୍ଶ୍ୱରେ ୪୦୦ ପର୍ଯ୍ୟଟକ ଫସି ରହିଛନ୍ତି। ପାହାଡ଼ ଧସି ଯାଇଥିବାରୁ ବାହାରି ପାରୁନାହାନ୍ତି ପର୍ଯ୍ୟଟକ । ସେହିଭଳି ପାସେଞ୍ଜର ଟ୍ରେନ୍…