ବଢ଼ିଲା ମୁମ୍ବାଇ ତାଜ୍ ହୋଟେଲର ସୁରକ୍ଷା ବ୍ୟବସ୍ଥା, ପୋଲିସର କଡା ପହରା ଜାରି
ମୁମ୍ବାଇ: ବଢ଼ିଲା ମୁମ୍ବାଇ ତାଜ୍ ହୋଟେଲର ସୁରକ୍ଷା ବ୍ୟବସ୍ଥା । ତାଜ ହୋଟେଲ ସମେତ ଏହି ଅଞ୍ଚଳରେ ପୋଲିସର କଡା ପହରା ଲାଗିଛି । ଗତକାଲି ପାକିସ୍ତାନରୁ ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଜ୍ ହୋଟେଲକୁ ଉଡ଼ାଇ ଦେବାକୁ ଆସିଥିଲା ଧମକ ।
ତାଜ୍…