Browsing Tag

tajikistan

ଜେଲ ପାଲଟିଲା କୁରୁକ୍ଷେତ୍ର, ସୁରକ୍ଷାକର୍ମୀ ଏବଂ କଏଦୀଙ୍କ ଲଢ଼େଇରେ ଗଲା ୩୨ ଜୀବନ : କେଉଁଠି ଜାଣନ୍ତୁ

ତାଜିକିସ୍ତାନ : ତାଜିକିସ୍ତାନ ଜେଲରେ ସୁରକ୍ଷାକର୍ମୀ ଏବଂ କଏଦୀଙ୍କ ମଧ୍ୟରେ ମାରପିଟ ହୋଇଛି । ଫଳରେ ଘଟଣାସ୍ଥଳରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାର ସୂଚନା ସମାଚାର ଏଜେନ୍ସି ଏଏଫପି ଦେଇଛି। ମୃତକଙ୍କ ମଧ୍ୟରେ ୩ଜଣ ସୁରକ୍ଷାକର୍ମୀ ଏବଂ ୨୯ ଜଣ କଏଦୀ ଥିବା ଜଣାପଡିଛି।…