ଖଣି ଉପନିର୍ଦ୍ଦେଶକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ
ତାଳଚେର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ବରରେ ୨ଟି ବହୁତଳ କୋଠା , ୧ କୋଟି ୩୦ ଲକ୍ଷ ଟଙ୍କାର ୩ BHK ଫ୍ଲାଟ୍ ରହିଛି । ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି । ନଗଦ ୧୦ ଲକ୍ଷ ଟଙ୍କା ଜବତ ସହ ୯ଟି ପ୍ଲଟ୍ ଠାବ ହୋଇଛି । ୧୬…