Browsing Tag

talcher

କଣିହାଁ NTPCରେ ଅଗ୍ନିକାଣ୍ଡ, ପ୍ଲାଣ୍ଟ ଭିତରେ କନଭେୟର ବେଲ୍ଟରେ ଲାଗିଛି ନିଆଁ

ତାଳଚେର (କେନ୍ୟୁଜ): ତାଳଚେର NTPC ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ ।  କନଭେୟର ବେଲ୍ଟ ରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରୁଛି । ୩୦ ରୁ ୪୦ ମିନିଟ୍ ଧରି ନିଆଁ ଲାଗିଥିବା ସୂଚନା ମିଳିଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଘଟଣାକୁ ନେଇ…

ତାଳଚେରରୁ ଅଯୋଧ୍ୟା ଅଭିମୁଖେ ଶୁଭମ, ଚାଲି ଚାଲି ଯିବେ ୧୦୦୦ କିଲୋମିଟର

ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବାକୁ ଯାଉଛି । ସେଥିପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ହେଉଛି କାମ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ…

ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ବନ୍ଦ ଡାକରା

ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ବନ୍ଦ ଡାକରା । ମଧ୍ୟ ରାତ୍ରିରୁ ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ତାଳଚେର ଓ କଣିହାଁ ଠାରେ ଥିବା ସମସ୍ତ କୋଇଲା ଖଣିରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଟ୍ରକଯୋଗେ କୋଇଲା ପରିବହନ ବନ୍ଦ…

ତାଳଚେର: ନିଲାମ ହେଲା ଓଡ଼ିଶାର ସବୁଠୁ ବଡ଼ ଲଡ଼ୁ

ତାଳଚେର(କେନ୍ୟୁଜ୍): ନିଲାମ ହେଲା ଓଡ଼ିଶାର ସବୁଠୁ ବଡ଼ ଲଡ଼ୁ । ତାଳଚେର ଗଣେଶ ପୂଜାର ୩୧ କ୍ବିଣ୍ଟାଲ ଓଜନର ଆଜ୍ଞା ଲଡୁ ନିଲାମ ହୋଇଛି । ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲଡୁ ନିଲାମ ହୋଇଛି । ଯାହା ଚଳିତ ବର୍ଷ ଏହି ଆଜ୍ଞା ଲଡୁ ରେକର୍ଡ ଭାଙ୍ଗିଛି । ଆଜି ତାଳଚେର ଗଣେଶ ପୂଜାର ଶେଷ ଦିନରେ ଏହି…

ଅକ୍ଚୋବର ୧ରୁ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ, ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ

ଅକ୍ଚୋବର ୧ରୁ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ। ପ୍ରଥମେ ଡାକ୍ତରଖାନାର କ୍ଲିନିକାଲ ୟୁନିଟ କାର୍ଯ୍ୟ କରିବ। ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ପାଠପଢା। ତାଳଚେର ମେଡିକାଲ କଲେଜ ଖୋଲିବା ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ୨୦୧୮ରୁ ତାଳଚେର ମେଡିକାଲ…

ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ କରୁଛି ଛାନଭିନ

ତାଳଚେର (କେନ୍ୟୁଜ୍)  : ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ । ତାଳଚେର ସାଉଥବଲଣ୍ଡାର ଏକ କ୍ବାର୍ଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା ଓ ୭୧ ଭରି ସୁନା ଏବଂ ୨୧ ଭରି ରୁପା ଚୋରି କରିନେଇଛନ୍ତି । ଘର ମାଲିକ ସୁଦର୍ଶନ ନାୟକ ରାଖୀ ପାଇଁ ଗାଁକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ…

ବ୍ରାହ୍ମଣୀ ନଦୀରେ ଏକ ବିରାଟକାୟ କୁମ୍ଭୀର, ଆତଙ୍କିତ ଗାଁ ଲୋକ

ତାଳଚେର(କେନ୍ୟୁଜ୍): ନଦୀରେ କୁମ୍ଭୀର, ଆତଙ୍କିତ ଗାଁ ଲୋକ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗଡ଼ା ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି । ଏହାପରେ ଆତଙ୍କିତ ହୋଇପଡଛନ୍ତି ଗାଁ ଲୋକ । ଗାଁର ୨ଜଣ ଯୁବକ ନଦୀ କୂଳରେ ବସି ମାଛ ମାରୁଥିଲେ ।…

ତାଳଚେରରେ ଜିଏସ୍‌ଟି ରେଡ, ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ

ତାଳଚେର (କେନ୍ୟୁଜ): ଷ୍ଟେଟ ଜିଏସ୍‌ଟି ପକ୍ଷରୁ ମାରାଥନ ରେଡ । ତାଳଚେରରେ ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି । ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ କରୁଛନ୍ତି ୨୫ ଜଣିଆ ଜିଏସଟି ଟିମ ।…

ବାଇକ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ବାପା, ପୁଅ ମୃତ

ତାଳଚେର (କେନ୍ୟୁଜ): ତାଳଚେର ବାଙ୍କଧରା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକରେ ଯାଉଥିବା ବାପା, ପୁଅ ମୃତ ଓ ଭଣଜା ଗୁରୁତର । ସୂଚନାନୁସାରେ, ଆଜି ଅପରାହ୍ନରେ ତାଳଚେର ବାଙ୍କଧରା ଛକରେ ଟ୍ରକଟି ଧକ୍କା ଦେଇ ବାଇକ ଉପରେ ଚଢି ଯାଇଥିଲା ।ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ…

ଅଗ୍ନିରୁ ଆବିର୍ଭାବ ମା’ ହିଙ୍ଗୁଳା

ତାଳଚେର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା। ମାଆଙ୍କ ପାଖରେ ପ୍ରତିବର୍ଷ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳପ୍ରସାଦ ଠାରେ ମା ହିଙ୍ଗୁଳା ଅଗ୍ନିରୁପରେ ଉଭା ହୁଅନ୍ତି। ସେହି ଦିନ ଠାରୁ ଆରମ୍ଭ ହୁଏ ମାଙ୍କ…

ତାତୁଛି ତାଳଚେର: ସକାଳ ୧୦ଟା ପରେ ବାହାରି ହେଉନି ଘରୁ

ତାଳଚେର (କେନ୍ୟୁଜ): ଫେବୃଆରୀ ନସରୁଣୁ ତାଳଚେରରେ ଆରମ୍ଭ ହେଲାଣି ଖରାର ରାଜୁତି । ଦିନକୁ ଦିନ ତାଳଚେରରେ ଖରାର ମାତ୍ରା ବଢିବାକୁ ଲାଗିଥିବା ବେଳେ ଆଗକୁ ଅସହ୍ୟ ତାତି ହେବ ବୋଲି ଅନୁମାନ କରାଯାଉଛି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଘରୁ ବାହାରିବା ବେଳେ ହାତରେ ଛତା ଓ…

ତାଳଚେରରେ ଦୁଇ କେନ୍ଦ୍ରମନ୍ତ୍ରୀ: ନିର୍ମାଣାଧୀନ ସାର କାରଖାନାର କଲେ ସମୀକ୍ଷା

ତାଳଚେର(କେନ୍ୟୁଜ୍):  ତାଳଚେରରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତରେ ଆସି ଏଫସିଆଇ ସ୍ଥିତ ସିଆଇଏସ୍‌ଏଫ୍‌ ପଡିଆରେ ଓହ୍ଲାଇ ତାଳଚେର ସାର କାରଖାନା ପରିଦର୍ଶନ କରିଛନ୍ତି। ଟିଏଫଏଲର ପୁନରୁଦ୍ଧାର କାର୍ଯ୍ୟର…