ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ: ତାଲିବାନୀ ଗଭର୍ଣ୍ଣରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ
ଆଫଗାନିସ୍ତାନର ମଜାର-ଏ-ସରିଫ ସହରରେ ଗୁରୁବାର ଭୟଙ୍କର ବୋମା ବିସ୍ଫୋରଣ ଘଟିଛି। ଏଥିରେ ତାଲିବାନ ଗଭର୍ଣ୍ଣରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ତାଲିବାନ ପୋଲିସର ମୁଖପାତ୍ର ଏହା ନିଶ୍ଚିତ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି।…