ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା, ତାଲିବାନୀ କରିଥିବା ସୂଚନା
ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା । ଅମରୁଲ୍ଲାଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ତାଲିବାନୀ ହତ୍ୟା କରିଛନ୍ତି । ପଞ୍ଜଶିର୍ ଘାଟିରେ ଅହମ୍ମଦ ମସୁଦ୍ ସେନା ଏବଂ ତାଲିବାନୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ସମୟରେ ରୋହୁଲ୍ଲା ସାଲେହଙ୍କ…