Browsing Tag

taliban

ତାଲିବାନ ନେତା ଅନସ୍‌ ହକ୍କାନୀଙ୍କୁ ଭେଟିଲେ ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ କ୍ୟାପ୍‌ଟେନ୍‌, ଫଟୋ ଭାଇରାଲ

ଆଫଗାନିସ୍ତାନ ଉପରେ ତାଲିବାନ୍‌ କବ୍‌ଜା କରିବା ପରେ ଦେଶର କ୍ରିକେଟ୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇତି ମଧ୍ୟରେ ତାଲିବାନ୍‌ ନେତା ଅନସ ହକ୍କାନୀ ଶନିବାର ଆଫଗାନିସ୍ତାନର ନ୍ୟାସନାଲ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ହଶମତୁଲ୍ଲା ଶାହିଦୀଙ୍କୁ ଭେଟିଛନ୍ତି। ଏହି ମିଟିଂରେ ତାଲିବାନ୍‌…

ତାଲିବାନ କବଜାରୁ ନିଜକୁ ମୁକୁଳାଇ ଭାରତ ପହଞ୍ଚିଲେ ଆଫଗାନିସ୍ତାନ ସାଂସଦ ନରେନ୍ଦ୍ର ସିଂ ଖାଲସା, ଦେଲେ ଭାବୁକ ଭରା…

ଆଫଗାନିସ୍ତାନରେ ତାଲିବାନର କବଜା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦେଶ ଛାଡି ବିଦେଶରେ ଏବେ ନିଜ ପାଇଁ ଆଶ୍ରୟସ୍ଥଳ ଖୋଜୁଛନ୍ତି ଆଫଗାନିସ୍ତାନ ଜନବାସୀ । ଏଭଳି ଦୁର୍ଦ୍ଦଶା ଓ ଅସହାୟ ପରିସ୍ଥିତି ଦେଖି ସମସ୍ତେ ଏବେ ସ୍ତବ୍ଧ । ଆଫଗାନ ସରକାର ମଧ୍ୟ ତାଲିବାନକୁ ଡରି ଶାସନ ଗାଦିକୁ ଛାଡ଼ି…

ଜିମ୍ ଏବଂ ପାର୍କରେ ଆତଙ୍କରାଜ ଚଲାଇବା ପରେ ଏବେ ଗରବା ଡ୍ଯାନ୍ସ କଲେ ତାଲିବାନୀ, ଭିଡିଓ ଭାଇରଲ

ଆଫଗାନିସ୍ତାନରେ ଆତଙ୍କୀ ସଂଗଠନ ତାଲିବାନ ଶାସନ ଚାଲିବା ପରେ ନାଗରିକଙ୍କ ମଧ୍ୟରେ କୋକୁଆ ଭୟ। ଅନେକ ମାତ୍ରାରେ ଲୋକେ ଦେଶ ଛାଡିବା ପାଇଁ ଚେଷ୍ଟା କରୁଛନ୍ତି। ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭାଇରଲ ହେଉଥିବା ଭିଡିଓରେ ତାଲିବାନୀ…

ଆମେରିକାର ଅସ୍ତ୍ରରେ ବାହୁବଳୀ ତାଲିବାନ, ମାନବବାଦ ବିରୋଧରେ ବ୍ୟବହାର ଆଶଙ୍କା

ନୂଆଦିଲ୍ଲୀ : ତାଲିବାନ ହାତରେ ଅଜସ୍ର ମାର୍କିନ୍ ଅସ୍ତ୍ର । ଆମେରିକା ଚାଲିଯିବା ପରେ ମାର୍କିନ୍ ଅସ୍ତ୍ରାଗାରର ନୂଆ ମାଲିକ ତାଲିବାନ । ଆମେରିକୀୟ ରାଇଫଲ, ହମ୍ବି, ମାଇନ୍ ପ୍ରତିରୋଧକ ଗାଡ଼ି, ଆଉ ପ୍ରଚୁର ଗୋଳବାରୁଦ । କାବୁଲ ରାସ୍ତାରେ ମାର୍କିନ୍ ଅସ୍ତ୍ର ପ୍ରଦର୍ଶନ କରୁଛନ୍ତି ତାଲିବାନ…

ତାଲିବାନ କବ୍‌ଜାରେ ଭାରତୀୟ ନାଗରିକ, ୧୫୦ ଜଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ

ତାଲିବାନ କବଜାରେ ଭାରତୀୟ ନାଗରିକ । କାବୁଲରେ ୧୫୦ ଜଣଙ୍କୁ ଅଟକାଯାଇଥିବା ସୂଚନା ମିଳିଛି। ତାଲିବାନମାନେ କାବୁଲ ଏୟାରପୋର୍ଟ ଗେଟ୍‌ ନିକଟରୁ ସମସ୍ତଙ୍କୁ ଅପହରଣ କରିନେଇଥିବା ସୂଚନା ମିଳୁଛି। ରିପୋର୍ଟ ମୁତାବକ, ଅପହୃତଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଅଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମରେ ଏହି…

ସାମ୍ନାକୁ ଆସିଲା ତାଲିବାନର ବର୍ବରତାର ଆଉ ଏକ ଉଦାହରଣ, ପୋଲିସ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରିବାର ଭିଡିଓ ଭାଇରାଲ

ରକ୍ତମୁଖା ହୋଇପଡ଼ିଛନ୍ତି ତାଲିବାନ। ଘରକୁ ଘର ବୁଲି ଲୋକଙ୍କୁ ମାରୁଛନ୍ତି। ମୁହଁ ଉପରେ ଅହିଂସାର ବାର୍ତ୍ତା ଦେଉଥିବା ବେଳେ ଭିତରେ କିନ୍ତୁ ରକ୍ତର ନଦୀ ବୁହାଇବାକୁ ଚେଷ୍ଟା ଚଳାଇଛନ୍ତି। ସିଧାସଳଖ କହିବାକୁ ଗଲେ ଏବେ ଅବିଶ୍ୱାସର ଅନ୍ୟ ନାମ ପାଲଟିଯାଇଛି ତାଲିବାନ। ମୁହଁରେ ହିଂସା ଛାଡ଼ିବାର…

ନିଜେ ନିଜେ ଟ୍ରାଫିକ୍‌ ପୋଲିସ ବନିଗଲା ତାଲିବାନୀ ଆତଙ୍କବାଦୀ, ବର୍ଦ୍ଦି ନାଁରେ କେବଳ ଟୋପି ପିନ୍ଧି କରୁଛି ଡ୍ୟୁଟି;…

ଆଫଗାନିସ୍ତାନ ଉପରେ ତାଲିବାନ୍‌ କବ୍‌ଜା କରିବା ପରେ ସେଠାକାର ସ୍ଥିତି ସଙ୍ଗୀନ ରହିଛି। ଦେଶକୁ ତାଲିବାନ୍‌ମାନେ ନିଜ ହାତକୁ ନେବା ପରେ ସାଧାରଣ ଜନତା ବି ଭୟଭୀତ ହୋଇ ପଡ଼ିଛନ୍ତି। ଲୋକମାନେ ଯେକୌଣସି ମତେ ଦେଶ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ତାଲିବାନୀ…

ଭାଇରାଲ୍ ହେଉଛି କାବୁଲ ଏୟାର ପୋର୍ଟରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ, ନିଜ ଛୁଆକୁ ବଞ୍ଚାଇବାକୁ କେମିତି ନେହୁରା ହେଉଛନ୍ତି…

କାବୁଲ: କାବୁଲ ଏୟାର ପୋର୍ଟରେ ଭୟାନକ ଦୃଶ୍ୟ । ତାଲିବାନୀ ଭୟରେ ଦେଶ ଛାଡୁଛନ୍ତି ହଜାର ହଜାର ଲୋକ । ଏସବୁ ଭିତରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଦୃଶ୍ୟ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ସେନା ଆଗରେ ନେହୁରା ହେଉଛନ୍ତି । ଏୟାରପୋର୍ଟ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ…

ଭାଙ୍ଗିଗଲା ଆଫଗାନିସ୍ତାନର ଆଥ୍‌ଲେଟ୍‌ଙ୍କ ସ୍ୱପ୍ନ, ପାରା ଅଲମ୍ପିକରେ ନେଇପାରିବେନି ଭାଗ

ଭାଙ୍ଗିଲା ଆଫଗାନିସ୍ତାନର ପାରା ଅଲମ୍ପିକ୍‌ ଆଥଲେଟ୍‌ଙ୍କ ସ୍ୱପ୍ନ। ଦେଶରେ ତାଲିବାନ୍‌ ରାଜ୍‌ ଆରମ୍ଭ ହୋଇଥିବାରୁ ଏହି ଖେଳାଳିମାନେ ଆଉ ୨୪ ଅଗଷ୍ଟରେ ଆରମ୍ଭ ହେଉଥିବା ପାରା ଅଲମ୍ପିକ୍‌ରେ ଭାଗ ନେଇପାରିବେ ନାହିଁ। ଏନେଇ ଇଣ୍ଟରନ୍ୟାସନାଲ ପାରାଅଲମ୍ପିକ କମିଟି(ଆଇପିସି)ର ଅଧ୍ୟକ୍ଷ କହିଛନ୍ତି,…

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ, ବଢ଼ିଲା ଡ୍ରାଏ ଫ୍ରୁଟସ୍‌ ଦାମ୍

ଭାରତ ସହ ଆମଦାନୀ, ରପ୍ତାନୀ ବନ୍ଦ କଲା ତାଲିବାନ। ଆଫଗାନିସ୍ତାନ ଦଖଲ କରିବା ପରେ ଗୋଟିଏ ଗୋଟିଏ ନିଷ୍ପତ୍ତି ବଦଳାଉଛି ତାଲିବାନ। ଏବେ ଭାରତର ସହ ଆମଦାନୀ ଓ ରପ୍ତାନୀ କାରବାର ତାଲିବାନ ବନ୍ଦ କରିଦେଇଛି। ଫେଡେରସନ ଅଫ ଇଣ୍ଡିଆ ଏକ୍ସପର୍ଟ ଅର୍ଗାନାଇଜେସନ ପକ୍ଷରୁ ଏହି ସୂଚନା ମିଳିଛି।…

ତାଲିବାନକୁ ବ୍ୟାନ୍‌ କଲା ଫେସ୍‌ବୁକ୍‌, କେହି କିଛି ବି ପୋଷ୍ଟ କଲେ ତୁରନ୍ତ ହେବ ଆକ୍ସନ୍‌

ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ହାତ ଗଣତି କିଛି ଦେଶକୁ ଛାଡ଼ି ଦେଲେ ଏବେ ସବୁ ଦେଶ ତାଲିବାନ୍‌କୁ ବ୍ୟାନ୍‌ କରୁଥିବା ଦେଖାଯାଇଛି। ତେବେ କେବଳ ଦେଶ ନୁହେଁ, ଏବେ ସୋସିଆଲ ମିଡିଆ ସାଇଟ୍‌ ବି ତାଲିବାନ୍‌କୁ ନିଷିଦ୍ଧ କରିଛନ୍ତି। ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌…

ବଡ଼ ବଡ଼ ଭାଷଣ ମାରିବାର ୨୪ ଘଣ୍ଟା ନ ପୂରୁଣୁ ଅସଲ ଚେହେରା ଦେଖାଇଲା ତାଲିବାନ୍‌, ମହିଳା ଓ ଶିଶୁଙ୍କୁ ଅତି ନିର୍ଦ୍ଦୟ…

ପ୍ରେସ୍‌ କନ୍‌ଫରେନ୍ସରେ ବଡ଼ ବଡ଼ ଭାଷଣ ମାରିବାର ୨୪ ଘଣ୍ଟା ନ ପୂରୁଣୁ ନିଜ ଅସଲ ରୂପ ଦେଖାଇଦେଲା ତାଲିବାନ୍‌। ମହିଳାଙ୍କ ପାଇଁ ନିଜ ଚିନ୍ତାଧାରା କ’ଣ ତାହା ଜଣାଇଦେଇଛି ତାଲିବାନ୍‌। ତାଲିବାନ୍‌ ପ୍ରଥମେ ମହିଳା ଆଙ୍କରଙ୍କୁ ବ୍ୟାନ୍‌ କରି ସେମାନଙ୍କ ସ୍ଥାନରେ ପୁରୁଷ ଆଙ୍କରଙ୍କୁ ରଖିଲା। ଏବେ…