Browsing Tag

taliban

ଆଫଗାନିସ୍ତାନରେ ୧୦ ଗୁଣା ବଢିଲା ବୁର୍ଖାର ଦାମ୍, ବେଡସିଟ୍ କାଟି ଶରୀରକୁ ଘୋଡ଼ାଇ ରଖିଛନ୍ତି ମହିଳା

ଆଫଗାନିସ୍ତାନ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ଶାନ୍ତି ଓ ବିକାଶର ନାରା ତାଲିବାନ ଦେଉଥିଲେ ହେଁ ଏହାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଆଫଗାନବାସୀ । ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ ଥିବା ବେଳେ ସେମାନଙ୍କୁ ଚାକିରି କରିବାର ସୁଯୋଗ ନାହିଁ । ନିୟମ ଉଲ୍ଲଙ୍ଘନ…

ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ଦେଖାଇଲା ତାର ଅସଲ ରୂପ, ମହିଳା ମାନଙ୍କ ଅଧିକାର ପାଇଁ କହିଲା ଏମିତି…

କାବୁଲ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ଆଣିଛି ତାଲିବାନ୍ । ଏହା ପରେ ପ୍ରଥମଥର ପାଇଁ ତାଲିବାନ୍ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିଶୃତି କହିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ୱକୁ…

ପ୍ରଥମେ କାବୁଲକୁ କଲେ କବ୍‌ଜା, ଏବେ ପିଲାଙ୍କ ପାର୍କରେ ମସ୍ତି କରୁଥିବାର ନଜର ଆସିଲେ ତାଲିବାନୀ; ଦେଖନ୍ତୁ ଭାଇରାଲ…

ଆଫ୍‌ଗାନିସ୍ତାନକୁ ତାଲିବାନ କବ୍‌ଜା କରି ନେବା ପରେ ସେଠାରେ ଆତଙ୍କର ମାହୋଲ ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାଉଛନ୍ତି। ଏମିତିରେ ଭାରତର କିଛି ଲୋକ ବି ଆଫ୍‌ଗାନିସ୍ତାନରେ ଫସି ରହିଥିଲେ, ଯେଉଁମାନଙ୍କୁ ଉଦ୍ଧାର କରି ନିଆଯାଇଛି। ଗୋଟିଏ ପଟେ ଯେଉଁଠି ଲୋକେ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି,…

ତାଲିବାନ ଭୟ: ଆମେରିକୀୟ ବାୟୁସେନା ବିମାନରୁ ଖସି ୩ ଆଫ୍‌ଗାନିସ୍ତାନୀ ମୃତ, ଦେଶ ଛାଡ଼ିବା ପାଇଁ ଟାୟର ଉପରେ ବସି…

ଆଫ୍‌ଗାନିସ୍ତାନରେ ତାଲିବାନୀ ଯୁଗ ଆରମ୍ଭ ହେବା ପରଠୁ ହିଁ ସେଠାକାର ସ୍ଥିତି ଭୟାବହ ରହିଛି। ଲୋକେ କୌଣସି ଜିନିଷପତ୍ର ନ ନେଇ ଦେଶ ଛାଡ଼ି ପଳାଉଛନ୍ତି। କାବୁଲ ଏୟାରପୋର୍ଟରେ ବି ଅସମ୍ଭାଳ ଭିଡ଼ ଲାଗି ରହିଛି, ଯାହାକୁ କାବୁ କରିବା ପାଇଁ କମର୍ଶିଆଲ ଫ୍ଲାଇଟ୍‌ସକୁ ବନ୍ଦ କରିବାକୁ ଘୋଷଣା…

କାବୁଲ ଏୟାରପୋର୍ଟରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ କରାଗଲା ବନ୍ଦ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଅନ୍ୟ ଦେଶକୁ ଚିନ୍ତାରେ ପକାଇଛି। ଲୋକମାନେ ଭୟରେ ଦେଶ ଛାଡି ଯାଉଛନ୍ତି। ଏହାର ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହେଲାଣି। ସେଥିପାଇଁ କାବୁଲରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ ବନ୍ଦ କରାଯାଇଛି । ତେବେ ଏହାରି ମଧ୍ୟରେ ଭାରତ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ…

ଆଫଗାନିସ୍ତାନ ରାଷ୍ଟ୍ରପତି ପ୍ୟାଲେସକୁ କବଜା କଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରାଷ୍ଟ୍ରପତି ପ୍ୟାଲେସକୁ କବଜା କଲା ତାଲିବାନ । ରାଷ୍ଟ୍ରପତି ପ୍ୟାଲେସରେ ଚାଲିଲା ତାଲିବାନର ହୁକୁମାତି। ଗୋଟିଏ ପରେ ଗୋଟିଏ ସହର ଦଖଲ କରିବା ପରେ କାବୁଲ ଦଖଲ କଲା ତାଲିବାନ। ସେଠାରେ ଥିବା ଜାତୀୟ ପତାକାକୁ ହଟାଇ ତାଲିବାନ ପତାକା ଉଡାଇଛନ୍ତି । ଏବେ ଆସିଥିବା…

ରାଜଧାନୀ କାବୁଲରେ ପଶିଲା ତାଲିବାନ, ଏବେ କାବୁଲରେ ଶୁଣାଯାଉଛି ଗୁଳିଗୋଳା ଶବ୍ଦ

କେନ୍ୟୁଜ୍(ବ୍ୟୁରୋ):  ଆଫଗାନିସ୍ତାନରେ ମାଡ଼ି ଚାଲିଛି ତାଲିବାନ । ରାଜଧାନୀ କାବୁଲରେ ପଶିଲା । ଚାରିପଟୁ କାବୁଲ ଭିତରକୁ ପ୍ରବେଶ କରିଛନ୍ତି ତାଲିବାନ ଆତଙ୍କବାଦୀ । ଆଫଗାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଏବେ କାବୁଲରେ ଗୁଳିଗୋଳା ଶବ୍ଦ ଶୁଣାଯାଉଛି । ତେବେ…

ଜଲାଲାବାଦରେ ତାଲିବାନର କବ୍‌ଜା ପରେ ରାଜଧାନୀ କାବୁଲ ପୂର୍ବ ଭାଗରୁ ହେଲା ବିଚ୍ଛେଦ

ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବଢ଼ୁଛି ଚିନ୍ତା । ତାଲିବାନର ଆତଙ୍କ ଭୟ ଏବେ ପୁରା ଆଫଗାନିସ୍ତାନରେ ଖେଳିଯାଇଛି । ସୂଚନା ମୁତାବକ ଏବେ ତାଲିବାନ ଜଲାଲାବାଦକୁ ନିଜ କବଜାକୁ ଆଣିଛି । । ଏହା କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଦେଶର ପୂର୍ବ ଭାଗର ସମ୍ପର୍କରୁ ବାଦ୍ ପଡ଼ିଛି ।…

ଆଫଗାନିସ୍ତାନକୁ ଅଧା କବଜା କଲା ତାଲିବାନ, ଅବିବାହିତା ଯୁବତୀଙ୍କୁ ଜୋର ଜବରଦସ୍ତ କରୁଛନ୍ତି ବିବାହ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅଧା କବଜା କଲା ତାଲିବାନ । ତାଲିବାନର ମିଶନ କାବୁଲ । କାବୁଲ କବଜା କରିବା ପାଇଁ ସବୁ ପ୍ରକାଶ ଷଡ଼ଯନ୍ତ୍ର ରଚିଛି ତାଲିବାନ । କ୍ଷୀପ୍ର ଗତିରେ ମାଡ଼ି ଚାଲିଛନ୍ତି ଆତଙ୍କୀ । ୩୪ ପ୍ରାଦେଶିକ ରାଜଧାନୀରୁ ୧୮ଟିକୁ ତାଲିବାନ କବଜା କରିସାରିଲାଣି । କାବୁଲ ଠାରୁ ଆଉ…

ଆଉ ଦୂର ନୁହେଁ କାବୁଲ: କାନ୍ଦାହାରକୁ କବଜା କରିଥିବା ତାଲିବାନର ଦାବି, ଉଦ୍ଧାର ପାଇଁ ଆମେରିକା ପଠାଇଲା ୩୦୦୦ ସେନା

ନୂଆଦିଲ୍ଲୀ : କାନ୍ଦାହାର ଦଖଲ କଲା ତାଲିବାନ। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାର ଏବେ ତାଲିବାନ କବଜ୍‌ରେ। ଏଭଳି ଦାବି କରିଛି ତାଲିବାନ । ୩୪ଟି ପ୍ରାଦେଶିକ ରାଜଧାନୀରୁ ୧୨ଟି ଦଖଲ କରି ସାରିଲାଣି ତାଲିବାନ। ଗୁରୁବାର ଆଫଗାନି ସେନା ହେରତ୍‌ ଛାଡିଥିଲେ ଓ ତାଲିବାନ କବଜାକୁ…

ସଙ୍କଟରେ ଆଫଗାନ୍‌ସ୍ତାନ, ଗଜନି ସହରକୁ ଦଖଲ କଲା ତାଲିବାନ

କାବୁଲ :  ଆଫଗାନସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଦଖଲ କରିଛି ତାଲିବାନ । ଇତିମଧ୍ୟରେ ତାଲିବାନର ଯୋଦ୍ଧାମାନେ ୧୦ ଟି ରାଜ୍ୟର ରାଜାଧାନୀକୁ ଅକ୍ତିଆର କରିସାରିଲେଣି । ଆମେରିକାର ଗୁଇନ୍ଦା ସଂସ୍ଥା ଏ ସମ୍ପର୍କରେ ଗତକାଲି ସୂଚନା ଦେଇଥିଲା ଯେ ୯୦ ଦିନ ମଧ୍ୟରେ କାବୁଲ ତାଲିବାନ ଅଧୀନକୁ…