Browsing Tag

tamando

ଭୁବନେଶ୍ୱର ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ପୋଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ସ୍ଥିତି

କେନ୍ୟୁଜ୍(ବ୍ୟୁରୋ): ରାସ୍ତାରେ ଅଟକିଛି ଶହଶହ ସଂଖ୍ୟାରେ ଗାଡ଼ି । ଆଗକୁ ଗଡ଼େଇ ପାରୁନାହାନ୍ତି ଡ୍ରାଇଭର । ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍‌ । ରାଜରାସ୍ତାରେ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଲମ୍ବିଛି ଧାଡ଼ି । ଗତକାଲି ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିବା ବେଳେ ଆଜି ଜବରଦସ୍ତ ଗାଡ଼ି…

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ ଗିରଫ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆସନ୍ତା ୨୭ ତାରିଖ ଯାଏ ଜେଲରେ ରହିବେ ଅଭିମନ୍ୟୁ । କୋଟିପତି ସବଇନ୍ସପେକ୍ଟର ଅଭିମନ୍ୟୁ ନିଜ ଆୟଠାରୁ ୧୧୩ ପ୍ରତିଶତ ଅଧିକ…

ରାଜଧାନୀରେ ଆତତାୟୀର ଆତଙ୍କ ରାଜ୍, ତମାଣ୍ଡୋ ଥାନା ନିକଟରେ କଲା ଛୁରାମାଡ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ଛୁରାମାଡ । ଏଥିରେ ବାଲିଆପଡାର ଭରତ ସାହୁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଆହତଙ୍କ ଠାରୁ ଦୁର୍ବୃତ୍ତ ମାନେ ମୋବାଇଲ ଓ ଟଙ୍କା ଛଡାଇନେଇଥିବା…

ତାମାଣ୍ଡୋ ବଧୂହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲା ପୋଲିସ ପୁଅ ଯାମିନୀକାନ୍ତ

ଭୁବନେଶ୍ବର(କେନ୍ୟୁଜ୍): ତାମାଣ୍ଡୋ ପୋଲିସ ପରିବାରର ବଧୂହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲା ମ୍‌ତ ବନ୍ଦନାଙ୍କ ସ୍ବାମୀ ଯାମିନୀକାନ୍ତ ଜେନା। ବନ୍ଦନା ଜେନାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଯାମିନୀକୁ ଗିରଫ କରାଯାଇଛି । ତାମାଣ୍ଡୋ ଥାନାର  ଅବସରପ୍ରାପ୍ତ…

ଭୁବନେଶ୍ବର: ପୋଲିସ ବାବୁଙ୍କ ପୁଅ ନାମରେ ନବବଧୂ ହତ୍ୟା ଅଭିଯୋଗ, ଯୌତୁକ ପାଇଁ ମାରି ଦିଆଯାଇଥିବାର ଅଭିଯୋଗ ଆଣି ଝିଅର…

କେନ୍ୟୁଜ୍(ବ୍ୟୁରୋ):  ପୋଲିସ ବାବୁଙ୍କ ନାମରେ ନବବଧୂ ହତ୍ୟା ଅଭିଯୋଗ ।  ଖୋଦ୍ କନ୍ୟାପକ୍ଷର ଲୋକ ଏହି ଅଭିଯୋଗ ଆଣି ତମାଣ୍ଡୋ ଥାନାରେ ଏତଲା  ଦେଇଛନ୍ତି।  ମିଳିଥିବା  ସୂଚନା ମୁତାବକ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କର  ଗତ ଫେବୃଆରୀ…