Browsing Tag

Tamannaah Bhatia

ବହୁତ ଜଲ୍‌ଦି ବିବାହ କରିବେ ତମନ୍ନା ଭାଟିଆ, ମୁମ୍ବାଇର ବିଜନେସ୍‌ମ୍ୟାନଙ୍କ ସହିତ ପଡ଼ିବ ହାତଗଣ୍ଠି!

ବାହୁବଲୀ ଫେମ୍‌ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଘରେ ବହୁତ ଜଲ୍‌ଦି ଶାହାନାଇ ବାଜିବାକୁ ଯାଉଛି। ଅଭିନେତ୍ରୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରିପୋର୍ଟ ମୁତାବକ, ତମନ୍ନା ଖୁବ୍‌ ଜଲ୍‌ଦି ମୁମ୍ବାଇର ଜଣେ ବିଜନେସ୍‌ମ୍ୟାନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଆସନ୍ତୁ…

ବବ୍‌ଲି ବାଉନ୍ସର ହେଲେ ତମନ୍ନା ଭାଟିଆ, ଦେଖିବାକୁ ମିଳିଲା ସାଉଥ ସୁନ୍ଦରୀଙ୍କ ଭିନ୍ନ ଅନ୍ଦାଜ

ଆପଣମାନେ ପୁରୁଷ ବଡ ବିଲ୍ଡର ବା ବାଉନ୍ସର ଦେଖିଥିବେ। ବିଭିନ୍ନ ବଡ ବଡ ପ୍ରାଇଭେଟ ସ୍ଥାନରେ ଏମାନେ ସୁରକ୍ଷା ପାଇଁ ଛିଡା ହୋଇଥାନ୍ତି। କିନ୍ତୁ କେବେ ବି ଆପଣ ମହିଳା ବା ଲେଡି ବାଉନ୍ସର ଦେଖିନଥିବେ। ଏବେ ଜଣେ ବଲିଉଡ ଅଭିନେତ୍ରୀ ଲେଡି ବାଉନ୍ସର ଭୂମିକାରେ ନଜର ଆସିବେ। ଫିଲ୍ମ ‘ବବ୍ଲି…

କରୋନାରୁ ସୁସ୍ଥ ହେଲେ ଅଭିନେତ୍ରୀ ତମନ୍ନା, ହସ୍ପିଟାଲରୁ ହେବେ ଡିସଚାର୍ଜ

କରୋନା ମହାମାରୀର ପ୍ରକୋପ ଯେପରି ବଢିବାରେ ଲାଗିଛି ଏହା କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଭୟଙ୍କର ବିପଦ ପାଲଟିଛି। ଏହି ମହାମାରୀ କବଳରେ ଅନେକ ଲୋକମାନଙ୍କ ସହ ବଡ ବଡ କଳାକାରମାନେ ମଧ୍ୟ କବଳିତ ହୋଇଛନ୍ତି। ଏସବୁ ମଧ୍ୟରେ ଗତ କିଛି ଦିନ ତଳେ ସାଉଥ୍‌ ଫିଲ୍ମର ସୁପରଷ୍ଟାର ଅଭିନେତ୍ରୀ…

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଫିଲ୍ମ 'ବାହୁବଳୀ'ର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ଏକ ୱେବ ସିରିଜର ସୁଟିଂ ସମୟରେ ତମନ୍ନାଙ୍କଠାରେ କରୋନାର କିଛି ଲକ୍ଷଣ ଦେଖାଯାଇଥିଲା।…

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌ ! ଜାଣନ୍ତୁ ପ୍ରକୃତ ସତ୍ୟ

ବାହୁବଳୀ ଫେମ୍‌ ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌କୁ ବିବାହ କରିପାରନ୍ତି। କିନ୍ତୁ ତମନ୍ନା ଏପର୍ଯ୍ୟନ୍ତ ବିବାହ ନୁହେଁ କେବଳ ନିଜ କ୍ୟାରିଅର ଉପରେ ଧ୍ୟାନଦେଉଛନ୍ତି। ନିକଟରେ ଅବ୍ଦୁଲ ରାଜାକଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖି ଏପରି ଅନୁମାନ…

ତ୍ୱଚାକୁ ନେଇ ନିଜର ସିକ୍ରେଟ୍‌ ଖୋଲିଲେ ତମନ୍ନା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତମନ୍ନା ଭାଟିଆଙ୍କୁ ମେକଅପ୍‌ ହେବାର ଆବଶ୍ୟକତା ପଡ଼ିନଥାଏ। ପ୍ରାକୃତିକ ରୂପେ ସର୍ବଦା ତମନ୍ନାଙ୍କ ତ୍ୱଚା ଏପରି ଚମକିଥାଏ ଯେ ତାଙ୍କୁ ମେକଅପ୍‌ ନେବାକୁ ପଡ଼ିନଥାଏ। ଯଦି ଆପଣଙ୍କୁ ଏହି କଥା ବିଶ୍ୱାସ ହେଉନି ତେବେ କିଛି ଏଥିରେ ଥିବା ଫଟୋ ଦେଖିବା ପରେ ଆପାଣ ନିଜେ…

ବିବାହ ପାଇଁ ପ୍ରସ୍ତୁତ ତମନ୍ନା, ପରିବାରକୁ କହିଲେ ଖୋଜିଦିଅ ଜୀବନସାଥୀ

ଅଭିନେତ୍ରୀ ତମନ୍ନା ଭାଟିୟା ସାଉଥ୍ ଇଣ୍ଡଷ୍ଟ୍ରି ସମେତ ବଲିଉଡରେ ମଧ୍ୟ ଅଭିନୟ କରୁଛନ୍ତି। ତମନ୍ନା ପୂର୍ବଥର ଫିଲ୍ମ ‘ଖାମୋସୀ’ ରେ ନଜର ଆସିଥିଲେ। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଅସଫଳ ହୋଇଥିଲା। ବର୍ତ୍ତମାନ ତମନ୍ନା ସାଉଥ୍ ଫିଲ୍ମ ପେଟ୍ରୋମେକ୍ସର ପ୍ରସ୍ତୁତି ନେଇ ଖୁବ୍ ବ୍ୟସ୍ତ ଅଛନ୍ତି।…