Browsing Tag

tamil nadu

ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା, ରାଜ୍ୟପାଳ ଅଭିଭାଷଣ ପୂର୍ବରୁ ବାରମ୍ବାର ମାଇକ୍ ସ୍ବିଚ୍ ଅଫ୍ ଅଭିଯୋଗ

ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା । ଜାତୀୟ ସଙ୍ଗୀତକୁ ଅପମାନ ଅଭିଯୋଗ। ଅଧିବେସନର ପ୍ରାରମ୍ଭିକ ଭାଷଣ ପୂର୍ବରୁ ଗୃହ ପରିତ୍ୟାଗ କରିଥିଲେ ତାମିଲନାଡ଼ୁ ରାଜ୍ୟପାଳ ଆର୍ ଏନ୍ ରବି । ଏହାସହ ନିଜର ଅଭିଭାଷଣ ପୂର୍ବରୁ ତାଙ୍କ ମାଇକ୍ ବାରମ୍ବାର ଅଫ୍ କରାଯାଇଥିବାରୁ କ୍ଷୋଭ ପ୍ରକାଶ…

ଶୀତରେ ଆସିବ ବର୍ଷା ! ୨୨ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ପୁଣି ଆଉ ଏକ ଲଘୁଚାପ ସମ୍ଭାବନା । ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା । ଏପଟେ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ କମିଛି ରାତି ତାପମାତ୍ରା । ଆହୁରି ୨୪ ଘଣ୍ଟା ଥରାଇବ । ୨୫…

ତାମିଲନାଡୁରେ ଓଡ଼ିଆଙ୍କୁ ଅକଥନୀୟ ଅତ୍ୟାଚାର, ଖଟାଇଲେ ହେଲେ ଦରମା ଦେଲେନି

ଭଞ୍ଜନଗର: ତାମିଲନାଡୁରେ ଓଡ଼ିଆଙ୍କୁ ଅକଥନୀୟ ଅତ୍ୟାଚାର । ଓଡ଼ିଆଙ୍କୁ ଖଟାଇଲେ ହେଲେ ଦରମା ଦିଅ ବୋଲି କହିବାରୁ ଧମକ ଦେଲେ । ପେଟପାଟଣା ପାଇଁ ଦାଦନ ଯାଇଥିଲେ ଆମ ଓଡ଼ିଶାର କିଛି ମହିଳା । ମାଲିକ ଦେଲା ପ୍ରବଳ ନିର୍ଯାତନା । ସହିପାରୁନଥିଲେ କି କାହାକୁ କହିବାକୁ ଭୟ କରୁଥିଲେ । ୩ ମାସ ଧରି…

୨ ବର୍ଷ ଭିତରେ ୩୦୦ ଲିଟର ମାତୃ କ୍ଷୀର ଦାନ କରିଛନ୍ତି ମହିଳା, ବଞ୍ଚାଇଛନ୍ତି ଅନେକ ପିଲାଙ୍କ ଜୀବନ

ଆଜିର ସମୟରେ ରକ୍ତଦାନ ଏକ ସାଧାରଣ କଥା । ଲୋକମାନେ ସେମାନଙ୍କର ପ୍ରିୟଜନ କିମ୍ବା ଆବଶ୍ୟକୀୟ ଯେକୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ। କାରଣ ରକ୍ତଦାନକୁ ମହାଦାନ ବୋଲି କୁହାଯାଏ । କିନ୍ତୁ ଜଣେ ମା' ଅସୁସ୍ଥ ନବଜାତ ଶିଶୁଙ୍କୁ ଜୀବନ ଦେବା ପାଇଁ ୨୨ ମାସ ଧରି ଯେଉଁ ଦାନ…

ମାଲବାହୀ ଟ୍ରେନରେ ଲାଗିଲା ନିଆଁ, ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ବାତିଲ ହେଲା ଅନେକ ଟ୍ରେନ..

ତାମିଲନାଡୁ : ତାମିଲନାଡୁର ତିରୁବଲ୍ଲୁର ନିକଟରେ ଡିଜେଲ ବୋଝେଇ ଏକ ମାଲବାହୀ ଟ୍ରେନରେ ଘଟିଲା ଅଘଟଣ । ଟ୍ରେନରେ  ଲାଗିଯାଇଥିଲା  ନିଆଁ ।  ତେବେ ଏହି ଦୁର୍ଘଟଣା ପରେ ଟ୍ରେନକୁ ବନ୍ଦ କରିଦିଆଯାଇଛି ।  ନିଆଁ ଏତେ ଭୟଙ୍କର ରହିଥିଲା ଆକାଶରେ କେବଳ ଧୂଆଁ ଦେଖାଦେଉଛି  । ତେବେ ଏହି…

ସ୍ତ୍ରୀ ଅଶ୍ଳୀଳ ଭିଡିଓ ଦେଖୁଥିବାରୁ ସ୍ବାମୀ କଲେ ଛାଡପତ୍ର ଆବେଦନ, କୋର୍ଟ କହିଲେ ହୋଇପାରିବନି ଛାଡପତ୍ର

କୋର୍ଟରେ ଅଧିକାଂଶ ଛାଡପତ୍ର ହେବା ଆମେ ସମସ୍ତେ ଜାଣିଛନ୍ତି । ସେଥି ମଧ୍ୟରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ପାରସ୍ପରିକ ସମ୍ମତି କିମ୍ବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହେଉଥିବା କାରଣରୁ ପ୍ରାୟତଃ ସ୍ବାମୀ ସ୍ତ୍ରୀଙ୍କ ଭିତରେ ବିଛେଦ ହୋଇଥାଏ । ତେବେ ଏଭଳି ଏକ ଘଟଣା ସାମନାକୁ…

ତାମିଲନାଡ଼ୁର ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ: ୬ ରୋଗୀ ମୃତ, ୨୦ ଆହତ

ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ । ଚାଲିଗଲା ୬ ରୋଗୀଙ୍କ ଜୀବନ । ତାମିଲନାଡ଼ୁ ଡିଣ୍ଡିଗୁଲର ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ ଆହତ ହୋଇଛନ୍ତି  । ଚିକିତ୍ସାଧୀନ ଥିବା ୨୯ ରୋଗୀଙ୍କୁ ପାଖ ହସ୍ପିଟାଲକୁ ସ୍ଥାନାନ୍ତର…

ତାମିଲନାଡ଼ୁରେ ଦୂଷିତ ପାଣି ପିଇ ୩ ମୃତ, ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ତାମିଲନାଡ଼ୁର ଚେନ୍ନାଇ ନିକଟ ପଲ୍ଲାଭରମରେ ଦୂଷିତ ପାଣି ପିଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୮୮ ବର୍ଷୀୟା ଜଣେ ମହିଳା ଅଛନ୍ତି । ଏହି ପାଣି ପିଇ ୨୦ରୁ ଅଧିକ ଅସୁସ୍ଥ ମଧ୍ୟ ହୋଇପଡ଼ିଛନ୍ତି । ଅସୁସ୍ଥ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ…

ଚେନ୍ନାଇରେ ୩ ଜୀବନ ନେଲା ବାତ୍ୟା ‘ଫେଙ୍ଗଲ୍’, ପୁଡୁଚେରୀରେ ୧୦୦ ଜଣଙ୍କୁ ଉଦ୍ଧାର କଲା ସେନା

ଚେନ୍ନାଇରେ ୩ ଜୀବନ ନେଲା ବାତ୍ୟା ‘ଫେଙ୍ଗଲ୍’ । ପୁଡୁଚେରୀରେ ୧୦୦ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ରାତି ୨ଟାରେ ବାତ୍ୟା ‘ଫେଙ୍ଗଲ୍’ କରାଇକାଲ୍ ଓ ମହାବଳୀପୁରମ୍ ମଧ୍ୟରେ ତାଲିମନାଡ଼ୁ-ପୁଡ଼ୁଚେରୀ ଉପକୂଳ ଦେଇ ଅତିକ୍ରମ କଲା ବେଳେ ଲ୍ୟାଣ୍ଡଫଲ୍ କରିଥିଲା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା…

ରେଲୱେ ଷ୍ଟେସନରେ ଖୋଲିଲା ସୁଟକେସର ସିକ୍ରେଟ୍, ଖସି ପଳାଉଥିବା ବାପଝିଅଙ୍କୁ ଗିରଫ କଲା ପୋଲିସ

ତାମିଲନାଡ଼ୁର ମିଞ୍ଜୁର ରେଲୱେ ଷ୍ଟେସନରେ ଗତ ମଙ୍ଗଳବାର ରାତିରେ ଏକ ଛାତିଥରା ଘଟଣା ଘଟିଥିଲା । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଜଣେ ବ୍ୟକ୍ତି ଏଠାରେ ଏକ ବଡ଼ ସୁଟକେସ୍ ଛାଡ଼ି ପଳାଉଥିବାର ଦେଖି ଲୋକମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଆଉ ଏହାପରେ ଯାହା ହୋଇଥିଲା, ତାହା…

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୧୬ ଯାଏ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପରବର୍ତ୍ତୀ ଦୁଇ ଦିନ ଧରି ଏହା ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ…

ମାଲବାହୀ ସହ ବାଗମତି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଘଟଣା : ବଗିରେ ଲାଗିଗଲା ନିଆଁ, ୧୯ ଆହତ

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଶୁକ୍ରବାର ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ତାମିଲନାଡୁର ତିରୁଭାଲୁରରେ ବାଗମତି ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି । ମାଲଗାଡ଼ି ସହ ଧକ୍କା ପରେ ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସର ୧୨ଟି…