Browsing Tag

tamilnadu

ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କଲେ, ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ଦୁଇ ଯୁବକ

ଚଳନ୍ତା ଟ୍ରେନରୁ ଗର୍ଭବତୀ ମହିଳାଙ୍କୁ ଠେଲିଦେଲେ ୨ ଯୁବକ । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ଏକ ସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ଜଣକ ଅଟକ ରଖିଛି ପୋଲିସ । ଏଭଳି ଘଟଣା ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଘଟିଛି । ଖବର…

ତାମିଲନାଡ଼ୁ: କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ରାସ୍ତାରେ ଓଲଟିଲା, ୨ ମୃତ, ୨୧ ଆହତ

ତାମିଲନାଡ଼ୁର ତିରୁପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ରାସ୍ତାରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ବସଟି ଛାତ୍ରଛାତ୍ରୀଙ୍କୁ ଇରୋଡ୍ ନେଇ ଯାଉଥିବା ବେଳେ…

ଇଞ୍ଜିନିଅରିଂର ମିଶାଲ୍ ପମ୍ବନ୍ ବ୍ରିଜ୍, ଜାହାଜ ଯିବା ସମୟରେ ଉଠିଯାଇଥାଏ ଏହି ବ୍ରିଜ୍

ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛି ଭାରତ । ବିଗତ ବର୍ଷମାନଙ୍କରେ ଏହି ଦେଶ ଦେଖିଛି ଅନେକ ଇଞ୍ଜିନିୟରିଂର ଅନେକ ଚମତ୍କାରିତା । ଏଇ ଯେମିତି ସମୁଦ୍ର ଗର୍ଭରେ ତିଆରି ହୋଇଥିବା ଏହି ବ୍ରିଜ୍ । ୧୦୦ରୁ ଅଧିକ ବର୍ଷ ହେଲା ଏକ ଦ୍ୱୀପ ସହ ଭାରତୀୟ ଭୂଖଣ୍ଡକୁ ଯୋଡ଼ିବାରେ ସହାୟକ…

ତାମିଲନାଡୁରୁ ଝିଅଙ୍କୁ ଫେରାଇ ଆଣିବା ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା, ଚିନ୍ତାରେ ପରିବାର

କାମ ଶିଖିବାକୁ ଗାଁରୁ କଟକ ଯାଇଥିଲେ କିଛି ଝିଅ । କିନ୍ତୁ ଏହା ଯେ ସେମାନଙ୍କ ପାଇଁ ବଡ଼ ଭୁଲ ହେବ ସେମାନେ କେବେ ବି ଭାବି ନଥିଲେ । ଦେଢ଼ ମାସ ପାଇଁ ଟ୍ରେନିଂ ନେଇ କାମ ଶିଖିବେ । ଆଉ ଇଚ୍ଛା ହେଲେ ବାହାର ରାଜ୍ୟକୁ ଯିବେ ନହେଲେ ଗାଁକୁ ଫେରି ଆସିବେ । ଏମିତି କିଛି କହି ଏକ ସଂସ୍ଥା କିଛି…

କର୍ମନିଯୁକ୍ତି ନାଁରେ ସୁନ୍ଦରଗଡ଼ ଝିଅଙ୍କୁ ଠକେଇ ଅଭିଯୋଗ, ଧାରଣାରେ ବସିଛନ୍ତି ଅଭିଭାବକ

ତାଲିମ ଓ କର୍ମନିଯୁକ୍ତି ନାଁରେ ଛଳନା । ଝିଅମାନେ ହେଉଛନ୍ତି ଠକେଇ ଓ ନିର୍ଯାତନାର ଶିକାର । ସୁନ୍ଦରଗଡ଼ର ଝିଅମାନେ ଠକେଇ ଓ ନିର୍ଯାତନାର ଶିକାର ହୋଇ ଏବେ ତାମିଲନାଡ଼ୁରେ ଫସି ରହିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଫେରାଇ ଆଣିବାକୁ ପ୍ରଶାସନକୁ ଚାରି ଚାରି ଥର ତଥା ଜିଲ୍ଲାପାଳଙ୍କୁ ଦାବିପତ୍ର…

ତାମିଲନାଡୁ : ପାସେଞ୍ଜର ଟ୍ରେନର ୫ ବଗି ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

ତାମିଲନାଡୁର ବିଲ୍ଲୁପୁରମ ରେଲୱେ ଷ୍ଟେସନ ପାଖରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଘଟଣାରେ ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି । ଲାଇନଚ୍ୟୁତ ବଗିକୁ ମରାମତି କାମ ଆରମ୍ଭ ହୋଇଛି । ତେବେ ଘଟଣାରେ କେହି ହତାହତ…

ତାମିଲନାଡୁ : ବାଣ କାରଖାନାରେ ବିସ୍ଫୋରଣ, ୬ ଶ୍ରମିକ ମୃତ

ତାମିଲନାଡୁ ବିରୁଧନଗର ଜିଲ୍ଲାରେ ଥିବା ବାଣ ତିଆରି କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୬ ଜଣଙ୍କ ଶ୍ରମିକଙ୍କ ଜୀବନ ଚାଲିଯାଇଛି । କେମିକାଲ୍ ମିଶ୍ରଣ ପ୍ରକ୍ରିୟା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ଏକ ରୁମ୍ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ଏବଂ…

ତାମିଲନାଡୁ : ସମୁଦ୍ରକୂଳରେ ଥିବା ଡ୍ରେସ ଚେଞ୍ଜିଂ ରୁମରେ ଲଗାଇଥିଲେ କ୍ୟାମେରା, ଦୁଇଜଣଙ୍କୁ ଗିରଫ କଲା ପୋଲିସ

ସମୁଦ୍ରକୂଳରେ ଥିବା ଡ୍ରେସ ଚେଞ୍ଜିଂ ରୁମରେ କ୍ୟାମେରା ଲଗାଇ ଧରାପଡିଲେ ଦୁଇ ବ୍ୟକ୍ତି । ତାମିଲନାଡୁ ରାମେଶ୍ବରମର ଅଗ୍ନିତୀର୍ଥମ ବିଚ୍ ରେ ଥିବା ଡ୍ରେସ ଚେଞ୍ଜିଂ ରୁମରେ ସିକ୍ରେଟ କ୍ୟାମେରା ଲଗାଇଥିଲେ । ବିଚରେ ଶ୍ରଦ୍ଧାଳୁ ସ୍ନାନ କରିବା ପରେ ଚେଞ୍ଜିଂ ରୁମରେ ଡ୍ରେସ ପରିବର୍ତ୍ତନ କରୁଥିବା…

ଦାନ କରୁଥିବା ବେଳେ ଭୁଲବଶତଃ ମନ୍ଦିର ହୁଣ୍ଡିରେ ପଡିଗଲା ଭକ୍ତଙ୍କ iPhone, ମନ୍ଦିର କହିଲା ଏହା ଭଗବାନଙ୍କ ସମ୍ପତ୍ତି

ମନ୍ଦିରକୁ ଅର୍ଥ ଦାନ କରୁଥିବା ବେଳେ ହୁଣ୍ଡିରେ ଖସିପଡ଼ିଲା ଭକ୍ତଙ୍କ iPhone । ହୁଣ୍ଡିରେ ଆଇଫୋନ ଖସି ପଡ଼ିବାରୁ ସେ ଏହାକୁ ଫେରାଇ ଦେବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଥିଲେ । ହେଲେ ହୁଣ୍ଡିରେ iPhone ଖସି ପଡ଼ିଥିବାରୁ ଏହାକୁ ଭଗବାନଙ୍କ ସମ୍ପତ୍ତି ବୋଲି ଘୋଷଣା କରିଛନ୍ତି ମନ୍ଦିର…

ବିରାଟକାୟ ପଥର ପଡି ପରିବାରର ୭ ମୃତ ଘଟଣା: ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ: କାନ୍ଦ ବୋବାଳିରେ କମ୍ପୁଛି ରାସ୍ତା । ଆଖିର ଲୁହ ବୋଲମାନୁନି । ଧର୍ଯ୍ୟହରା ପରିବାର ଲୋକେ । କିଏ ଛାତିକୁ ପିଟି ପିଟି ବିକଳ ରଡି କରୁଛି ତ କିଏ ମୁଣ୍ଡ ବାଡେଇ ବାଡେଇ ଅଧର୍ଯ୍ୟ ହୋଇପଡୁଛି । ଛାତିଫଟା କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଏମିତି ମରଣକୁ ସ୍ୱୀକାର…

ବାତ୍ୟା ଫେଙ୍ଗଲ ପ୍ରଭାବ : ତାମିଲନାଡୁରେ ଭୂସ୍ଖଳନ, ପୋତି ହୋଇଗଲେ ପିଲାଙ୍କ ସହିତ ୭ ଜଣ

ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ତିରୁବନ୍ନାମଲଇ ଜିଲ୍ଲାରେ ଭୂସ୍ଖଳନ ହେବା ଯୋଗୁଁ ଦୁଇ ପରିବାରର ୭ ଜଣ ଦବିଛନ୍ତି । ଏଥିରେ ପିଲା ମଧ୍ୟ ରହିଛନ୍ତି । ତେବେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ପୋଲିସ, ଏସ୍‌ଡିଆର୍‌ଏଫ୍…

ସମ୍ଭାବ୍ୟ ବାତ୍ୟା ପ୍ରଭାବ: ତାମିଲନାଡୁରେ ପ୍ରବଳ ବର୍ଷା ଜାରି, ସ୍କୁଲ ଓ କଲେଜ ବନ୍ଦ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟାରେ ଏହା ବାତ୍ୟା ରୂପ ନେବ ।  ତାହାର ପ୍ରଭାବ ପଡିବା ଆରମ୍ଭ ହେଲାଣି । ଗଭୀର ଅବପାତ ପ୍ରଭାବରେ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପେଟ, ତିରୁବଲ୍ଲୁର,କୁଡ୍ଡାଲୋର, ନାଗା ପଟିନମରେ ପ୍ରବଳ ବର୍ଷା ଜାରି ରହିଛି ।  …