Browsing Tag

tamilnadu government

ରାଜ୍ୟପାଳଙ୍କ ୟୁ ଟର୍ଣ୍ଣ, ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ

ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ ପ୍ରସଙ୍ଗରେ ତାମିଲନାଡୁ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ । ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ରାଜ୍ୟପାଳ । ଏନେଇ ରାଜ୍ୟପାଳ ଆରଏନ ରବି ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଲୋଡ଼ିବେ ବୋଲି ଏକ…

ତାମିଲନାଡୁ ସରକାରଙ୍କ ଘୋଷଣା : ପ୍ରତି ଲିଟର ପେଟ୍ରୋଲରେ ୩ ଟଙ୍କା ରିହାତି, ୧୨ ମାସ ମାର୍ଟନଲିଟି ଲିଭ୍‌

ନୂଆଦିଲ୍ଲୀ :  ତାମିଲନାଡୁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛି ୩ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏଥି ସହ ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ମାର୍ଟନିଟି ଲିଭ ବା ପ୍ରସବକାଳୀନ ଛୁଟିକୁ ୯ ମାସରୁ ୧୨ ମାସକୁ ବୃଦ୍ଧି କରିଛନ୍ତି । ତାମିଲନାଡୁ…

ତାମିଲନାଡୁରେ ଜାଲିକାଟ୍ଟୁ ଆୟୋଜନକୁ ମିଳିଲା ଅନୁମତି, କିନ୍ତୁ ମାନିବାକୁ ପଡିବ ଏହିସବୁ ନିୟମ

ତାମିଲନାଡୁରେ ଜାଲିକାଟ୍ଟୁ( ଷଣ୍ଢ ସହ ଲଢେଇ ପ୍ରତିଯୋଗିତା) ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ କୁହାଯାଇଛି କି, ଜାଲିକାଟ୍ଟୁରେ କେବଳ ୩୦୦ ପ୍ରତିଯୋଗୀଙ୍କୁ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରାଯିବ । ପ୍ରତ୍ୟେକ…

ଚେନ୍ନାଇରେ ବଦଳିଲା ତିନି ଷ୍ଟେସନର ନାମ, ରଖାଗଲା ଅନ୍ନା ଏମଜିଆର ଏବଂ ଜୟାଙ୍କ ନାମ

ତାମିଲନାଡୁ ସରକାର ଶୁକ୍ରବାର ଦିନ ତିନି ମେଟ୍ରୋ ଷ୍ଟେସନ ନାମକୁ ଦିବଂଗତ ମୁଖ୍ୟମନ୍ତ୍ରୀ ସି.ଏନ ଅନ୍ନଦେୁରଇ, ଏମ୍‌. ଜୀ. ରାମଚନ୍ଦ୍ରନ ଏବଂ ଜେ ଜୟଲଳିତାଙ୍କ ନାମରେ ରଖାଯାଇଛି। ସରକାରଙ୍କ ଆଦେଶ ଅନୁଯାୟୀ, ଅଲନ୍ଦୁର ଷ୍ଟେସନର ନାମ ଏବେ ‘ଅରିଗନର ଅନ୍ନା ଅଲନ୍ଦୁର ମେଟ୍ରୋ ହେବ। ସେଣ୍ଟ୍ରାଲ…