ଜଳମଗ୍ନ ତାମିଲନାଡୁ: ସ୍କୁଲ, କଲେଜ ଅଫିସ ସବୁ ବନ୍ଦ, ରେଡ ଆଲର୍ଟ ଜାରି
ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ତାମିଲନାଡୁ । ଦକ୍ଷିଣ ତାମିଲନାଡୁର ୪ ଜିଲ୍ଲା ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀରେ ପ୍ରବଳ ବର୍ଷା ହେଉଛି । ତେଣୁ ଏହିସବୁ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ…