Browsing Tag

tamilnadu

ଜଙ୍ଗଲରୁ ଆସି ସହରାଞ୍ଚଳରେ ପଶିଲେ ବାଘ ଓ ଭାଲୁ, ଭାଇରାଲ ହେଉଛି ଭିଡିଓ

ରାତିରେ ଘରୁ ବାହାରୁଥିଲେ ସାବଧାନ । କାହିଁକି ନା ଏବେ କେବଳ ଜଙ୍ଗଲ ଆପଣଙ୍କ ପାଇଁ ଅସୁରକ୍ଷିତ ତାହା ନୁହେଁ ଆପଣ ଯାଉଥିବା ରାସ୍ତା ବି ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । କାରଣ ବିଳମ୍ବିତ ରାତିରେ ବାଘ ଓ ଭାଲୁ ଜନବସତି ଅଞ୍ଚଳରେ ବିଚରଣ କରୁଛନ୍ତି । ଜଙ୍ଗଲ ଛାଡ଼ି ଏବେ ସହରମୁହାଁ…

୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା, ସୌଭାଗ୍ୟର ପ୍ରତୀକ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ

ଲକ୍ଷେ ଟଙ୍କିଆ ଲେମ୍ବୁ । ୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା । ତାମିଲନାଡ଼ୁର ବିଲୁପୁରମ ଜିଲ୍ଲାର ଏକ ମନ୍ଦିରରେ ନିଲାମ ହେଲା । ବିଲୁପୁରମ ମୁରୁଗା ମନ୍ଦିରରେ ଏକ ୭ ଦିନିଆ ଉତ୍ସବ ଅବସରରେ ୯ଟି ଲେମ୍ବୁ ୨ ଲକ୍ଷ ୩୬ ହଜାର ଟଙ୍କାରେ ନିଲାମ ହୋଇଛି । ଦେବତାଙ୍କ ପାଖରେ ପୂଜା ହୋଇଥାଏ…

ଭଗବାନ ଶିବଙ୍କୁ ଅର୍ପଣ ହୋଇଥିଲା ଲେମ୍ବୁ , ନିଲାମ ଦାମ୍‌ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ

ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସ ଆଗରେ ଟଙ୍କା ବି ତୁଚ୍ଛ ହୋଇଯାଏ । ମନ୍ଦିରରେ ଅର୍ପଣ କରାଯାଇଥିବା ଭୋଗ ହେଉ କି ଅନ୍ୟ କିଛି ଜିନିଷ ହେଉ, ଲୋକମାନେ ଏହି ଜିନିଷକୁ ହଜାର ଟଙ୍କାରେ କିଣିଥାନ୍ତି । କାହିଁକି ନା ଭକ୍ତମାନଙ୍କର ବିଶ୍ୱାସ ଥାଏ ଭଗବାନଙ୍କ ପାଖରେ ଲାଗିଥିବା ଜିନିଷ ତାଙ୍କ ଘରେ ସୁଖ…

ତାମିଲନାଡୁ: ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ତାମିଲନାଡୁର ଭେମ୍ବାକୋଟାଇରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ବିସ୍ଫୋରଣ ବିଷୟରେ ସୂଚନା ଦେଇଛି । ପୋଲିସ ପ୍ରାରମ୍ଭିକ ଯାଞ୍ଚ କରି ବିସ୍ଫୋରଣ କାରଣ ଖୋଜୁଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ…

୩ଟି ଡଲଫିନଙ୍କ ଜୀବନ ବଞ୍ଚାଇଲେ ତାମିଲନାଡୁର ମତ୍ସ୍ୟଜୀବୀ, IAS ଅଫିସର ସେୟାର କଲେ ଭିଡିଓ

ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ତାମିଲନାଡୁର ରାମନାଥପୁରମରେ ମତ୍ସ୍ୟଜୀବୀ ମାନଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି । ଏହି ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ଜାଲରେ ଫସିଯାଇଥିବା ଦୁଇଟି ବିରଳ ପ୍ରଜାତିର ଡଲଫିନକୁ ସମୁଦ୍ରକୁ ଛାଡିଛନ୍ତି ।…

ତାମିଲନାଡ଼ୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ଦୁର୍ଘଟଣା ତ ପ୍ରତ୍ୟେକ ଦିନ ଘଟୁଛି । ଦୁର୍ଘଟଣାର ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲେ ଛାତି ଥରିଯାଏ । ସମାନ ଭାବେ ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ଥୋପୁର ଘାଟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପାଖାପାଖି ୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର…

ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଆହତ

ତାମିଲନାଡୁର ଅବନିୟାପୁରମରେ ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନେ ଚିକିତ୍ସା ପାଇଁ ସରକାରୀ ରାଜାଜୀ ହସପିଟାଲକୁ ରେଫର କରାଯାଇଛି । ଏହାପୂର୍ବରୁ ତାମିଲନାଡୁର ପୁଦୁକ୍କୋଟ୍ଟଇରେ ୨୯ ଜଣ…

ମିଗଜୋମ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ; ଦେଢ ମିଟର ଜୁଆର, ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ପବନ, ପ୍ରବଳ…

ବାତ୍ୟା ମିଗଜୋମ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ପାଖାପାଖି ୩ ଘଣ୍ଟା ଧରି ଚାଲିବ । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ । ଧୀରେ ଧୀରେ…

ବଳ ଗୋଟାଉଛିି ‘ମିଗଜୋମ୍‌’, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ସମସ୍ତ ସ୍କୁଲ ବନ୍ଦ, ୧୪୪ ଟ୍ରେନ ବାତିଲ

ଦକ୍ଷିଣ ରାଜ୍ୟରେ ବାତ୍ୟା ‘ମିଗଜୋମ୍‌’ ଯୋଗୁଁ ସତର୍କ ସୂଚନା ଦିଆଯାଇଛି । ଆସନ୍ତାକାଲି ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ । ତାମିଲନାଡୁ ସରକାର ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ପଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ତଟୀୟ ଜିଲ୍ଲାର…

ତାମିଲନାଡୁରେ ଘାଟିକୁ ଖସିଲା ବସ, ୮ ମୃତ, ୩୫ ଆହତ

ଚେନ୍ନାଇ: ତାମିଲନାଡୁ ମାରପଲମ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଥିରେ ୮ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୩୫ ଜଣ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନୀଳଗିରି ଜିଲ୍ଲାର କୁନୁର ନିକଟରେ ଏକ ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଏହି…

ଭୁଲରେ କ୍ୟାବ୍‌ ଡ୍ରାଇଭର ଆକାଉଣ୍ଟକୁ ବ୍ୟାଙ୍କ ପଠାଇଦେଲା ୯୦୦୦ କୋଟି ଟଙ୍କା, ଏବେ ସିଇଓ ଦେଲେ ଇସ୍ତଫା

ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍ କ୍ରିଷ୍ଣନ ନିଜ ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇଯାଇଥିଲା । ଆଉ ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ କରିବା ପରେ ନିଜ…

ବିଜେପି ସହ ସମ୍ପର୍କ ତୁଟାଇଲା AIADMK

ବିବାଦୀୟ ବୟାନକୁ କେନ୍ଦ୍ର କରି ବିଜେପି ସହ ସମ୍ପର୍କ ତୁଟାଇଛି AIADMK। ଏହାସହିତ ଏନଡିଏ ମେଣ୍ଟରୁ ମଧ୍ୟ ଓହରି ଯାଇଛି AIADMK। ୨୦୨୪ ନିର୍ବାଚନରେ AIADMK ନିଜେ ମେଣ୍ଟ କରି ଲଢିବ। ତାମିଲନାଡୁ ସ୍ଥିତ AIADMK ମୁଖ୍ୟାଳୟରେ ଜିଲ୍ଲା ସମ୍ପାଦକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ ପରେ ଏହି…