Browsing Tag

tamilnadu

ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ୭ ମୃତ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସହାୟତା ରାଶି କଲେ ଘୋଷଣା

ତାମିଲନାଡ଼ୁର ତିରୁପଥୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ମହିଳାମାନେ କର୍ଣ୍ଣାଟକରୁ ଫେରୁଥିଲେ । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି…

NEET ରେ ବିଫଳ ହେବା ପରେ ଜୀବନ ହାରିଲେ ୧୯ ବର୍ଷୀୟ ଛାତ୍ର, ପୁଅର ଶବ ସତ୍କାର କରି ଚାଲିଗଲେ ବାପା

NEET ପରୀକ୍ଷାରେ ଦୁଇ ଦୁଇ ଥର ବିଫଳ ହେବା ଯୋଗୁଁ ଆତ୍ମହତ୍ୟା କଲେ ୧୯ ବର୍ଷୀୟ ଯୁବକ । ଆଉ ୧୯ ବର୍ଷ ପୁଅର ଶବ ସତ୍କାର କରି ନିଜ ଜୀବନ ହାରିଲା ବାପା । ଏମିତି ଘଟଣା ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଘଟିଛି । ସୂଚନା ଅନୁଯାୟୀ, ଜଗଦୀଶ୍ୱରନ ନାମକ ୧୯ ବର୍ଷୀୟ ଯୁବକ ଦ୍ୱାଦଶ ପରୀକ୍ଷାରେ…

ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳେ ବୋଲି ପୁଅର ଫି ଭରିବାକୁ ବସ୍‌ ଆଗକୁ ଡେଇଁପଡିଲେ ମହିଳା

ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳିବ । ଏମିତି କିଏ ଜଣେ କହିଥିଲା । ତେଣୁ ପିଲାର ସ୍କୁଲ ଫିସ୍‌ ଭରିବାକୁ ସ୍କୁଲ ଆଗକୁ ଡେଇଁପଡିଲେ ମହିଳା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ଘଟିଛି ଏଭଳି ଦୁର୍ଘଟଣା । କଥାରେ ଅଛି, ମା’ର ମମତାର କୌଣସି ସୀମା ନାହିଁ । ତେଣୁ ପୁଅ…

ଗିରଫ ହୋଇଥିବା ତାମିଲନାଡୁ ଶକ୍ତି ମନ୍ତ୍ରୀଙ୍କର ହେବ ବାଇପାସ୍‌ ସର୍ଜରୀ, ଡାକ୍ତର ଦେଲେ ପରାମର୍ଶ

ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀଙ୍କୁ ଆଜି ସକାଳେ ଗିରଫ କରିଛି ଇଡି। ଗିରଫ ହେବା ପରେ ଶକ୍ତିମନ୍ତ୍ରୀଙ୍କର ହାଇଡ୍ରାମା ଦେଖିବାକୁ ମିଳିଥିଲା । କ୍ୟାସ୍‌ ଫର ଜବ୍‌ ସ୍କାମରେ ମନ୍ତ୍ରୀଙ୍କୁ ଇଡି ଗିରଫ କରିବା ପରେ ହଠାତ୍‌ ଛାତି ଯନ୍ତ୍ରଣା ଅଭିଯୋଗ…

ତାମିଲନାଡୁର ସରକାରୀ କଲେଜରେ ଲାଗିବ ନାପକିନ୍‌ ଭେଣ୍ଡିଂ ମେସିନ, ସରକାର କରୁଛନ୍ତି ଯୋଜନା

ରାଜ୍ୟର ସରକାରୀ ବିଦ୍ୟାଳୟରେ ନାପକିନ୍ ଭେଣ୍ଡିଂ ମେସିନ୍ ଲଗାଇବା ପରେ ତାମିଲନାଡୁ ସରକାର ରାଜ୍ୟର ସମସ୍ତ ସରକାରୀ କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟରେ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ…

୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ ବାଟରେ ହୋଇଗଲା ଖରାପ, ପୋଲିସ ସମ୍ଭାଳିଲା ସ୍ଥିତି

ତାମିଲନାଡୁର ଚେନ୍ନାଇରେ ଏକ ଟ୍ରକ ୫୩୫ କୋଟି ଟଙ୍କା ନେଇ ଯାଉଥିବା ବେଳେ ଟ୍ରକ ମଝିରାସ୍ତାରେ ହେଲା ଖରାପ । ଏହି ମାମଲାର ସୂଚନା କ୍ରୋମପେଟ ପୋଲିସକୁ ମିଳିବା ମାତ୍ରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଛି । ପୋଲିସକୁ ଫୋନରେ କୁହାଯାଇଥିଲା ଯେ, ୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ…

ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭିଲୁପୁରାମ ଜିଲ୍ଲାର ମାରାକାନାମ ନିକଟ ଏକକିରାକୁପ୍ପମର ରହୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଚେଙ୍ଗଲପଟଟୁ ଜିଲ୍ଲାର…

ବାହାଘର ପାଇଁ ଭୋଜି ଚାଲିଥିବା ବେଳେ ରସମ କଡେଇରେ ପଡି ଯୁବକ ମୃତ

ତାମିଲନାଡୁରେ ହୃଦୟ ବିଦାରଣ ଘଟଣା ଘଟିଛି । ଜଣେ ଛାତ୍ର ରସମ କଡେଇରେ ପଡି ମୃତ୍ୟୁବରଣ କରିଛନ୍ତି । ୨୧ ବର୍ଷୀୟ ଛାତ୍ର ଜଣକ କ୍ୟାଟରିଂ ଗ୍ରୁପରେ ପାର୍ଟ ଟାଇମ କାମ କରୁଥିଲେ । ଏକ ବିବାହ କାର୍ଯ୍ୟକ୍ରମରେ ରସମ ତିଆରି କରାଯାଉଥିଲା । ରସମ ଫୁଟୁଥିବା ବେଳେ ପିଲାଟି ସେଥିରେ ପଡିଯାଇଥିଲା ।…

ଦୁଇ ବନ୍ଧୁଙ୍କ ସହ ମିଶି ପ୍ରେମିକକୁ ମାରିଲା ପ୍ରେମିକା, ୪୦୦ କିଲୋମିଟର ଦୂରରେ ଫିଙ୍ଗିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ନୂଆଦିଲ୍ଲୀ : ଲୋମ ଟାଙ୍କୁରା ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଅନ୍ୟ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ବନ୍ଧୁ ସହ ମିଶି ପ୍ରେମିକକୁ ବୀଭତ୍ସ ହତ୍ୟା କଲା ପ୍ରେମିକା । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କଲା ପ୍ରେମିକା । ୪୦୦ କିଲୋମିଟର ଦୂରରେ ଫିଙ୍ଗିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ତାମିଲନାଡୁର…

ବାପା ପାଠ ପଢିବାକୁ କହିବାରୁ ଝୁଲିପଡିଲେ ୯ ବର୍ଷୀୟ ନାବାଳିକା, ପଡୋଶୀ ଡାକୁଥିଲେ ଇନଷ୍ଟା କୁଇନ

ତାମିଲନାଡୁର ପେରିୟାକୁପ୍ପମରେ ହୃଦୟ ବିଦାରକ ଘଟଣା ଘଟିଛି । ୯ ବର୍ଷର ନାବାଳିକା ଆତ୍ମହତ୍ୟା କରିଛନ୍ତି । ପାଠପଢିବାକୁ ବାପା ମା’ କହିବାରୁ ନାବାଳିକା ଆତ୍ମହତ୍ୟା କରିନେଇଛି । ସୂଚନା ମୁତାବକ, ତାମିଲନାଡୁର ପେରିୟାକୁପ୍ପମରେ ଜଣେ ୯ ବର୍ଷର ନାବାଳିକା ସବୁବେଳେ ମୋବାଇଲରେ ଇନଷ୍ଟା ରିଲ୍ସ…

ତାମିଲନାଡ଼ୁ: କାଞ୍ଚିପୁରମ୍ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଜଳି ପାଉଁଶ ହୋଇଗଲେ ୬ ଶ୍ରମିକ

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। କାଞ୍ଚିପୁରମ ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜିଲ୍ଲାର କୁରୁଭିମଲାଇ ଗ୍ରାମରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ…

ହଜାର ବର୍ଷ ପୁରୁଣା ଭାରତର ଏହି ଐତିହାସିକ ମନ୍ଦିିରର କାହାଣୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହଜାର ବର୍ଷ ପୁରୁଣା ଭାରତର ଏହି ପୁରୁଣା ମନ୍ଦିର। ଯାହାର ରହସ୍ୟ ଆଜି ଯାଏ ଜଣାପଡ଼ା ନାହିଁ। ଭାରତର ମନ୍ଦିର ଓ ତୀର୍ଥ ସ୍ଥଳ ର ଦେଶ କୁହାଯାଏ। ଏଠାରେ ପାଖାପାଖି ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ମନ୍ଦିର ରହିଛି। ଏହାର କାରଣ ଏହା ଯେ ଭାରତର ଲୋକେ ଈଶ୍ୱର ବିଶ୍ୱାସୀ। ଏହାସହ ପ୍ରତ୍ୟେକ…