Browsing Tag

tangi

ରାସ୍ତା ଉପରେ ମୁକୁଳା ଟ୍ରାନ୍ସଫର୍ମର୍ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ଲୋକେ, ଗଲାଣି ୬ରୁ ଅଧିକ ଗାଈଗୋରୁଙ୍କ ଜୀବନ

ଆଜିକାଲି ଚାରିଆଡ଼େ ବଢିଚାଲିଛି ଜନବସତି । ସେ ତୁଳନାରେ ଲୋକଙ୍କ ସୁବିଧା ପାଇଁ ବିଜୁଳି ଆଲୋକ ଆବଶ୍ୟକତା ମଧ୍ୟ କ୍ରମଶଃ ବଢିଚାଲିଛି । ଏହାକୁ ଲକ୍ଷ ରଖି ଇଲେକ୍ଟ୍ରିକ ଟ୍ରାଂସ୍ଫର୍ମର ମଧ୍ୟ ବହୁଳ ମାତ୍ରାରେ ସ୍ଥାପନ କରାଯାଉଛି । କିନ୍ତୁ ଏପଟେ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ…

ଗାଁର ଗୌରବ ସୁନାଝିଅ ସୌମ୍ୟାଶ୍ରୀ, ବରଡିହ ଗାଁର ଝିଅ ନାସାର ବୈଜ୍ଞାନିକ ହେବା ପାଇଁ ହୋଇଛି ମନୋନୀତ

ଟାଙ୍ଗୀ: ଘରେ ଲାଗିଛି ଭିଡ । କିଏ ମିଠା ଖୁଆଇ ଦେଉଛି ତ କିଏ ଝିଅକୁ ଆଲିଙ୍ଗନ କରିଦେଉଛି । ଖୁସିରେ ସମସ୍ତେ ଭାବବିହ୍ୱଳ ହୋଇପଡିଛନ୍ତି । କିନ୍ତୁ ଏ ଖୁସି କାହିଁକି ଜାଣିଛନ୍ତି । କାରଣ ଆଜି ଗାଁ ଝିଅ ଆମେରିକା ସ୍ଥିତ ବିଶ୍ୱର ବୃହତମ ଗବେଷଣା କେନ୍ଦ୍ର ନାସାର ବୈଜ୍ଞାନିକ ହେବାକୁ ଯାଉଛି ।…

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ-କାଳୁପଡା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା

ଟାଙ୍ଗୀ : ସରୁନି ଯନ୍ତ୍ରଣା ଭରୁନି ଦୁଃଖ । ନା ପରିସ୍ଥିତି ସୁଧୁରୁଛି ନା ଅଘଟଣ ଥମୁଛି । ଘଟି ଚାଲିଛି ଗୋଟେ ପରେ ଗୋଟେ ଦୁର୍ଘଟଣା । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ - କାଳୁପଡା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା । ଏହି ମୁଖ୍ୟ ରାସ୍ତାରେ ଥିବା ବଡ଼ଶଙ୍ଖ…

ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର, ଜାଗାବାଡି ମାପ ଚିହ୍ନଟକୁ ନେଇ ଆକ୍ରମଣ ସନ୍ଦେହ

ଟାଙ୍ଗୀ: ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ । ଚିଲିକା ତହସିଲ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି…

୪୧ଦିନ ହେଲାଣି ପ୍ରକୃତି ନିବାସରେ ଝୁଲୁଛି ତାଲା, ଧାରଣାରେ ବସିଛନ୍ତି ଗାଁ ଲୋକେ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡ଼ିରେ ରହିଛି ପକ୍ଷୀ ଅଭୟାରଣ୍ୟ । ଏହି ପକ୍ଷୀ ଅଭୟାରଣ୍ୟକୁ ବୁଲିବା ପାଇଁ ବର୍ଷ ତମାମ ଦେଶ ବିଦେଶର ପର୍ଯ୍ୟଟକ ଆସିଥାଆନ୍ତି । ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗର ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ…

ପ୍ରଧାନଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ ଅଭିଭାବକ

ଖୋର୍ଦ୍ଧା : ଟାଙ୍ଗି ବ୍ଲକ ଶିକ୍ଷା ର୍ସକଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିଆପଡାରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କରିଛନ୍ତି ଦୁର୍ବ୍ୟବହାର । ଖବର ପାଇ ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର…

ଟାଙ୍ଗିରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ବର୍ବର ହତ୍ୟା ଘଟଣା: ସିସିଟିଭିରେ ପୁରା ଦୃଶ୍ୟ କଏଦ

ଟାଙ୍ଗି(କେନ୍ୟୁଜ୍): ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ବର୍ବର ହତ୍ୟା। ରାତି ଅଧରେ ମହିଳା ଜଣକ ଅଳିଆ ଗଦାରୁ ଗୋଟାଇ ଖାଉଥିବା ବେଳେ ଖଣ୍ଡାରେ ହାଣି ହତ୍ୟା କଲା ଦୁର୍ବୃତ୍ତ। ସିସିଟିଭିରେ ହତ୍ୟାର ପୁରା ଦୃଶ୍ୟ କଏଦ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଏହି ବୀଭତ୍ସ ହତ୍ୟାକାଣ୍ଡ…

ପଞ୍ଚାୟତ ପରିସରରେ ଆଜବେଷ୍ଟ ସେଡ୍ କାମ ଚାଲିଥିବା ବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ଶ୍ରମିକ ମୃତ ଜଣେ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ବିଦ୍ୟୁତ ଆଘତରେ ଜଣେ ଶ୍ରମିକ ମୃତ ଜଣେ ଶ୍ରମିକ ଗୁରୁତର। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମରେ। ଘଟଣା ପରେ ସୋରଣ ପଞ୍ଚାୟତ ସମ୍ମୁଖରେ ଶବ ରଖି ଶତାଧିକ ଗ୍ରାମବାସୀମାନେ  ଧାରଣା ଦେଇଥିଲେ। ଦୁଇ ଗୋଟି ଦାବି ନେଇ ଧାରଣା ୧-ପଞ୍ଚାୟତ…

ଟାଙ୍ଗି: ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ଟାଙ୍ଗି(କେନ୍ୟୁଜ୍):  ଟାଙ୍ଗି ଥାନା ଚଣ୍ଡେଶ୍ୱର ମୁଣ୍ଡାଳ ରାସ୍ତାରେ ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ଟାଙ୍ଗି ଥାନା ପୋଲିସ । ଗତ ରବିବାର ଗୁଳିମାଡ଼ରେ ସୁଶାନ୍ତ ରାଉତଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ…

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଅଭାବନୀୟ ଘଟଣା, ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଟାଙ୍ଗୀ(କେନ୍ୟୁଜ୍): ରଜ ସଂକ୍ରାନ୍ତିରେ ଅଘଟଣ । ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାନପୁର ପାଟଣାରେ ଅଘଟଣ । ଆଜି ସଂଧ୍ୟାରେ ଘରୁ ଦଂପତିଙ୍କ ରଶିରେ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ…

ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଦେଢ ଲକ୍ଷ ଟଙ୍କାରୁ ଅଧିକ ଆସବାବପତ୍ର

ଟାଙ୍ଗୀ(କେନ୍ୟୁଜ୍):  ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ ।  ପାଖାପାଖି ଦେଢ ଲକ୍ଷ ଟଙ୍କାର ଆସବାବ ପତ୍ର ଲୁଟିନେଇ ଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ବଡ଼ପାରୀ ଗ୍ରାମର ପାଇକ ସାହିରେ। ମିଳିଥିବା ସୂଚନା ଅନୁସାରେ…

ପୁଣି ଟାଙ୍ଗୀ-ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ପୁଣି ସଡକ ଦୁର୍ଘଟଣା। ପୁଣି ସେହି ସ୍ଥାନରେ ହେଲା ସଡକ ଦୁର୍ଘଟଣା। ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ର ପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜଣେ  ମୃତ ଓ ୪ ଗୁରୁତର। ମୃତକ ଜଣକ ହେଲେ ଚାନ୍ଦପୁର ଥାନା  କୁକୁଡା ଝରି ଗ୍ରାମର ୪୮…