Browsing Tag

tangi firing

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ(କେନ୍ୟୁଜ୍): ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ । ଏକ ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର  ହୋଇଯାଇଛନ୍ତି…