Browsing Tag

tangi

ଖୋର୍ଦ୍ଧା: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟିବା ପଡିଲା ମହଙ୍ଗା, ଦୁଇ ଡକାୟତଙ୍କୁ କାବୁ କରି ପୋଲିସରେ ଦେଲେ…

ଟାଙ୍ଗୀ(କେନ୍ୟୁଜ୍): ବନ୍ଧୁକ ମୁନରେ ଲୁଟ୍ ପଡିଲା ମହଙ୍ଗା । ଗିରଫ ହେଲେ ୨  କୁଖ୍ୟାତ ରୋଡ଼ ଡକାୟତ  । ସେମାନଙ୍କ ଠାରୁ ଗୋଟିଏ  ପିସ୍ତଲ ସହ  ୨ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି । ଏହା ସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ। ଗିରଫ ଦ୍ୱୟ ହେଲେ  ନୟାଗଡ ଜିଲା ଚାନ୍ଦପୁର ଥାନା…

ଖୋର୍ଦ୍ଧା: ରୋଗୀକୁ ଚିକିତ୍ସା ନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ, ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ…

ଟାଙ୍ଗୀ(କେନ୍ୟୁଜ୍):  ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ । ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ମାଡ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା । ଡାକ୍ତରଙ୍କ ବେକ, ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି । ଗୋଷ୍ଠୀ…

ଖୋର୍ଦ୍ଧା: ଟାଙ୍ଗୀ ଚାନ୍ଦପୁର ଜାତୀୟ ରାଜପଥ ରୟାଲ ଢାବା ନିକଟରେ ଏସିଡ଼ ଟ୍ୟାଙ୍କର ଲିକ୍, ଅଞ୍ଚଳ ପୂରା ଧୂଆଁମୟ

ଟାଙ୍ଗୀ(କେନ୍ୟୁଜ୍): ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ହୋଟେଲ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚାଲିଛି  ଏସିଡ ଲିକକୁ ରୋକିବାକୁ ଉଦ୍ୟମ। ସୂଚନା…

ଖୋର୍ଦ୍ଧା: ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାଶ୍ କଲା ଟାଙ୍ଗୀ ପୋଲିସ୍, ୩ ଲୁଟେରା ଗିରଫ

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ  ମା ଉଗ୍ରତାରା ଛକରୁ  ଅଣ୍ଡା  ବୋଝେଇ   ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାଶ୍ କଲା  ଟାଙ୍ଗୀ ପୋଲିସ୍ । ଲୁଟ୍  ପିକଅପ ଭ୍ୟାନ ସହ ୩ ମୋବାଇଲ ,ନଗଦ ୧୨୦୦ ଟଙ୍କା , ଗୋଟିଏ  ବାଇକ୍  ଜବତ କରିବା ସହ ୩…

ଜବତ ହେଲା ଲୁଟ୍‌ ଟ୍ରକ୍‌, ୧୨ ଲକ୍ଷ ଟଙ୍କା ସହ ଦୁଇ ଜଣ ଗିରଫ

ଟାଙ୍ଗୀ (କେ ନ୍ୟୁଜ୍‌) : ଫାଲକନ ଫିଡ୍ସ ନାମକ ଚିଙ୍ଗୁଡ଼ି ଦାନା ପ୍ରସ୍ତୁତକାରୀ କମ୍ପାନୀର ଲୁଟ୍ ଟ୍ରକ ଘଟଣାର ପର୍ଦାଫାସ କଲା ଟାଙ୍ଗୀ ପୋଲିସ୍ । ନଗଦ ୧୨ ଲକ୍ଷ ଟଙ୍କା ଜବତ ସହ ୨ ଆସାମୀ ଗିରଫ ହୋଇଛନ୍ତି। ଗତ ୭ ଦିନ ତଳେ ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ…

ଖୋର୍ଦ୍ଧା: ଟାଙ୍ଗୀ ପୋଲିସ ଶୋଇଛି ନିଘୋଡ଼ ନିଦରେ, ସିରିଜ୍ ଲୁଟପାଟ୍ ଓ ଲୋକଙ୍କୁ ଆକ୍ରମଣ କରି ଫେରାର ଲୁଟେରାମାନେ

ଟାଙ୍ଗୀ(କେନ୍ୟୁଜ୍): ଗୋଟିଏ ରାତିରେ ସିରିଜ ଚୋରୀ । ଦୁର୍ବୃତ୍ତମାନେ ୫ଟି ଘରୁ ଚୋରୀ କରିବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଆହତ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ବାରମ୍ବାର ଚୋରୀ ଡକାୟତି ହେଉ ଥିଲେ ସୁଦ୍ଧା । ଟାଙ୍ଗୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ…

ଖୋର୍ଦ୍ଧା: ଚଣ୍ଡୀହର ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା  ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା…

ଟାଙ୍ଗୀ(କେନ୍ୟୁଜ୍):  ଐତିହାସିକ ତଥା ରାଜ ପ୍ରତିଷ୍ଠିତ ବାବା ଚଣ୍ଡୀହର ମନ୍ଦିରର ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା  ଲୁଟି ନେଲେ ଦୁର୍ବୃତ୍ତ ।  ଖୋର୍ଦ୍ଧା ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଚଣ୍ଡିହରଦେଵଙ୍କ ମନ୍ଦିରରୁ ଲୁଟେରା ମାନେ ଗତ କାଲି ବିଳମ୍ବିତ ରାତିରେ ମନ୍ଦିରର ହୁଣ୍ଡିର…

ସର୍ବସ୍ୱାନ୍ତ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ସାମାଜିକ ସଂଗଠନ

ଟାଙ୍ଗୀ, ଖୋର୍ଦ୍ଧା : ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସାମାଜିକ ଅନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଗତ ୩ଦିନ ତଳେ ଘଟିଥିଲା ଅଗ୍ନିକାଣ୍ଡ । ରୋଷେଇ ଗ୍ୟାସରୁ ନିଆଁ ଲାଗି ୧୦ଟି ପରିବାରର ଘର ପୋଡି ଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର…

ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ବୃଦ୍ଧ ବସିଥିଲେ ପେଟ୍ରୋଲ ବୋତଲ ଧରି

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ଜଣେ ବୃଦ୍ଧ ବସିଥିଲେ । ମୁଣ୍ଡ ଚୁଟି ପାଚି ପୂରା ଝୋଟ । ପାଖରେ ଏକ କୋଲଡ୍‌ ଡ୍ରିଙ୍କସ ବୋତଲଟିଏ ରହିଥିଲା । ତେବେ ସେଥିରେ କିଛି ପାନୀୟ ନଥିଲା । ଥିଲା ପେଟ୍ରୋଲ । ଭୀଷଣ ଅସନ୍ତୋଷରୁ ପ୍ରତିବାଦ କରିଥିଲେ ଏବଂ ଏବେ…

ଖୋର୍ଦ୍ଧା: ଚିଲିକା ସାନ ନାଇରୀ ଦଣ୍ଡା ସାହିରେ ଅଘଟଣ, ଗ୍ୟାସ ଲିକରୁ ନିଆଁ ଲାଗି ମହିଳା ଗୁରୁତର

ଟଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଘଟିଛି ଅଘଟଣ । ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ମହିଳାଙ୍କ ନାମ ଇନ୍ଦୁମତି ବେହେରା ।  ଇନ୍ଦୁମତି ଘରେ ରୋଷେଇ କରୁଥିବା ବେଳେ ଅଚାନକ ରୋଷେଇ ଗ୍ୟାସରୁ…

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ରାଜନେତାଙ୍କ ଧମକ, ପ୍ରତିବାଦରେ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ଏତଲା

ଟାଙ୍ଗୀ(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକମାନେ ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବି ପାଇଁ  ନିଜ ଜୀବନକୁ ତୁଚ୍ଛ କରି ଅନ୍ୟାୟ ବିରୋଧରେ ଖବର ପ୍ରସାରଣ କରେ । ଏହି ସମୟରେ ତାକୁ ବହୁ ଝଡ ଝାଞ୍ଜ ସହିବାକୁ ପଡେ ।…