Browsing Tag

tanhaji film

ଅଜୟ ଦେବଗନଙ୍କ ଫିଲ୍ମ ‘ତାନା ଜି ଦ ଅନସଙ୍ଗ୍‌ ଓ୍ଵାରିୟର’ର ପ୍ରଥମ ଗୀତର ଟିଜର ରିଲିଜ୍‌, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତାନା ଜି ଦ ଅନସଙ୍ଗ୍‌ ଓ୍ଵାରିୟର’ର ପ୍ରଥମ ଗୀତ ‘ଶଙ୍କରା ରେ ଶଙ୍କରା’ର ଟିଜର ରିଲିଜ୍‌ ହୋଇଛି। ଏହାକୁ ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ଅଜୟ ଦେବଗନଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳୁଛି।…